Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ଏହି ମେଡିକାଲ୍ ଏଟିଏମ୍ରେ ହୋଇପାରିବ ୫୮ ପ୍ରକାରର ସ୍ୱାସ୍ଥ୍ୟ ଓ ରୋଗର ଯାଞ୍ଚ(ପରୀକ୍ଷା)
ନୂଆଦିଲ୍ଲୀ - ଦେଶରେ ଖୁବ ଶୀଘ୍ର ମେଡିକାଲ୍ ଏଟିଏମ୍ ଆସିବା ପାଇଁ ଯାଉଛି । ଏଥିରେ ୫୮ ପ୍ରକାରର ସ୍ୱାସ୍ଥ୍ୟ ପରୀକ୍ଷା ସହ ବିଭିନ୍ନ ପ୍ରକାର ରୋଗର ଯାଞ୍ଚ କରାଯାଇ ପାରିବ । ଏହାକୁ ସ୍ୱୟଂ ଏଏଚ୍ଏମ୍ କିୟୋସ୍କୋ କୁହାଯାଉଛି ।
ଏଥିରେ ୫୮ ପ୍ରକାରର ଉନ୍ନତ ଓ ଠିକ୍ ଭାବାରେ ଯାଞ୍ଚ କରାଯାଇ…
ସୁରକ୍ଷା ପାଇଁ ଏସ୍ଏମ୍ଏସ୍ ପଠାଇ ଏମିତି ଲକ୍ କରନ୍ତୁ ଆପଣଙ୍କର ଆଧାର ନମ୍ବର, କେହି କରି ପାରିବେନି ଏହାର ଦୂରୁପଯୋଗ
ନୂଆଦିଲ୍ଲୀ - ବେଳେ ବେଳେ ଆପଣଙ୍କ ଆଧାର କାର୍ଡରେ ଥିବା ସଂଖ୍ୟାକୁ କେହିବି ଦୁରୁପଯୋଗ କରିପାରନ୍ତି । ଏବେ ବ୍ୟାଙ୍କ ଠାରୁ ଆରମ୍ଭ କରି ଅନେକ ସରକାରୀ କାର୍ଯ୍ୟରେ ଆଧାର ନମ୍ବରକୁ ଲିଙ୍କ କରାଯାଉଛି । ଏବେ ଆଧାର ସହ ବ୍ୟାଙ୍କ ଅନ୍ୟାନ୍ୟ ବ୍ୟକ୍ତିଗତ ସୂଚନା ବି ରହୁଛି । କୌଣସି କାରଣରୁ ଡାଟା ବା…
ଆରବିଆଇ, ପିଏମ୍ସି ବ୍ୟାଙ୍କ ପରି କଟକଣା ଜାରି କଲେ ଆପଣଙ୍କ ଜମା ଟଙ୍କାର କଅଣ ହେବ ଜାଣନ୍ତୁ
ମୁମ୍ବଇ - କେତକ ଅନିୟମିତତା ଯୋଗୁଁ ପଞ୍ଜାବ ଓ ମହାରାଷ୍ଟ୍ର କୋ-ଅପରେଟିଭ୍ ବ୍ୟାଙ୍କ (ପିଏମ୍ସି) ଉପରେ କଟକଣା ଜାରି କରିଥିଲେ । ପୂର୍ବରୁ ଜଣେ ଉପଭୋକ୍ତା ଏକ ହଜାର ଟଙ୍କା ଉଠାଣ କରିବା ପାଇଁ ନିର୍ଦେଶ ଦେଇଥିବା ବେଳେ ଏବେ ଏଥିରେ କୋହଳ କରି ଜଣେ ଉପଭୋକ୍ତା ଦୈନିକ ୧୦ ହଜାର ଟଙ୍କା ଉଠାଣ କରି…
ସାମାଜିକ ଗଣମାଧ୍ୟମର ଦୁରୂପଯୋଗ ବୃଦ୍ଧି ପାଉଥିବାରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉଦ୍ବେଗ ପ୍ରକାଶ
ନୂଆଦିଲ୍ଲୀ - ସାମାଜିକ ଗଣମାଧ୍ୟମର ଦୁରୂପଯୋଗ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉଦ୍ବେଗ ପ୍ରକାଶ କରିଛନ୍ତି । ଏହା ଉପରେ ଲଗାମ ଲଗାଇବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ।
ଅଦାଲତ କହିଛନ୍ତି, ସାମାଜିକ ଗଣମାଧ୍ୟମର ଦୁରୂପଯୋଗ ଯେଭଳି ବଢିଚାଲିଛି,…
ଫୌଜଦାରୀ ମାମଲାର ତଦନ୍ତ ଚାଲିଥିବାବେଳେ ପୁଲିସ କୌଣସି ଅସ୍ଥାବର ସମ୍ପତ୍ତିକୁ ଜବତ କରିପାରିବ ନାହିଁ -ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ - ସୁପ୍ରିମକୋର୍ଟ କହିଛନ୍ତି ଏକ ଫୌଜଦାରୀ ମାମଲାର ତଦନ୍ତ ଚାଲିଥିବାବେଳେ ପୁଲିସ କୌଣସି ଅସ୍ଥାବର ସମ୍ପତ୍ତିକୁ ଜବତ କରିପାରିବ ନାହିଁ । ପ୍ରଧାନବିଚାରପତି ରଞ୍ଜନ ଗୋଗଇ, ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ଖଣ୍ଡପୀଠ ବମ୍ବେ ହାଇକୋର୍ଟଙ୍କ ରାୟକୁ କାଏମ…
ମୋଦିଙ୍କୁ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ତରଫରୁ ‘ଗ୍ଲୋବାଲ ଗୋଲକିପର’ ପୁରସ୍କାର ପ୍ରଦାନ
ନ୍ୟୁୟର୍କ- ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ତରଫରୁ ‘ଗ୍ଲୋବାଲ ଗୋଲକିପର’ ପୁରସ୍କାର ପ୍ରଦାନ କରାଯାଇଛି । ତେବେ ଯେଉଁ ଭାରତୀୟମାନେ ସ୍ୱଚ୍ଛ ଭାରତ ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି ଏବଂ ଏହାକୁ ତାଙ୍କ…
ଡ୍ରାଇଭିଂ ଲାଇସେନ୍ସ ସହ ଆଧାର କାର୍ଡର ଲିଙ୍କ ହେବ
ନୂଆଦିଲ୍ଲୀ - ଆଧାରକାର୍ଡ୍ ସହ ଡ୍ରାଇଭିଂ ଲାଇସେନ୍ସକୁ ସଂଯୁକ୍ତ କରାଯିବ ବୋଲି କେନ୍ଦ୍ର ସୂଚନା ପ୍ରଯୁକ୍ତି ଓ ଯୋଗାଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି । ଏହି ବ୍ୟବସ୍ଥା ଲାଗୁ ହେଲେ ଡ୍ରାଇଭିଂ ଲାଇସେନ୍ସର ଜାଲିଆତିକୁ ରୋକାଯାଇ ପାରିବ ବୋଲି ମନ୍ତ୍ରୀ ପ୍ରସାଦ କହିଛନ୍ତି ।
ଆଧାର…
ସରକାରୀ କର୍ମଚାରୀଙ୍କର ଅବସର ବୟସ ବଦଳାଇବା ପାଇଁ ସରକାର କରୁଛନ୍ତି ପ୍ରସ୍ତୁତି , ଏହାର ହେବ ଦୁଇଟି ମାନଦଣ୍ଡ
ସରକାରୀ କର୍ମଚାରୀଙ୍କର ଅବସର ବୟସ ବଦଳାଇବା ପାଇଁ ସରକାର କରୁଛନ୍ତି ପ୍ରସ୍ତୁତି , ଏହାର ହେବ ଦୁଇଟି ମାନଦଣ୍
ନୂଆଦିଲ୍ଲୀ .- ସରକାର ସରକାରୀ କର୍ମଚାରୀମାନଙ୍କର ଅବସର ବୟସ କମ କରିବା ପାଇଁ ଯାଉଛନ୍ତି । ଏବେ ଏହା ଏକ ପ୍ରସ୍ତାବ ରୂପେ ଅଛି । ଏହି ଲାଗୁ ହେଲେ ଅବସର ବୟସ ଦୁଇ ପ୍ରକାର ଲାଗୁ…
ଏଲ୍ଆଇସି ଆସିଷ୍ଟାଣ୍ଟ ନୋଟିଫିକେସ୍ ୨୦୧୯ , ୮ହଜାର୫୦୦ ପଦବୀ ପାଇଁ ବିଜ୍ଞପ୍ତ’
ଏଲ୍ଆଇସି ଆସିଷ୍ଟାଣ୍ଟ ନୋଟିଫିକେସ୍ ୨୦୧୯ , ୮ହଜାର୫୦୦ ପଦବୀ ପାଇଁ ବିଜ୍ଞପ୍ତି
ଏଲ୍ଆଇସି ଆସିଷ୍ଟାଣ୍ଟ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି । ଏହାର ଓ୍ୱେବସାଇଟରେ ବିଜ୍ଞପ୍ତି ବାହାରିଛି । ଅଫିସିଆଲ୍ ଓ୍ୱେବସାଇଟରେ ବିଜ୍ଞପ୍ତି ବାହାରିଛି । ମୋଟ୍୍ ୮ହଜାର ୫୦୦ ପଦବୀ ପାଇଁ…
ଖୁବ୍ ଶୀଘ୍ର ଜଗାର ଖପୁରୀ ପ୍ରତ୍ୟାରୋପଣ
କଟକ- ଖୁବ୍ ଶୀଘ୍ର ଜଗାର ଖପୁରୀ ପ୍ରତ୍ୟାରୋପଣ କରାଯିବ । କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗାକାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା କଟକ ବଡ଼ ଡାକ୍ତରଖାନାରେ ସମୀକ୍ଷା କରିଛନ୍ତି । ସେ
କହିଛନ୍ତି, ଜଗା ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ମଧ୍ୟ ମୁଣ୍ଡରେ ଖପୁରୀ ନ ଥିବାରୁ ସେ…