Browsing Category

ଦେଶ-ବିଦେଶ

କୋରିଆନ୍‌ ସିନେମାକୁ କପି କରି ରିମେକ୍‌- ରାଧେ ତିଆରି  କରିଛନ୍ତି ସଲମାନ୍‌, ପୋଷ୍ଟର ବି କପି

ମମ୍ବଇ- ସଲମନ ଖାନ୍‌ଙ୍କ ପରବର୍ତ୍ତୀ ସିନେମା ରାଧେ କୋରିଆନ୍‌ ସିନେମା ଆଉଟ୍‌ ଲର ରିମେକ୍‌ ବୋଲି କୁହାଯାଉଛି । ଏପରିକି ଏହି ସିନେମାର ପୋଷ୍ଟରକୁ ମଧ୍ୟ କପିକରାଯାଇଥିବା ଅଭିଯୋଗ ହୋଇଛି । ସିନେମା ନିର୍ଦେଶକ କେଆର୍‌କେ ମଧ୍ୟ ଟ୍ୱିଟ କରି ଏହି କଥା କହିଛନ୍ତି । ସେ ଏହାର ପୋଷ୍ଟରକୁ ସେୟାର କରି…

ଆଇପିଏଲ୍‌ର ଅଫିସିଆଲ ପାର୍ଟନର୍‌ ଭାବେ ଅପ୍‌ଷ୍ଟକ୍ସ ର ଯୋଗଦାନ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଓ ଦ୍ରୁତ ଅଭିବୃଦ୍ଧିଶୀଳ ଡିଜିଟାଲ୍‌ ବ୍ରୋକରେଜ୍‌ ସଂସ୍ଥା ଅପ୍‌ଷ୍ଟକ୍ସ ଆଇପିଏଲ୍‌ର ଅଫିସିଆଲ୍‌ ପାର୍ଟନର୍‌ ଭାବେ ଯୋଗ ଦେଇଥିବା ବିଷୟରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ପରିଚାଳନା ପରିଷଦ (ଆଇପିଏଲ୍‌ ଜିସି) ପକ୍ଷରୁ ଘୋଷଣା କରାଯାଇଛି । ଚଳିତ ବର୍ଷ…

ଆଇଆଇଏଫ୍‌ଏଲ୍‌ ଫାଇନାନ୍ସର ଏନ୍‌ସିଡି ଇସ୍ୟୁ ବାର୍ଷିକ ୧୦.୦୩ଧ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି

ଭୁୁବନେଶ୍ୱର: ଭାରତର ସର୍ବବୃହତ୍‌ ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା ଆଇଆଇଏଫ୍‌ଏଲ୍‌ ଫାଇନାନ୍ସ ପକ୍ଷରୁ ୨୦୨୧ ମାର୍ଚ ୩ରେ ବଣ୍ଡ୍‌କୁ ଜାରି କରାଯିବ । ଏହି ବଣ୍ଡ୍‌ ୧୦.୦୩ଧ ପର୍ଯ୍ୟନ୍ତ ୟିଲ୍‌ଡ ପ୍ରଦାନ କରିବ ଏବଂ ଉଚ୍ଚ ମାନର ସୁରକ୍ଷା ଏହାକୁ ବର୍ତମାନ ସ୍ଥିତିରେ ଅନ୍ୟତମ ଶ୍ରେଷ୍ଠ ଡେବ୍‌ଟ…

ଇଣ୍ଡିଆ ଟୟ ଫେୟାର-୨୦୨୧କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‍ଘାଟନ କରିଛନ୍ତି

ଦେଶରେ ପ୍ରଥମ ଥର ଲାଗି ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ଆରମ୍ଭ ହୋଇଥିବା ଇଣ୍ଡିଆ ଟୟ ଫେୟାର-୨୦୨୧କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‍ଘାଟନ କରିଛନ୍ତି । ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଭର୍ଚୁଆଲ୍‍ ମାଧ୍ୟମରେ ଅନୁଷ୍ଠିତ ହେଉଥିବା ଏହି ଟୟ ଫେୟାର୍‍ରେ ଦେଶର ବିଭିନ୍ନ ରାଜ୍ୟର ଏକାଧିକ…

ମେଡ୍‌ ଇନ୍‌ ଇଣ୍ଡିଆ କଣ୍ଢେଇ ମେଳା

ମୋଡ୍‌ ଇନ୍‌ ଇଣ୍ଡିଆ କଣ୍ଢେଇ ମେଳା ପ୍ରଥମ ଭାରତୀୟ ଖେଳନା ମେଳା ବା ଇଣ୍ଡିଆ ଟଏ ଫେୟାର - ୨୦୨୧ ଆସନ୍ତା ଶନିବାରଠାରୁ ମାର୍ଚ୍ଚ ଦୁଇ ତାରିଖ ପର୍ଯ୍ୟନ୍ତ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେବ । ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଜରିଆରେ ଦେଶର ନିର୍ମାଣ କ୍ଷେତ୍ରର ପରିସରକୁ ବୃଦ୍ଧି…

ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମା ବିବାଦକୁ ନେଇ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ପଶ୍ଚିମ ମିଦନାପୁର ଜିଲ୍ଲା ପ୍ରଶାସନ ମଧ୍ୟରେ…

ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମା ବିବାଦକୁ ନେଇ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ପଶ୍ଚିମ ମିଦନାପୁର ଜିଲ୍ଲା ପ୍ରଶାସନ ମଧ୍ୟରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସୀମା ସମସ୍ୟା ସମାଧାନ ପାଇଁ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା  ହୋଇଥିଲା । ଏହି  ବୈଠକରେ ବାଲେଶ୍ୱର…

ଆସନ୍ତା ୩ ମାସ ମଧ୍ୟରେ ନୂତନ ମାର୍ଗଦର୍ଶିକା ଜାରି – ସାମାଜିକ ଗଣମାଧ୍ୟମର ଅପବ୍ୟବହାରକୁ ବରଦାସ୍ତ କରାଯିବ…

କେନ୍ଦ୍ର ସରକାର ଓ.ଟି.ଟି. - ଓଭର ଦି ଟପ୍‍ ପ୍ଲାଟ୍‍ଫର୍ମ ଓ ସାମାଜିକ ଗଣମାଧ୍ୟମ ପାଇଁ ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଆସନ୍ତା ୩ ମାସ ମଧ୍ୟରେ ନୂତନ ମାର୍ଗଦର୍ଶିକା ଜାରି କରାଯିବ । ସାମାଜିକ ଗଣମାଧ୍ୟମର…

ରାଜ୍ୟ କ୍ୟାବିନେଟ୍‍ ବୈଠକ-ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲାଗି…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗତକାଲି ରାଜ୍ୟ କ୍ୟାବିନେଟ୍‍ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ବିଭାଗ ସମ୍ପର୍କୀତ ୨୭ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍‍ ପରିମାଣ…

ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର

ପୁରୀ - ବିଭିନ୍ନ ବର୍ଗରୁ ବିରୋଧ ପରେ ଶେଷରେ ଗତକାଲି ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର କରାଯାଇଛି । ଏ ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ଟ୍ୱିଟ୍‍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଜାତୀୟ ସ୍ମାରକ ପ୍ରାଧିକରଣ ଅଧ୍ୟକ୍ଷଙ୍କ ଅଜାଣତରେ ନୋଟିସ୍‍…

ଉତ୍ତରାଖଣ୍ଡର ଦେବ ଭୂମିରେ ପ୍ରଳୟ – ଭାସିଗଲା ପୋଲ, ବିରାଟ ନଦୀ ବନ୍ଧ

ଉତ୍ତରାଖଣ୍ଡରେ ଗତକାଲି ହିମସ୍ଖଳନ ଯୋଗୁଁ ଅଚାନକ ବନ୍ୟା ଆସି ବହୁ ଧନଜୀବନ ପ୍ରଭାବିତ ହୋଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରି ପ୍ରଭାବିତ ହୋଇଥିବା ପ୍ରତିଟି ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏଭଳି ଦୁଃଖଦ ସମୟରେ…