Browsing Category

ଦେଶ-ବିଦେଶ

ଅମ୍ଳଜାନ ପଠାଇବାରେ ସବୁଠାରୁ ଆଗ ରାଜ୍ୟ ମାନଙ୍କ ମଧ୍ୟରେ ଓଡିଶା

ଝାଡଖଣ୍ଡରୁ ଅମ୍ଳଜାନ ଏକ୍ସପ୍ରେସ ରେ ୮୦୨୫ ମେଟ୍ରିକ ଟନ୍ ତରଳ ମେଡିକାଲ ଅମ୍ଳଜାନ (ଏଲଏମଓ), ଓଡିଶାରୁ ୭୧୦୨ ମେଟ୍ରିକ ଟନ୍‌(ଏଲଏମଓ), ଗୁଜରାଟରୁ ୬୩୮୪ ମେଟ୍ରିକ ଟନ୍‌, ପଶ୍ଚିମବଙ୍ଗରୁ ୧୩୬୦, ମହାରାଷ୍ଟ୍ରରୁ ୪୮୮ଟନ୍‌, ଛତିଶଗଡରୁ ୧୬୪ଟନ ଓ ଆନ୍ଧ୍ରପ୍ରଦେଶରୁ ୧୬୪…

ଇପିଏଫଓ ସଦସ୍ୟମାନଙ୍କୁ ଦ୍ୱିତୀୟ କୋଭିଡ-୧୯ ଅଗ୍ରୀମ ଉଠାଣ ପାଇଁ ଅନୁମତି – କୋଭିଡ-୧୯ ମହାମାରୀର ଦ୍ୱିତୀୟ…

କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହରୀ ସମୟରେ ନିଜର ଉପଭୋକ୍ତାମାନଙ୍କୁ ସହାୟତା କରିବା ଲାଗି କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ଆଗେଇ ଆସିଛି। ଇପିଏଫଓ ସଦସ୍ୟମାନଙ୍କୁ ଦ୍ୱିତୀୟ ନନ-ରିଫଣ୍ଡେବଲ (ଅଣଫେରସ୍ତଯୋଗ୍ୟ) କୋଭିଡ-୧୯ ଅଗ୍ରିମର ଲାଭ ନେବା ନିମନ୍ତେ ଅନୁମତି ଦିଆଯାଇଛି। ପୂର୍ବରୁ…

କୋଭିଡ଼ ୧୯ରେ ଆକ୍ରାନ୍ତ ହେଉଥିବା ଶିଶୁମାନଙ୍କ ପାଇଁ ଆବଶ୍ୟକ ଚିକିତ୍ସା ଓ ସଂସାଧନର କୌଣସି ଅଭାବ ରହିବନାହିଁ: ସଦସ୍ୟ,…

ନୂଆଦିଲ୍ଲୀ -ଦେଶରେ ଶିଶୁମାନେ କୋଭିଡ଼ ୧୯ ମହାମାରୀରେ ସଂକ୍ରମିତ ହେବା ଏବଂ ନୂତନ ଭାବେ ଏହି ମହାମାରୀ ଯେଉଁଭଳି ସଂକ୍ରମିତ ହେଉଛି ସେଭଳି ସମସ୍ୟାର ସମାଧାନ ନିମନ୍ତେ ଏକ ରାଷ୍ଟ୍ରୀୟ ବିଶେଷଜ୍ଞ ଗୋଷ୍ଠୀ ଗଠନ କରାଯାଇଛି । ଏହି ବିଶେଷଜ୍ଞ ଗୋଷ୍ଠୀ କୋଭିଡ଼ ମହାମାରୀର ମୁକାବିଲା ସକାଶେ ରାଷ୍ଟ୍ରକୁ…

କୋଭିଡ-୧୯ ବିରୋଧରେ ଲଢ଼ୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ବୀମା ଯୋଜନା’- ୪୮ ଘଣ୍ଟା ମଧ୍ୟରେ ମଞ୍ଜୁରି ଦେବା ସହ ବୀମା…

ଭାରତ ସରକାର କୋଭିଡ-୧୯ ମୁକାବିଲାରେ ସବୁଠୁ ଆଗରେ ରହିଛନ୍ତି ଏବଂ ‘ସମ୍ପୂର୍ଣ୍ଣ ସରକାର’ ଦୃଷ୍ଟିକୋଣ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ପ୍ରୟାସରେ ସହାୟତା କରି ଆସୁଛନ୍ତି। ଏହି ପ୍ରୟାସରେ କେନ୍ଦ୍ର ସରକାର ଆଗୁଆ ଏକ ଜରୁରି ପଦକ୍ଷେପ ଗ୍ରହଣ କରି, ୨୪.୦୪.୨୦୨୧ ଠାରୁ…

ବ୍ୟାଟେରୀ ଚାଳିତ ଯାନର ପଞ୍ଜୀକରଣ ପ୍ରମାଣପତ୍ର(ଆରସି) ନବୀକରଣ ସମୟରେ ଫି ଛାଡ କରିବା ପାଇଁ ପରିବହନ ଓ ରାଜମାର୍ଗ…

ପୋଷ୍ଟ କରାଯିବା ଦିନାଙ୍କ: ୦୧ ଔଟଘ ୨୦୨୧ ୧୦:୪୫ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ୨୦୨୧ ମେ’ ମାସ ୨୭ତାରିଖରେ ଏକ ଚିଠା ବିଜ୍ଞପ୍ତି ଜାରି କରାଯାଇଛି । ଏଥିରେ କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ରେ କେତେକ ସଂଶୋଧନ କରାଯାଇ ବ୍ୟାଟେରୀ ଚାଳିତ ଯାନର ପଞ୍ଜୀକରଣ ପ୍ରମାଣପତ୍ର…

କୋଭିଡରେ ମାତାପିତାଙ୍କୁ ହରାଇଥିବା ପିଲାଙ୍କୁ ମିଳିବ ସୁନିଶ୍ଚିତ ମାଗଣା ଶିକ୍ଷା,କୋଭିଡ ପ୍ରଭାବିତ ଶିଶୁଙ୍କୁ ସହାୟତା ଓ…

ନୂଆଦିଲ୍ଲୀ - କୋଭିଡ-୧୯ କାରଣରୁ ନିଜର ମାତାପିତାଙ୍କୁ ହରାଇ ଅନାଥ ହୋଇଥିବା ଶିଶୁଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ କିଭଳି ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ଆଲୋଚନା ଓ ବିଚାରବିମର୍ଶ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି…

କୋଭିଡ୍ କାରଣରୁ ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇଥିବା ପରିବାରଙ୍କ ସହାୟତା ଲାଗି ଆହୁରି ଅଧିକ ପଦକ୍ଷେପ ଘୋଷଣା କଲେ…

ନୂଆଦିଲ୍ଲୀ - “ପିଲାଙ୍କ ପାଇଁ ପିଏମ କେୟାର୍ସ-କୋଭିଡ ପ୍ରଭାବିତ ପିଲାମାନଙ୍କର ସଶକ୍ତିକରଣ” ଯୋଜନା ଅନ୍ତର୍ଗତ ଭାରତ ସରକାର ଅନେକଗୁଡ଼ିଏ ସହାୟତା ପଦକ୍ଷେପ ଘୋଷଣା କରିଛନ୍ତି। ଏହା ବ୍ୟତୀତ କୋଭିଡ କାରଣରୁ ରୋଜଗାରକ୍ଷମ ସଦସ୍ୟଙ୍କୁ ହରାଇଥିବା ପରିବାରର ସହାୟତା ପାଇଁ…

ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ -ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସଠିକ ନିୟମ ଅନୁଯାୟୀ ଫଳ ପ୍ରକାଶ ପାଇବ,…

ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆୟୋଜନ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବରିଷ୍ଠ ଅଧିକାରୀମାନେ ବର୍ତ୍ତମାନ ସୁଦ୍ଧା ଏ ବିଷୟରେ ହୋଇଥିବା ବ୍ୟାପକ ବିଚାରବିମର୍ଶ ସଂକ୍ରାନ୍ତରେ ଏକ ବିସ୍ତୃତ…

କୋଭିଡ୍‍ ନାଇଣ୍ଟିନ୍‍ ମହାମାରୀ ସମୟରେ ଜନସାଧାରଣଙ୍କୁ ହେଲ୍‍ପ୍‍ ଲାଇନ୍‍ ନମ୍ବର

ହେଲ୍‍ପ୍‍ ଲାଇନ୍‍ ନମ୍ବର କୋଭିଡ୍‍ ନାଇଣ୍ଟିନ୍‍ ମହାମାରୀ ସମୟରେ ଜନସାଧାରଣଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଛି । ଏହି ସମୟରେ ଆବଶ୍ୟକ ସୂଚନା ଏବଂ ମାର୍ଗଦର୍ଶନ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ…

ଭାରତକୁ ସାଉଦି ଆରବରୁ ୬୦ ଟନ୍‌ ତରଳ ମେଡ଼ିକାଲ ଅକ୍ସିଜେନ ସହ ୩ଟି ଆଇ.ଏସ୍‍.ଓ. କଣ୍ଟେନର ପଠାଇଛି

ଭାରତକୁ ସାଉଦି ଆରବରୁ ୬୦ ଟନ୍‌ ତରଳ ମେଡ଼ିକାଲ ଅକ୍ସିଜେନ ସହ ୩ଟି ଆଇ.ଏସ୍‍.ଓ. କଣ୍ଟେନର ପଠାଇଥିବା ବେଳେ ଆଗାମୀ ଦିନରେ ଅଧିକ ୧୦୦ଟି ଆଇ.ଏସ୍‍.ଓ. କଣ୍ଟେନର ପଠାଇବାର ବ୍ୟବସ୍ଥା କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦି ଆରବର ଉର୍ଜା ମନ୍ତ୍ରୀ ପ୍ରିନ୍ସ ଅବ୍‍ଦୁଲାଜିଜଙ୍କୁ…