Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ସରକାର କରୋନା କ୍ଷତିଗ୍ରସ୍ତଙ୍କ ପାଇଁ ଆର୍ଥିକ ପ୍ୟାକେଜ୍ ଘୋଷଣା
ସରକାର କରୋନା କ୍ଷତିଗ୍ରସ୍ତଙ୍କ ପାଇଁ ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ୫୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଥିବାବେଳେ ୧୦ ହଜାର ୭୦୦ ପଞ୍ଜିକୃତ ଟୁରିଷ୍ଟ ଗାଇଡ୍ଙ୍କ ପାଇଁ ମଧ୍ୟ ସହାୟତା ଘୋଷଣା!-->…
କୋଭିଡ୍ ସଂକ୍ରମଣ ରୋକିବା ଲାଗି ପୂର୍ବତଟ ରେଳବାଇ ପକ୍ଷରୁ କେତେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଉପରେ କଟକଣା ଲାଗୁ
କୋଭିଡ୍ ସଂକ୍ରମଣ ରୋକିବା ଲାଗି ପୂର୍ବତଟ ରେଳବାଇ ପକ୍ଷରୁ କେତେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । ଜୁଲାଇ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ କେତେକ ଟ୍ରେନ୍କୁ ସମ୍ପୂର୍ଣ୍ଣ ବାତିଲ ତଥା ଆଂଶିକ ବାତିଲ କରାଯାଇଥିବା ବେଳେ ଅନ୍ୟ କେତେକ ଟ୍ରେନ୍କୁ ଜୁଲାଇ ତୃତୀୟ!-->!-->!-->…
ଦେଶରେ କମିଲା ଅମ୍ଳଜାନ ଦର
ନୂଆଦିଲ୍ଲୀ - ଜାତୀୟ ଫର୍ମାସ୍ୟୁଟିକାଲ ପ୍ରାଇସିଂ କର୍ତ୍ତୃପକ୍ଷ (ଏନପିପିଏ) ଏହାର ଜୁନ ୩ତାରିଖ ବିଜ୍ଞପ୍ତି ଅନୁସାରେ ଅମ୍ଳଜାନ ସାନ୍ଦ୍ରକର ଟ୍ରେଡ ମାର୍ଜିନ ଆବଣ୍ଟନ ସ୍ତରରେ ଶତକଡା ୭୦ଭାଗ ହ୍ରାସ କରିଛନ୍ତି । ତଦନୁସାରେ ୧୦୪ଜଣ ଅମ୍ଳଜାନ ସାନ୍ଦ୍ରକ ପ୍ରସ୍ତୁତକାରୀ/ ଆମଦାନୀକାରୀ ୨୫୨ଟି…
ଏହା ଦ୍ୱାରା ଟ୍ରେନ୍ ଚଳାଚଳ ଅଧିକ ନିରାପଦ ଓ ସୁରକ୍ଷିତ ହୋଇପାରିବ -ଭାରତୀୟ ରେଳବାଇକୁ ୭୦୦ ମେଗାହର୍ଜ ବ୍ୟାଣ୍ଡର ୫…
ରେଳବାଇ କାର୍ୟ୍ୟ ଏବଂ ନିରାପତ୍ତାରେ ରଣନୀତିକ ପରିବର୍ତ୍ତନ ଘଟାଇବ
ଲୋକୋ ପାଇଲଟ ଏବଂ ଗାର୍ଡ଼ମାନଙ୍କ ସହିତ ନିରବଚ୍ଛିନ୍ନ ଯୋଗାଯୋଗ ସୁନିଶ୍ଚିତ ହୋଇପାରିବ, ଏହାଦ୍ୱାରା ନିରାପତ୍ତା ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ ।
ନିରାପଦ ସ୍ୱର, ଭିଡ଼ିଓ ଏବଂ ତଥ୍ୟ ଯୋଗାଯୋଗ ସେବା…
୨୫ କୋଟି ଡୋଜ୍ କୋଭିଶିଲ୍ଡ ଓ ୧୯ କୋଟି ଡୋଜ୍ କୋଭାକ୍ସିନ୍ କିଣାଯିବ -ସାର୍ବଜନୀନ ଟିକାକରଣ ଲକ୍ଷ୍ୟ ହାସଲ ନିମନ୍ତେ ଟିକା…
ଭାରତ ସରକାର ପ୍ରଭାବୀ ଟିକାକରଣ ଅଭିଯାନ ନିମନ୍ତେ ‘ସମ୍ପୂର୍ଣ୍ଣ ସରକାର’ ଦୃଷ୍ଟିକୋଣ ସହିତ ଚଳିତ ବର୍ଷ ଜାନୁଆରୀ ୧୬ ତାରିଖ ଠାରୁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ପ୍ରୟାସରେ ସହାୟତା କରି ଆସୁଛନ୍ତି। କେନ୍ଦ୍ର ସରକାରଙ୍କୁ ମିଳିଥିବା ବିଭିନ୍ନ ପ୍ରସ୍ତାବଗୁଡ଼ିକର ଆଧାରରେ…
ପରବର୍ତ୍ତୀ ପର୍ଯ୍ୟାୟ କୋଭିଡ-୧୯ ସଂକ୍ରମଣରେ ପିଲାମାନେ ଗୁରୁତର ଭାବରେ ସଂକ୍ରମିତ ହେବାନେଇ କୌଣସି ତଥ୍ୟ ନାହିଁ
ଭବିଷ୍ୟତର ସଂକ୍ରମଣକୁ ଏଡାଇବା ପାଇଁ, ଆକ୍ରମଣାତ୍ମକ ଭାବରେ କୋଭିଡ ଉପଯୁକ୍ତ ଆଚରଣ ଅନୁସରଣ କରନ୍ତୁ : ଡକ୍ଟର ଗୁଲେରିଆ
“ଏହା ଏକ ଭୁଲ ତଥ୍ୟ ଯେ କୋଭିଡ-୧୯ ମହାମାରୀର ପରବର୍ତ୍ତୀ ପର୍ଯ୍ୟାୟ ପିଲାମାନଙ୍କଠାରେ ଗୁରୁତର ସଂକ୍ରମଣ ସୃଷ୍ଟି କରିବାକୁ ଯାଉଛି । ପରବର୍ତ୍ତୀ…
୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ଭାରତୀୟ ନାଗରିକମାନଙ୍କୁ ମାଗଣାରେ ଟିକା ଯୋଗାଇ ଦେବେ ଭାରତ ସରକାର
ମହାମାରୀରେ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଗଭୀର ଶୋକ ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ଏହି ମହାମାରୀକୁ ବିଗତ ଶହେ ବର୍ଷର ସବୁଠୁ ମାରାତ୍ମକ ବିପର୍ୟ୍ୟୟ ଭାବେ ଅଭିହିତ କରିବା ସହିତ ଆଧୁନିକ ବିଶ୍ବ ଏପରି ମହାମାରୀକୁ କେବେ ଦେଖିନଥିଲା କିମ୍ବା ଅନୁଭବ କରିନଥିଲା…
ଡିବିଟି-ଆଇଏଲ୍ଏସ୍ ପକ୍ଷରୁ ‘ଆନିମାଲ ଚାଲେଞ୍ଜ’ ଷ୍ଟଡି ଷ୍ଟାର୍ଟଫର୍ମ ପ୍ରତିଷ୍ଠା
କୋଭିଡ-୧୯ ଦ୍ୱାରା ସୃଷ୍ଟି ହୋଇଥିବା ବୈଶ୍ୱିକ ମହାମାରୀର ସଫଳ ଚିକିତ୍ସା ଓ ନିରାକରଣ ପାଇଁ ବୈଜ୍ଞାନିକ ଓ ଚିକିତ୍ସାବିଜ୍ଞାନୀ ସମୁଦାୟ ସକ୍ରିୟତାର ସହିତ କାର୍ୟ୍ୟ କରୁଛନ୍ତି । ମଣିଷଙ୍କୁ ଏହି କରୋନା ଭୂତାଣୁରୁ ସୁରକ୍ଷିତ କରିବାର ବଡ ରଣନୀତି ହେଲା ସଫଳ ଟିକା ଓ ଚିକିତ୍ସା ବ୍ୟବସ୍ଥାର…
କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ମଞ୍ଜୁରି କ୍ରମେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଲାଗି ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ…
ଓଡ଼ିଶାର ପ୍ରଦର୍ଶନ ଭିତ୍ତିଭୂମି ଓ ସୁବିଧା କ୍ଷେତ୍ରରେ ୨୦ ପ୍ରତିଶତ ଓ ଇକ୍ୟୁଟି କ୍ଷେତ୍ରରେ ୧୦ ପ୍ରତିଶତ ସୁଧାର
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ଙ୍କ ମଞ୍ଜୁରିକ୍ରମେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଲାଗି ଫରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ…
କୋଭିଡ ଯୋଗୁଁ ଭାରତରେ ଅଟକି ରହିଥିବା ଭାରତୀୟ ଭିସାଧାରୀ ବିଦେଶୀ ନାଗରିକ ଚଳିତବର୍ଷ ଅଗଷ୍ଟ ୩୧ତାରିଖ ଯାଏଁ ରହିପାରିବେ
କରୋନା ମହାମାରୀ ଯୋଗୁଁ ବ୍ୟାବସାୟିକ ବିମାନ ଚଳାଚଳ ୨୦୨୦ ମାର୍ଚ୍ଚରୁ ବନ୍ଦ ରହିଥିବାରୁ ବୈଧ ଭାରତୀୟ ଭିସାରେ ଭାରତକୁ ଏହି ତାରିଖ ପୂର୍ବରୁ ଆସିଥିବା ଅନେକ ବିଦେଶୀ ନାଗରିକ ଅଟକି ରହିବାକୁ ବାଧ୍ୟ ହୋଇଛନ୍ତି । ୨୦୨୦ ମାର୍ଚ୍ଚ ପୂର୍ବରୁ ଯେଉଁ ବିଦେଶୀମାନେ ଭାରତ ଆସିଥିଲେ ସେମାନେ ଲକ୍ଡାଉନ…