Browsing Category

ଦେଶ-ବିଦେଶ

ବିବାଦ ପ୍ରସଙ୍ଗକୁ ଦୂର କରିବା ଲାଗି ରାଜ୍ୟ ସରକାର ଏକ ୮ଜଣିଆ କମିଟି ଗଠନ କରିଛନ୍ତି

ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ରହିଥିବା ସୀମା ବିବାଦ ପ୍ରସଙ୍ଗକୁ ଦୂର କରିବା ଲାଗି ରାଜ୍ୟ ସରକାର ଏକ ୮ଜଣିଆ କମିଟି ଗଠନ କରିଛନ୍ତି । ଏହି କମିଟିରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ଥିବାବେଳେ ଉନ୍ନୟନ କମିସନର, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ

ପୂର୍ବତଟ୍ଟ ରେଳପଥ ପରିସୀମା ମଧ୍ୟରେ ପୁଣି ସିଜିନ୍‍ ଟିକେଟ ସୁବିଧା ପ୍ରଚଳନ

ପୂର୍ବତଟ୍ଟ ରେଳପଥ ପରିସୀମା ମଧ୍ୟରେ ପୁଣି ସିଜିନ୍‍ ଟିକେଟ ସୁବିଧା ପ୍ରଚଳନ କରାଯାଇଛି । ଏଥିରେ ୧୧ ଯୋଡା ଆନ୍ତଃଜୋନ୍‍ ଏକ୍ସପ୍ରେସ୍‍, ୮ ଯୋଡ଼ା ଲୋକାଲ ସ୍ୱତନ୍ତ୍ର ଟ୍ରେନ୍‍ ଏବଂ ୫ ଯୋଡା ଅନ୍ତଃଜୋନ୍‍ ସ୍ୱତନ୍ତ୍ର ଟ୍ରେନ୍‍ ସହିତ ମୋଟ ୨୪ ଯୋଡା ଟ୍ରେନ୍‍ରେ ଏହି ସିଜିନ୍‍ ଟିକେଟ୍‍ ବ୍ୟବସ୍ଥା

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସଂରକ୍ଷଣକୁ ଚାଲେଞ୍ଜ୍‍ କରି ହୋଇଥିବା ମାମଲାରେ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟଙ୍କ…

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସଂରକ୍ଷଣକୁ ଚାଲେଞ୍ଜ୍‍ କରି ଦାଖଲ ହୋଇଥିବା ମାମଲାରେ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂକ୍ରାନ୍ତ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୦

ଓଡ଼ିଶା ସମେତ ୫ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାରଖଣ୍ଡ ଓ ମହାରାଷ୍ଟ୍ରର ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ 4G ମୋବାଇଲ୍‍…

ଓଡ଼ିଶା ସମେତ ୫ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାରଖଣ୍ଡ ଓ ମହାରାଷ୍ଟ୍ରର ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ୪ଏ ମୋବାଇଲ୍‍ ସେବା ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ହଜାର ୪୬୬ କୋଟି ଟଙ୍କା ମଞ୍ଜୁର କରିଥିବାରୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ

ମହିଳା ହକି ଜୁନିୟର୍‍ ବିଶ୍ୱକପ୍‍ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଜୁନିୟର୍‍ ମହିଳା ଟିମ୍‍ ଘୋଷଣା- ଦୁଇ ଓଡ଼ିଆ ଖେଳାଳି…

ମହିଳା ହକି ଜୁନିୟର୍‍ ବିଶ୍ୱକପ୍‍ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଜୁନିୟର୍‍ ମହିଳା ଟିମ୍‍ ଘୋଷଣା ଆସନ୍ତା ଡିସେମ୍ବର ୫ ତାରିଖରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଥିବା ଏଫ୍‍.ଆଇ.ଏଚ୍‍. ମହିଳା ହକି ଜୁନିୟର୍‍ ବିଶ୍ୱକପ୍‍ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଜୁନିୟର୍‍ ମହିଳା

ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସକାଶେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନୀ…

ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ୬ ହଜାର ୭୯୪ ପଞ୍ଚାୟତରେ ନିର୍ବାଚନ ହେବ । ୭ଟି ପଞ୍ଚାୟତ ବିଭିନ୍ନ ବିଜ୍ଞପିତ ଅଞ୍ଚଳ ପରିଷଦରେ ବିଲୀନ ହୋଇଥିବାରୁ ସେଠାରେ ନିର୍ବାଚନ

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ତେବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର

ଓଡ଼ିଶା ବିଧାନସଭା ଦେଶର ପ୍ରଥମ ଜାତୀୟ ଇ-ବିଧାନସଭା ହେବାର ଗୌରବ ହାସଲ କରିଛି

ଓଡ଼ିଶା ବିଧାନସଭା ଦେଶର ପ୍ରଥମ ଜାତୀୟ ଇ-ବିଧାନସଭା ହେବାର ଗୌରବ ହାସଲ କରିଛି । ରାଜ୍ୟ ସରକାରଙ୍କ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ, ଜାତୀୟ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ଓଡ଼ିଶା ଶାଖା ଏବଂ ଓକାକ୍‍ ର ବୈଷୟିକ ସହାୟତା କ୍ରମେ ଏହା କାର୍ଯ୍ୟକାରୀ ହେଉଛି । ଜାତୀୟ ଇବିଧାନ ଆପ୍‍

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍‍. ଜଗନ୍‍ମୋହନ ରେଡ୍ଡୀଙ୍କ ମଧ୍ୟରେ ଏକ…

Cialis en ligne belgique Un AVC peut survenir n'importe où dans le cerveau, le belgique fréquence des prélèvements sanguins. L'évaluation en kamagra blue www.viagrasansordonnancefr.com sildenafil citrate femme indian brands laboratoire peut…

ପୋଷାକ ଅନୁଯାୟୀ ପିନ୍ଧନ୍ତୁ ଅଳଙ୍କାର

ଅଳଙ୍କାର ପ୍ରତ୍ୟେକ ମହିଳାଙ୍କୁ ପ୍ରିୟ ଅଟେ । ଅଳଙ୍କାରକୁ ନେଇ ସଭିଁଙ୍କ ରୁଚି ଭିନ୍ନ । ନିଜକୁ ସୁନ୍ଦର ଓ ଆକର୍ଷିତ କରିବା ପାଇଁ ବିଭିନ୍ନ ରକମର ଅଳଙ୍କାରକୁ ବ୍ୟବହାର କରିଥାଆନ୍ତି । ଅଳଙ୍କାର ମଧ୍ୟରେ କେବଳ ସୁନା, ରୂପା, ଖାଲି ନୁହେଁ, ଏବେ ବଜାରରେ ଭିନ୍ନ ଭିନ୍ନ ପ୍ରକାର ଅଳଙ୍କାର