Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ଭୋଟର ପରିଚୟପତ୍ର ସହିତ ଆଧାର ନମ୍ବର ସଂଯୋଗ
ଭୋଟର ପରିଚୟପତ୍ର ସହିତ ଆଧାର ନମ୍ବର ସଂଯୋଗ ସଂପର୍କିତ ବିଧେୟକ ଲୋକସଭାରେ ଗୃହୀତ ହୋଇଛି । ନିର୍ବାଚନ ଆଇନ ସଂଶୋଧନ ବିଧେୟକ ୨୦୨୧କୁ ଆଇନମନ୍ତ୍ରୀ କିରେନ୍ ରିଜିଜୁ ଗୃହରେ ଆଗତ କରିଥିବା ବେଳେ ଏହା ବାଚନିକ ଭୋଟରେ ଗୃହୀତ ହୋଇଥିଲା ।
ବିଧେୟକ ବ୍ୟବସ୍ଥା ଅନୁଯାୟୀ ପ୍ରତ୍ୟେକ ମତଦାତାଙ୍କ!-->!-->!-->…
ରାଜ୍ୟରେ ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଶୀତ ଲହରୀ
ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଫୁଲବାଣୀ ଜିଲ୍ଲାର ଦାରିଙ୍ଗିବାଡ଼ିରେ ପ୍ରବଳ ଶୀତ ଅନୁଭୂତ ହେଉଛି । ସେଠାରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ଼ କରାଯାଇଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ!-->…
ରାଜ୍ୟର ଦୀର୍ଘତମ ସେତୁର ଉଦ୍ଘାଟନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଜିଲ୍ଳାର ବଡ଼ମ୍ବାଗୋପୀନାଥପୁରଠାରେ ମହାନଦୀ ଉପରେ ରାଜ୍ୟର ଦୀର୍ଘତମ ସେତୁର ଉଦ୍ଘାଟନ କରିଛନ୍ତି । ୩ କିଲୋମିଟର ୪୦୦ ମିଟର ଦୀର୍ଘ ଏହି ସେତୁର ଆକାର ଇଂରାଜୀ ଅକ୍ଷର ‘ଟି’ ଭଳି । ଏଥିପାଇଁ ୧୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୦୧୪ ମସିହାରେ ଏହାର!-->…
ରାଜ୍ୟ ବିଧାନସଭାର ଚଳିତ ଶୀତ ଅଧିବେଶନ ୨୦ ଦିନ ପୂର୍ବରୁ ଶେଷ
ରାଜ୍ୟ ବିଧାନସଭାର ଚଳିତ ଶୀତକାଳୀନ ଅଧିବେଶନକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି । ଫଳରେ ଚଳିତ ଶୀତ ଅଧିବେଶନ ୨୦ ଦିନ ପୂର୍ବରୁ ଶେଷ ହୋଇଛି । ଆସନ୍ତା ୩୧ ତାରିଖରେ ବିଧାନସଭା ଅଧିବେଶନ ଶେଷ ହେବାପାଇଁ ଧାର୍ଯ୍ୟ ହୋଇଥିଲା ।
ସୂଚନା!-->!-->!-->…
ଓଡ଼ିଶାରେ ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୪ ଜଣ କରୋନା ପଜିଟିଭ୍, ଏବେ ନାହିଁ ଓମ୍ରିକନ୍ ଭୟ-ଜୀବ ବିଜ୍ଞାନ ସଂସ୍ଥା…
କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ଚିହ୍ନଟ ପାଇଁ ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ସଂସ୍ଥା - ଆଇ.ଏଲ୍.ଏସ୍. ଯାଇଥିବା ୨୪୬ଟି ନମୁନା ନେଗେଟିଭ୍ ଆସିଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଫଳରେ ଓମିକ୍ରନ୍ ସଂକ୍ରମଣକୁ ନେଇ କୌଣସି ଭୟ କରିବାର ନାହିଁ ବୋଲି ଜନସ୍ୱାସ୍ଥ୍ୟ!-->!-->!-->…
ଓମିକ୍ରନ୍କୁ ନେଇ ଭୟ କରିବାର କୌଣସି କାରଣ ନାହିଁ -ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ ଓମିକ୍ରନ୍କୁ ନେଇ ଭୟ କରିବାର କୌଣସି କାରଣ ନାହିଁ ଏବଂ ଟୀକା ଉପରେ ଏହା କେତେ ପ୍ରଭାବୀ ରହିବ, ସେ ବିଷୟରେ ଗବେଷଣା ଚାଲିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ କହିଛନ୍ତି ।
ବିଦେଶ ଫେରନ୍ତାଙ୍କ ପୋର୍ଟାଲ କରିବା ପାଇଁ କେନ୍ଦ୍ର!-->!-->!-->…
୨୦୨୧-୨୨ ଆର୍ଥିକ ବର୍ଷ ଲାଗି୧୯ ହଜାର ୮୩୩ କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ୍ ଗୃହରେ ଉପସ୍ଥାପନ
ଅତିରିକ୍ତ ବଜେଟ୍ ଉପସ୍ଥାପନ
ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶ ଆରମ୍ଭ ହୋଇଛି । ପୂର୍ବାହ୍ଣ ୧୧ଟାରେ ଜାତୀୟ ସଂଗୀତ ପରିବେଷଣ ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା । ଦିବଂଗତ ପୂର୍ବତନ ଉପବାଚସ୍ପତି, ପୂର୍ବତନ ସଦସ୍ୟ, ପୂର୍ବତନ ପୁଲିସ୍ ସିପାହୀ ଏବଂ କରୋନା ଯୋଦ୍ଧାମାନଙ୍କ ପ୍ରତି!-->!-->!-->…
ଏହି ଜିଲ୍ଲମାନଙ୍କରେ ବାତ୍ୟା ପ୍ରଭାବ : ଉତ୍ତର-ଆନ୍ଧ୍ର ଓ ଦକ୍ଷିଣ-ଓଡ଼ିଶା ଉପକୂଳ ଆଡକୁ ଗତିକରି ଆସନ୍ତା ଡିସେମ୍ବର ୪…
ଭୁବନେଶ୍ୱର/ନୂଆଦିଲ୍ଲୀ- ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହେଉଛି । ଆସନ୍ତାକାଲି ସୁଦ୍ଧା ଏହା ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଦିଗକୁ ଗତିକରି ତୀବ୍ର ଅବପାତର ରୂପ ନେବା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହା କ୍ରମଶଃ!-->…
ବିଦେଶରେ କରୋନାର ଭୟଙ୍କର ରୂପ ଓମ୍ରିକନ୍ ଭାରତରେ ଚିହ୍ନଟ – ଓଡ଼ିଶାରେ ସତର୍କ ରହିବା ପାଇଁ ମୁଖ୍ୟ ଶାସନ…
କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ପ୍ରତିହତ କରିବା ଲାଗି ସମସ୍ତେ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଛନ୍ତି । ଏଥିପାଇଁ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ସେ ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା!-->…
ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଆସନ୍ତା ୧ ତାରିଖରୁ ଆରମ୍ଭ
ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଆସନ୍ତା ୧ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ଏହା କରୋନା କଟକଣା ଅନୁପାଳନ କରି ଚାଲିବ ବୋଲି ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।
ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ ବିଧାୟିକାମାନଙ୍କର ଆସନ୍ତା ୨୮, ୨୯ ଓ ୩୦ ତାରିଖରେ କରୋନା!-->!-->!-->…