Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ହିନ୍ଦୁ ଦେବାଦେବୀଙ୍କ ଅତି ଶକ୍ତିଶାଳୀ ମନ୍ତ୍ର
ପ୍ରାଚୀନ କାଳରେ ମୁନି ଋଷିମାନେ ଅନେକ ସାର ଗର୍ଭକ ବସ୍ତୁ ଓ ମନ୍ତ୍ର ଭାରତୀୟ ସମାଜକୁ ଉପହାର ସ୍ୱରୂପ ଦେଇଛନ୍ତି । ଯୋଗ ଏବେ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ବୈଜ୍ଞାନିକ ଗବେଷଣାରେ ଏହା ଶରୀର, ମନ ଓ ମସ୍ତିଷ୍କ ଉପରେ ସକରାତ୍ମକ ତଥା ଅତି ଭଲ ପ୍ରଭାବ ପକାଉଥିବା ପ୍ରମାଣିତ ହୋଇ…
ଗୈରିକ ଆତଙ୍କବାଦ ସତ ନା ଷଡ଼ଯନ୍ତ୍ର ?
କଣ ସ୍ୱାମୀ ଅସୀମାନନ୍ଦ ଓ କର୍ଣ୍ଣେଲ ପୁରୋହିତ ଓ ତାଙ୍କ ସହଯୋଗୀମାନେ ଦେଶରେ ହିନ୍ଦୁ ଆତଙ୍କବାଦ କାମରେ ଲିପ୍ତ ଥିଲେ ? କଣ ହାଇଦ୍ରାବାଦର ମକ୍କା ମସଜିଦ, ସମଝୌତା ଏକ୍ସପ୍ରେସ ବିସ୍ଫୋରଣ କାଣ୍ଡରେ ହିନ୍ଦୁ ଆତଙ୍କବାଦୀମାନଙ୍କ ହାତ ଥିଲା ? ଏସବୁ କଥା ସତ ବୋଲି ଆମେ ଗତ ପ୍ରାୟ ଏକ ଦଶନ୍ଧି ଧରି…
ଦେଖନ୍ତୁ ଏହି ବିପଦ ଜନକ ରାସ୍ତାକୁ ଆପଣଙ୍କର ବି ହୋସ ଉଡିଯିବ
ଦେଖନ୍ତୁ ଏହି ବିପଦ ଜନକ ରାସ୍ତାକୁ ଆପଣଙ୍କର ବି ହୋସ ଉଡିଯିବ
ତଳେ ଦିଆଯାଇଥିବା ଭିଡିଓକୁ ଦେଖନ୍ତୁ
https://www.facebook.com/BestDestinationsToTravel/videos/185471775505146/?t=39
ଏହି ଭିଡିଓରେ ଦେଖନ୍ତୁ ମହାକାଶର ଅତିବ ରମଣୀୟ ଦୃଶ୍ୟ
ମହାକାଶରେ ଅନେକ ବିରଳ ଘଟଣା ଦେଖିବାକୁ ମିଳେ । ଏବେବି ଏହାର ରହସ୍ୟକୁ ଉନ୍ମୋଚନ କରିବାରେ ଅନେକ ବୈ଼ଜ୍ଞାନିକ ଲାଗିଛନ୍ତି । କେବେ ଏହାର ଆରମ୍ଭ କେବେ ଶେଷ ଏହା ଉପରେ ଗବେଷଣା ହୋଇଛି ଓ ହେଉଛି । ଏହାକୁ ନେଇ ଅନେକ ମତ ବାଦ ବି ରହିଛି । ମହାକାଶରେ ଗ୍ରହ, ଉପଗ୍ରହ, ନକ୍ଷେତ୍ର, ଉଲକାପିଣ୍ଡି,…
ଦେଖନ୍ତୁ ଫ୍ୟୁଚର ସାଇନ୍ସ, ଛୋଟିଆ ଡ୍ରୋନ ସାହାଯ୍ୟରେ ଉଡୁଛି ମଣିଷ
ଏବେ ବିଜ୍ଞାନ ବହୁତ ଉନ୍ନତି କରିଛି । ଆଗରୁ ଚନ୍ଦ୍ରେ ପହ଼ଞ୍ଚିଥିବା ମଣିଷ ଏବେ ମଙ୍ଗଳ ଓ ଶୁକ୍ରରେ ପହ଼ଞ୍ଚିବାକୁ ଇଚ୍ଛା କଲାଣି । ଏଥିପାଇଁ ,ଚେଷ୍ଟା ଚାଲିଛି ।
ତେବେ ଭିଡିଓ ଉତ୍ତୋଳନ ପାଇଁ ଆଗରୁ ଡ୍ରୋନ ବ୍ୟବହାର କରାଯାଉଥିବା ବେଳେ ଏବେ ଉଡିବା ପାଇଁ ଡ୍ରୋନ ବ୍ୟବହାର କରା ଗଲାଣି…
ପୃଥିବୀରେ ସମସ୍ତ ମହାସାଗର ଓ ସମୁଦ୍ର ଶୁଖି ଗଲେ କ’ଣ ହେବ ଦେଖନ୍ତୁ ଭିଡିଓ
ପୃଥିବୀରେ ସମସ୍ତ ମହାସାଗର ଓ ସମୁଦ୍ର ଶୁଖି ଗଲେ କ’ଣ ହେବ ଦେଖନ୍ତୁ ଭିଡିଓ
ବଜାରରେ ଭିଭୋ ୱାଇ-୭୧ ସ୍ମାର୍ଟଫୋନ, ମୂଲ୍ୟ ୧୦,୯୯୦ ଟଙ୍କା
ଏହି ଫୋନ୍ ଯୁବବର୍ଗଙ୍କ ସେଲ୍ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ଏଥିରେ ଜ୍ଞାନକୌଶଳ, ଡିଜାଇନିଂ ଏବଂ ସାମୁହିକ ଦକ୍ଷତା ଭିତିରେ ପ୍ରସ୍ତୁତ କରାଯାଇଛି। ଏଥିରେ ୧୫.୨୧ ସେମି ସ୍କ୍ରିନ୍ ଡିସ୍ପ୍ଲେ ରହିଛି। ଏହା ଗେ୍ାଲ୍ଡ ଏବଂ ମେଟ୍ ବ୍ଳାକ୍ ରଙ୍ଗରେ ୨୦୧୮ ଏପ୍ରିଲ୍ ୧୪ରୁ ସମସ୍ତ…
ସୋରିଆସିସ୍ ଏକ ଚର୍ମରୋଗ
ସୋରିଆସିସ୍
ସୋରିଆସିସ୍ ଏକ ଚର୍ମରୋଗ ଯାହା ସହଜରେଭଲ ହୋଇନଥାଏ।
ଏହି ରୋଗ ବାରମ୍ବାର ହୋଇଥାଏ।
ଚର୍ମରୁମାଛକାତି ଛାଡିବା ପରି ହୁଏ।
ଚର୍ମ ଲାଲ ହେବା ସହ ବାରମ୍ବାର କୁଣ୍ଡାଇ ହୁଏ।
ଏହା ଶରୀରର ପୂରା ଅଙ୍ଗକୁ ପ୍ରଭାବିତକରିଥାଏ।
ବିଶେଷଜ୍ଞଙ୍କ ପରାମର୍ଶରେ ଔଷଧ ସେବନ କରିବା ସହ ଖାଦ୍ୟପେୟ…
ଦେଖନ୍ତୁ ପଶୁ ରି ଦେଖାଯାଉଥିବା କିଛି ରୋବଟ
ଦେଖନ୍ତୁ ପଶୁ ରି ଦେଖାଯାଉଥିବା କିଛି ରୋବଟଙ୍କ ଭିଡିଓ
ଶଯ୍ୟାମୂତ୍ର
ପ୍ରାୟତଃ ୩ ବର୍ଷ ପରେ ଶିଶୁଙ୍କର ସ୍ୱତନ୍ତ୍ର ମୂତ୍ର ନିୟନ୍ତ୍ରଣର କ୍ଷମତା ବିକଶିତ ହୋଇଥାଏ।
ମାତ୍ର ୫ ବର୍ଷ ପରେ ମଧ୍ୟ କେତେକ ଶିଶୁ ଶଯ୍ୟାରେ ପରିସ୍ରା କରିଥାନ୍ତି।
ଛୋଟ ଝିଅଙ୍କ ତୁଳନାରେ ପୁଅଙ୍କ ଠାରେ ଏହି ଶଯ୍ୟାମୂତ୍ର ଅଧିକ ଦେଖାଯାଏ।
ବଂଶଗତ କାରଣ ଯୋଗୁଁ ମଧ୍ୟ ଏହା…