Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ଆୟୁଷ ଶବ୍ଦକୁ ଇଂରାଜୀ ଭାଷାରେ ଗ୍ରହଣ କରିବା ପାଇଁ ନିଷ୍ପତ୍ତି
ବୈଜ୍ଞାନିକ ଏବଂ ଟେକନିକାଲ ଶବ୍ଦାବଳୀ ଆୟୋଗ ବୈଜ୍ଞାନିକ ଏବଂ ଟେକନିକ ଉଦେ୍ଦଶ୍ୟଗୁଡିକ ପାଇଁ ଆୟୁଷ ଶବ୍ଦକୁ ହିନ୍ଦୀ ଓ ଇଂରାଜୀ ଭାଷାରେ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଛି । ଚିକିତ୍ସାର ପାଞ୍ଚଟି ପରମ୍ପରାଗତ ଏବଂ ପୂରକ ପ୍ରଣାଳୀ ଆୟୁବୈଦ, ଯୋଗ, ପ୍ରାକୃତିକ ଚିକିତ୍ସା…
ଗୋଲ ମରିଚ ସେବନ କଲେ ପତଳା ହେବା ସହ ପେଟ ସଫା ଓ ରହିଛି ଏହି ସବୁ ଉପକାରିତା
ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ ନିୟମିତ ଭାବେ ଗୋଲମରିଚ ନିଜ ବ୍ୟଞ୍ଜନରେ ସାମିଲ କରିବା ସହ ପାନୀୟରେ ମଧ୍ୟ ଏହା ମିଶ୍ରଣ କରିବା ଲାଭଜନକ। ଏହା ଶରୀରରେ ବିଭିନ୍ନ ଉତ୍ତମ ପ୍ରଭାବ ପକାଇଥାଏ।
ଦୈନିକ ସକାଳବେଳା ୧ ଗିଲାସ ନଖଉଷୁମ ପାଣିରେ ଗୋଲମରିଚ ଗୁଣ୍ଡ ଅଧ ଚାମଚ ମିଶାଇ ପିଇଲେ ଶରୀରର…
ଧ୍ୟାନ କଲେ ପୁରୁଷତ୍ୱ ସହ ସ୍ମାର୍ଟନେସ୍ ବୃଦ୍ଧି ପାଏ
ଧ୍ୟାନ କଲେ ପୁରୁଷତ୍ୱ ସହ ସ୍ମାର୍ଟନେସ୍ ବୃଦ୍ଧି ପାଏ
ଧ୍ୟାନ କରୁଥିବା ବ୍ୟକ୍ତି ସୁସ୍ଥ ସବଳ ରହିଥାଆନ୍ତି । ସେମାନଙ୍କର ମନ ସ୍ଥିର ରହିଥାଏ । ଧ୍ୟାନକଲେ ପୁରୁଷ୍ୱତ ବୃଦ୍ଧି ପାଇଥାଏ । କେବଳ ନାରୀମାନଙ୍କ ପାଇଁ ବି ଧ୍ୟାନ ଅତି ଉତ୍ତମ । ଅନେକ ବୈଜ୍ଞାନିକ ଗବେଷଣାରୁ ଏହି ତଥ୍ୟ ପ୍ରମାଣିତ…
ଦିନେ ଏକ ଚାଉଳମିଲରେ କାମକରୁଥିଲେ ବିଏସ ୟେଦ୍ୟୁରାପା
ବାଙ୍ଗାଲୁରୁ : ବିଏସ ୟେଦ୍ୟୁରାପା କର୍ଣ୍ଣାଟକର ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ବାଜୁଭାଇ ରୁଦ୍ରଭାଇ ବାଲା ଆଜି ପୂର୍ବାହ୍ନ ୯ଟାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହା ପୂର୍ବରୁ ଗତ ରାତିସାରା ଉଭୟ ବାଙ୍ଗାଲୁରୁ ଓ ନୂଆଦିଲ୍ଲୀରେ ରାଜନୈତିକ…
ଏହି ଉପାୟରେ ମୁହଁକୁ କରିବେ ଦାଗ ହୀନ, ଦୂର ହେବ କଳା ଦାଗ ଉଜ୍ଜଳ ହେବ ଚେହେରା
ମୁହଁରେ କଳାଦାଗ ଆପଣ ନିମ୍ନରେ ବର୍ଣ୍ଣନା କରାଯ।ଇଥିବା ଉପାୟ ଅବଲମ୍ବନ କରି ବହୁ ମାତ୍ରାରେ ଏଥିରୁ ମୁକ୍ତି ପାଇ ପାରିବେ । ମୁହଁ ଦାଗହୀନ ହେବ
ଅନେକ ଥର ମୁହଁ ଧୋଇବା ସହ ବେଳେ ବେଳ ମୁହଁରେ ବରଫ ମାଲିସ କରନ୍ତୁ
ମୁଲତାନ ମିଟି ସହ ନିମ୍ବ ପତ୍ରର ଫେସ୍ ପ୍ୟାକ ତିଆରି କରି ରାତିରେ ୨୦…
କର୍ଣ୍ଣାଟକରେ ମୋଦି ମ୍ୟାଜିକ, ବିଜେପି ସରକାର ଗଢିବା ସମ୍ଭାବନା
ବାଙ୍ଗାଲୋର : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ମୋଦି ମ୍ୟାଜିକ କାମ କରିଛି । ଏପର୍ଯ୍ୟନ୍ତ ମିଳିଥିବା ଫଳାଫଳ ଅନୁସାରେ ବିଜେପି ୧୧୦ଟି ସିଟରେ ଆଗୁଆ ରହି ମ୍ୟାଜିକ ସଂଖ୍ୟାଠାରୁ ମାତ୍ର ୨ଟି ସିଟ ପଛରେ ରହିଛି । ସେହିପରି କଂଗ୍ରେସ ୬୨ଟି ସିଟରେ ଆଗୁଆ ରହିଥିବାବେଳେ ଓ ଜେଡିଏସ ୪୮ ସିଟରେ…
ଜାଣନ୍ତୁ ଏହି ଔଷଧ ଯୋଗୁଁ ହୋଇପାରେ ହାର୍ଟ ଆଟାକ
ହାର୍ଟ ଆଟାକ ବା ହୃଦଘାତର ବିଭିନ୍ନ କାରଣ ରହିଛି । ମୋଟାପଣ ସହ , ହୃଦୟ ବା ହାର୍ଟକୁ ରକ୍ତ ଯୋଗାଉଥିବା ଧମନୀରେ ଚର୍ବି ଜମାଟ ବାନ୍ଧିଲେ , କୌଣସି କାରଣରୁ ଏହା ସରୁ ହୋଇଗଲେ , ଏହିପରି ଅନେକ କାରଣ ରହିଛି ହାର୍ଟ ଆଟାକ ହୋଇଥାଏ । କେତେକ ପେନ୍ କିଲର ଔଷଧକୁ ଅଧିକ ବ୍ୟବହାର କଲେ…
ସଜନା ଛୁଇଁ ସ୍ୱାସ୍ଥ୍ୟ ପାଇଁ ଅତି ଭଲ, ଜାଣନ୍ତୁ ଏହାର ବ୍ୟବହାର
ଭାରତର ପ୍ରତ୍ୟେକ ପ୍ରାନ୍ତରେ ଦେଖାଯାଉଥିବା ସଜନା ଛୁଇଁ ପରିବାକୁ ନେଇ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଦକ୍ଷିଣ ଭାରତରେ ଏହାର ଲୋକପ୍ରିୟତା ସର୍ବାଧିକ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ନିୟମିତ ତରକାରିରେ ଏହାର ଉପଯୋଗ ସ୍ବାସ୍ଥ୍ୟ ପାଇଁ ସର୍ବୋତ୍ତମ।
ପରୀକ୍ଷାରୁ ଜଣାପଡ଼ିଛି ଯେ ସଜନା…
ଲୋକ ଏମିତି କରି ପାରନ୍ତି ନୀଚକାମ, ସାହାଯ୍ୟ ମାଗୁଥିବା ମହିଳାଙ୍କୁ ଅନୁଗୁଳରେ କଲେ ଗଣବଳାତ୍କାର
ଅନୁଗୁଳ: ଆଜିକାଲି ଦୁନିଆରେ ଅନେକ ସ୍ଥାନରେ ଏକପ୍ରକାରର ହଜି ଯାଇଛି । ଏପରି ଏକ ଘଟଣା ଅନୁଗୁଲର ପୁରୁଣା ପାଣିରେ ଦେଖିବାକୁ ମିଳିଛି । ଜଣେ ମହିଳା ସ୍ୱାମୀଙ୍କ ସହ ସମ୍ବଲପୁରରୁ କଟକ ଏକ କାରରେ ଆସୁଥିଲେ । ସ୍ୱାମୀ କାର ଚଳାଉଥିଲା । ୬ ବର୍ଷ ଝିଅ କାରର ଆଗ ସିଟ୍ରେ ବସିଥିଲା । ରାତିରେ…
‘ଓମ୍’ ବିଷୟରେ କିଛି ଜାଣିବା କଥା
ଅଧିକାଂଶ ମନ୍ତ୍ର ଉଚାରଣ କରିବା ପୂର୍ବରୁ ଓମ୍ ଉଚ୍ଚାରଣ କରାଯାଇଥାଏ । ଧ୍ୟାନ କରିବା ପୂର୍ବରୁ ଓମ୍ ଉଚ୍ଚାରଣ କରାଯାଏ । ଓମ୍କୁ ସମସ୍ତ ଶଦ୍ଦ ମନ୍ତ୍ରର ମୂଳ ବୋଲି କୁହାଯାଇଥାଏ । ଓମ୍ ସର୍ବଶକ୍ତିମାନେ ଓ ପରଂବ୍ରହ୍ମଙ୍କର ପାଇଁ ଉଚ୍ଚାରିତ ଶଦ୍ଦ ବୋଲି ବିଭିନ୍ନ ଶାସ୍ତ୍ରରେ ବର୍ଣ୍ଣନା ଅଛି…