ଧ୍ୟାନ କଲେ ପୁରୁଷତ୍ୱ ସହ ସ୍ମାର୍ଟନେସ୍‌ ବୃଦ୍ଧି ପାଏ

0 813

ଧ୍ୟାନ କଲେ ପୁରୁଷତ୍ୱ ସହ ସ୍ମାର୍ଟନେସ୍‌ ବୃଦ୍ଧି ପାଏ
ଧ୍ୟାନ କରୁଥିବା ବ୍ୟକ୍ତି ସୁସ୍ଥ ସବଳ ରହିଥାଆନ୍ତି । ସେମାନଙ୍କର ମନ ସ୍ଥିର ରହିଥାଏ । ଧ୍ୟାନକଲେ ପୁରୁଷ୍ୱତ ବୃଦ୍ଧି ପାଇଥାଏ । କେବଳ ନାରୀମାନଙ୍କ ପାଇଁ ବି ଧ୍ୟାନ ଅତି ଉତ୍ତମ । ଅନେକ ବୈଜ୍ଞାନିକ ଗବେଷଣାରୁ ଏହି ତଥ୍ୟ ପ୍ରମାଣିତ ହୋଇଛି । ଧ୍ୟାନ କରିବା ଦ୍ୱାରା ବିଭିନ୍ନ ଇନ୍ଦ୍ରୀୟ ସକ୍ରିୟ ହୋଇଥାଆନ୍ତି । ପ୍ରତିଦିନ ଧ୍ୟାନ କଲେ ଶରୀରରେ ରକ୍ତସଞ୍ଚାଳନ ବୃଦ୍ଧି ପାଇଥାଏ ।
ମାନସିକ ସ୍ଥିତି ବୃ୍ଦ୍ଧି ପାଇବାରୁ ଉଭୟ ନାରୀ ଓ ପୁରଷଙ୍କ ବିଭିନ୍ନ ଇନ୍ଦ୍ରିୟାନୁଭୂତି ଶକ୍ତି ବୃଦ୍ଧି ପାଇଥାଏ ।
ଧ୍ୟାନ କରୁଥିବା ସମୟରେ ଓମ୍‌ ର ଜପ କଲେ ଅଧିକ ସକରାତ୍ମକ ପ୍ରଭାବ ବୃଦ୍ଧି ପାଇଥାଏ ।
ଧ୍ୟାନ କଲେ ବିଭିନ୍ନ ପ୍ରକାରର ହରମୋନ୍‌ ଶରୀର ମଧ୍ୟରେ ସ୍ପୁରିତ ହୁଏ । ଏହା ସକରାତ୍ମକ ପ୍ରଭାବ ପକାଇଥାଏ ।

Leave A Reply