Browsing Category

ମୁଖ୍ୟ ଖବର

ଭୁବନେଶ୍ୱର, କଟକ ଓ ରାଉରକେଲାରେ ଏୟାରଟେଲ୍ ୫ଜି ପ୍ଲସ୍ ସେବାର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ଅଗ୍ରଣୀ ଟେଲିକମ୍ୟୁନିକେଶନ୍ସ ସର୍ଭିସ୍ ପ୍ରଦାତା ଏୟାରଟେଲ ପକ୍ଷରୁ ଭୁବନେଶ୍ୱର, କଟକ ଓ ରାଉରକେଲାରେ ଏହାର ଅତ୍ୟାଧୁନିକ ୫ଜି ସେବାର ଶୁଭାରମ୍ଭର ଘୋଷଣା କରାଯାଇଛି । କମ୍ପାନୀ ଆଗାମୀ ପୁରୁଷ ହକି ବିଶ୍ୱକପ୍‌ର ଆୟୋଜନ କରୁଥିବା ଭୁବନେଶ୍ୱର ଓ ରାଉରକେଲାରେ କଳିଙ୍ଗ

ଟିଏସ୍ଏଫ୍ ପକ୍ଷରୁ ଗୁଆଲିଠାରେ କମ୍ପ୍ୟୁଟର ଓ ଇଂରାଜୀ ଶିକ୍ଷା କେନ୍ଦ୍ର ଉଦଘାଟିତ

ଗୁଆଲି: ସ୍ଥାନୀୟ ଯୁବବର୍ଗଙ୍କ ଦକ୍ଷତାର ବିକାଶ ଓ ଏହାକୁ ଅଧିକ ଉନ୍ନତ କରିବା ଲକ୍ଷ୍ୟରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଏନ୍ଆଇଆଇଟି ଫାଉଣ୍ଡେସନ୍ ସହଭାଗିତାରେ ସୋମବାରଦିନ କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ୍ ଅନ୍ତର୍ଗତ ଗୁଆଲିଠାରେ ଏକ କମ୍ପ୍ୟୁଟର ଏବଂ ଇଂରାଜୀ ଶିକ୍ଷା କେନ୍ଦ୍ର

ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ କେନ୍ଦୁଝରର ସୌମ୍ୟାଙ୍କ ସଫଳତା

ଯୋଡ଼ା, ଜାନୁୟାରୀ, ୦୭, ୨୦୨୩: କେନ୍ଦୁଝରର ରବିନ୍ଦ୍ର ବିଦ୍ୟା ନିକେତନର ଛାତ୍ରୀ ସୌମ୍ୟା ବାଥରେ ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍) କାର୍ଯ୍ୟକ୍ରମରେ ଅନ୍ୟତମ ବିଜେତା ଭାବେ ଘୋଷିତ ହେବା ସହିତ କେନ୍ଦୁଝର ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି । ପ୍ରାଥମିକ

ଟାଟା ଷ୍ଟିଲ୍ ମେରାମଣ୍ଡଳୀ କାରଖାନାରେ ଢେଙ୍କାନାଳକୁ ଏଫ୍‌ଆଇଏଚ୍ ପୁରୁଷ ବିଶ୍ୱକପ୍ ୨୦୨୩ ହକି ଟ୍ରଫିର ଭବ୍ୟ ସ୍ୱାଗତ

ମେରାମଣ୍ଡଳୀ: ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ୨୦୨୩ ଢେଙ୍କାନାଳ ଜିଲ୍ଲାରେ ପ୍ରବେଶ କରିଥିବା ବେଳେ ଆଜି ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ଫାଟକରେ ତାହାକୁ ଭବ୍ୟ ସ୍ୱାଗତ କରାଯାଇଛି ।ଓଡ଼ାପଡ଼ା ବ୍ଲକ୍‌ର କଂଟାବଣିଆସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ କାରଖାନା ଫାଟକରେ ଆୟୋଜିତ ଏକ

ହୋନାସା କଂଜ୍ୟୁମର ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଲୋକପ୍ରିୟ ମାମାଆର୍ଥ ବ୍ରାଣ୍ଡ୍‌ର ମାଲିକାନା ରଖିଥିବା ସଂସ୍ଥା ହୋନାସା କଂଜ୍ୟୁମର ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି । ହୋନାସା କଂଜ୍ୟୁମର ଲିମିଟେଡ୍ ହେଉଛି

ସମ୍ପୂର୍ଣ୍ଣ ଡିଜିଟାଲ୍ ମାଧ୍ୟମରେ ଚଳନ୍ତୀ ଖାତା ଖୋଲିବା ଲାଗି ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଓପୋନ୍ ସହିତ ସହଯୋଗିତା

ଭୁବନେଶ୍ୱର: ଦେଶର ତୃତୀୟ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏହାର ଏମ୍‌ଏସ୍‌ଏମ୍‌ଇ, ଫ୍ରିଲାନ୍‌ସର, ହୋମ୍‌ପ୍ରେନ୍ୟୁଅର, ଇନ୍‌ଫ୍ଲୁଏନ୍‌ସର ଭଳି ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ଡିଜିଟାଲ୍ ମାଧ୍ୟମରେ ଚଳନ୍ତୀ ଖାତା ଖୋଲିବା ସୁବିଧା ପ୍ରଦାନ କରିବା ପାଇଁ ବିଶ୍ୱର ଦ୍ରୁତ

ୱି ପକ୍ଷରୁ ବିବିଧ ବ୍ୟବହାର ଜରିଆରେ ୫ଜିର ରୂପାନ୍ତରୀକରଣ ଓ ସୀମାହୀନ ଦକ୍ଷତାର ପ୍ରଦର୍ଶନ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ (ଏମ୍‌ଇଆଇଟିୱାଇ) ଏବଂ ଟେଲି ଯୋଗାଯୋଗ ବିଭାଗ (ଡଟ୍‌) ଦ୍ୱାରା ଓଡ଼ିଶାରେ ୫ଜି ସେବାର ଶୁଭାରମ୍ଭ ଏବଂ ଏହି ଅବସରରେ ଆୟୋଜନ କରାଯାଇଥିବା ପ୍ରଦର୍ଶନୀରେ ଦେଶର ଅଗ୍ରଣୀ ଟେଲିକମ୍ ଅପରେଟର୍ ୱି ପକ୍ଷରୁ

ଟାଟା ଷ୍ଟିଲ୍ ମାଇନିଂକୁ ନ୍ୟାସନାଲ୍ କନ୍‌ଭେନ୍‌ସନ୍ ଅନ୍ କ୍ୱାଲିଟି କନ୍‌ସେପ୍ଟ ପୁରସ୍କାର

ସୁକିନ୍ଦା: ମହାରାଷ୍ଟ୍ରର ଔରଙ୍ଗାବାଦରେ ଅନୁଷ୍ଠିତ ୩୬ତମ ନ୍ୟାସନାଲ୍ କନ୍‌ଭେନ୍‌ସନ୍ ଅନ୍ କ୍ୱାଲିଟି କନସେପ୍ଟ (ଏନ୍‌ସିକ୍ୟୁସି)ରେ ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍‌ଏମ୍‌ଏଲ୍‌)କୁ ପୁରସ୍କୃତ କରାଯାଇଛି । କଂପାନିର ଏକ୍‌ଜିକ୍ୟୁଟିଭ୍ ମାନଙ୍କୁ ନେଇ ଗଠିତ ଦୁଇଟି ଟିମ୍ - ଟିମ୍

ବନ୍ଧନ ବ୍ୟାଙ୍କ ପକ୍ଷରୁ ନୂଆ ବ୍ରାଣ୍ଡ୍ ଅଭିଯାନ-ଜହାଁ ବନ୍ଧନ, ୱହାଁ ଟ୍ରଷ୍ଟ୍ ଉନ୍ମୋଚିତ

ଭୁବନେଶ୍ୱର: ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ବ୍ୟାଙ୍କ ବନ୍ଧନ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କର ବ୍ରାଣ୍ଡ୍ ଆମ୍ବାସାଡର କ୍ରିକେଟ୍ କିମ୍ବଦନ୍ତୀ ସୌରଭ ଗାଙ୍ଗୁଲିଙ୍କୁ ନେଇ ନୂଆ ସମନ୍ୱିତ ମାର୍କେଟିଂ ଅଭିଯାନର ଶୁଭାରମ୍ଭ କରାଯାଇଛି । “ଜହାଁ ବନ୍ଧନ, ୱହାଁ ଟ୍ରଷ୍ଟ୍‌’ ଅଭିଯାନ ସାତ ବର୍ଷରେ

ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ପକ୍ଷରୁ ନୂଆବର୍ଷରେ ସର୍ବଭାରତୀୟ ସ୍ତରରେ ବୃକ୍ଷରୋପଣ ଅଭିଯାନ ଆୟୋଜିତ

ଭୁବନେଶ୍ୱର: ପୂର୍ବ ଭାରତର ଅଗ୍ରଣୀ ଗହଣା ପ୍ରତିଷ୍ଠାନ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ପକ୍ଷରୁ ନୂତନ ଆଶା ଓ କୃତଜ୍ଞତା ସହ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଏକ ସର୍ବଭାରତୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସେନ୍‌କୋ ଟିମ୍ ତରଫରୁ ଏହାର କୋଲକାତା ଷ୍ଟୋରରେ ୩୦୦ ବୃକ୍ଷ