Sign in
Sign in
Recover your password.
A password will be e-mailed to you.
Browsing Category
ବିଶ୍ୱାସ
ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମିଥୁନ ଚକ୍ରବର୍ତ୍ତୀ, ମାନସିକ ପୂରଣ ପରେ ଶ୍ରୀମନ୍ଦିର ଆସିଲେ
ପୁରୀ .- ହିନ୍ଦୀ ସିନେମାର ଅଶୀ ତଥା ନବେ ଦଶକ ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିଛନ୍ତି । ସେ ଗୁରୁବାର ସକାଳେ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀଜୀଉମାନଙ୍କୁ ଦର୍ଶନ କରିଥିଲେ । ମଧ୍ୟାହ୍ନରେ ସେ ବ୍ରାହ୍ମଣଙ୍କୁ ମହାପ୍ରସାଦ ସେବନ କରାଇବା ସହ…
ବିଜୁଳିମାରି ଜଳି ଯିବା ସହ ଛିନ୍ଛତର ହୋଇଗଲା ଗଛ, ଦେଖନ୍ତୁ ଭିଡିଓ
ବିଜୁଳି ଘଡ ଘଡି ମାରିବା ବେଳେ ଗଛ ତଳେ, ଖୋଲା ଆକାଶ ତଳେ, ଜମିରେ ,ଖୋଲା ଛାତ ଉପରେ କିମ୍ବା ରାସ୍ତାରେ ରହୁନ୍ତୁ ନାହିଁ , ଘରେ ରହିବା ପାଇଁ ଚେଷ୍ଟା କରନ୍ତୁ , ଖୋଲା ପଡିଥିଲେ ଥିଲେ ଶୋଇ ରହିଲେ ବିଜୁଳି ମାରିବା ସମ୍ଭାବନା କମ୍
https://www.youtube.com/watch?v=Gs53i3UTzS4
ଚୈତ୍ର ନବରାତ୍ରିରେ ମା’ ଦୁର୍ଗାଙ୍କ ଏହି ୬ ମନ୍ଦିର ର୍ଦଶନ କଲେ, ପୂର୍ଣ୍ଣ ହୋଇଥାଏ ମନସ୍କାମନା
ନୂଆଦିଲ୍ଲୀ: ଶକ୍ତିର ଅବତାର ମା’ ଦୁର୍ଗାଙ୍କୁ ବ୍ରହ୍ମାଣ୍ଡର ରକ୍ଷକ ବୋଲି କୁହାଯାଇଥାଏ । ଶକ୍ତି ଓ ମନସ୍କାମନା ପୂରଣ ପାଇଁ ମା’ ଦୁର୍ଗାଙ୍କୁ ପୂଜା କରାଯାଏ । ନବରାତ୍ରି ସମୟରେ ମା’ଙ୍କୁ ସ୍ୱତନ୍ତ୍ରୀ ଭାବେ ପୂଜା କରାଯାଏ । ଚୈତ୍ର ହେଉ ବା ଶରତରେ ନବରାତ୍ରି, ଏହି ଦୁଇଟି ପର୍ବ…
ଚୈତ୍ର ନବରାତ୍ରୀ: ଦେବୀ ମା’ଙ୍କ ସାମ୍ନାରେ ଅଖଣ୍ଡ ଜ୍ୟୋତି ଜଳାଇବା ପୂର୍ବରୁ ଧ୍ୟାନ ଦିଅନ୍ତୁ
ଚୈତ୍ର ନବରାତ୍ରି ପୂଜା ଆଜିଠାରୁ ଆରମ୍ଭ ହୋଇଯାଇଛି । ମା’ଙ୍କ ଆରାଧାନା ପାଇଁ ଆପଣ ଯଦି ମା’ଙ୍କ ସାମ୍ନାରେ ଅଖଣ୍ଡ ଜ୍ୟୋତି ଜଳାଉଛନ୍ତି, ତେବେ କିଛି ଦିଗରେ ଧ୍ୟାନ ରଖିବା ଅତ୍ୟନ୍ତ ଜରୁରୀ । ଜ୍ୟୋତିଷଚାର୍ଯ୍ୟ ପଣ୍ଡିତ ସୀତାରାମଙ୍କ ଅନୁସାରେ, ଯେଉଁ ଘର ମାନଙ୍କରେ ନବରାତ୍ରୀ ସମୟରେ ଅଖଣ୍ଡ…
ହିନ୍ଦୁ ନବବର୍ଷ: ନାମ ଭିନ୍ନ ହୋଇଥିଲେ ବି ଚିନ୍ତାଧାରା ଏକ
ଭୁବନେଶ୍ୱର: ହିନ୍ଦୁ ନବବର୍ଷକୁ ବିଭିନ୍ନ ନାମରେ ପୁରା ଦେଶରେ ପାଳନ କରାଯାଇଥାଏ । ଉତ୍ତର ଭାରତରେ ଚୈତ୍ର ଶୁକ୍ଳ ପ୍ରତିପଦା ଠାରୁ ଚୈତ୍ର ନବରାତ୍ରର ଆୟୋଜନ ଆରମ୍ଭ ହୋଇଥାଏ । ଏବର୍ଷ କଳସ ସ୍ଥାପନାର ଶୁଭ ମୁହୁର୍ତ୍ତ ୬ ଏପ୍ରିଲ ସକାଳ ୬ଟା ୯ମିନିଟ ରୁ ପୂର୍ବାହ୍ଣ୧୦ଟା ୧୯ ପର୍ଯ୍ୟନ୍ତ ଅଛି ।…
ଶୁଆ ପୋଷିବାକୁ ଚାହୁଁଛନ୍ତି କି! ଏହା ପୂର୍ବରୁ ଜାଣନ୍ତୁ ବାସ୍ତୁ କ’ଣ କହୁଛି?
ଭୁବନେଶ୍ୱର: ଆମ ମାନଙ୍କ ମଧ୍ୟରୁ ଅନେକ ଲୋକ ଘରେ ପୋଷା ଜୀବଜନ୍ତୁ ରଖିବାକୁ ପସନ୍ଦ କରିଥାନ୍ତି । କେତେକ ଲୋକଙ୍କୁ ଘରେ କୁକୁର, ବିଲେଇ ଓ ପକ୍ଷୀ ପୋଷିବା ପାଇଁ ଭଲ ଲାଗେ । ଘରେ ପିଞ୍ଜରାରେ ଶୁଆ ମଧ୍ୟ ରଖିଥାଉ । କେତେକ ଲୋକ ଏହାକୁ ରଖିବା ପାଇଁ ପସନ୍ଦ କରନ୍ତି ତ ଆଉ କେତେକ ଲୋକ ଏହାକୁ ଘର…
ବିଜେଡି ପକ୍ଷରୁ ବୁଧବାର କରାଯାଇଥିବା ୯ ଲୋକ ସଭାର ପ୍ରାର୍ଥୀ ତାଲିକା
ଲୋକସଭା ଆସନ ଓ ପ୍ରାର୍ଥୀଙ୍କ ନାମ
ପୁରୀ – ପିନାକୀ ମିଶ୍ର
ଭୁବନେଶ୍ୱର – ଅରୁପ ମୋହନ ପଟ୍ଟନାୟକ
ମୟୂରଭଞ୍ଜ – ଡାକ୍ତର ଦେବାଶୀଷ ମାରାଣ୍ଡି
ଜଗତସିଂହପୁର – ଡାକ୍ତର ରାଜଶ୍ରୀ ମଲ୍ଲିକ
ସମ୍ବଲପୁର – ନଳିନୀ ପ୍ରଧାନ
ବାଲେଶ୍ୱର – ରବୀନ୍ଦ୍ର କୁମାର ଜେନା…
ଆଜିଠାରୁ ଆରମ୍ଭ ହେଲା କୁମ୍ଭ ମେଳା, ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ସମ୍ମିଳନୀ
ଆଜିଠାରୁ ଆରମ୍ଭ ହେଉଛି ସନାତନ ସଂସ୍କୃତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ବିଶାଳ ଧାର୍ମିକ ସମାରୋହ କୁମ୍ଭ । ଆଜି ବ୍ରାହ୍ମ ମୂହୂର୍ତ୍ତରେ ପ୍ରୟାଗରାଜଠାରେ ଥିବା ପବିତ୍ର ସଂଗମଠାରେ ବୁଡ଼ ପକାଇ କୋଟି କୋଟି ହିନ୍ଦୁ ସାଧୁସନ୍ଥ ଓ ସାଧାରଣ ଶ୍ରଦ୍ଧାଳୁ ଏହି ଶୁଭାରମ୍ଭ କରିଛନ୍ତି । ପ୍ରଥମେ ନାଗା…
ଆଜି ମଧ୍ୟ ରାତ୍ରୀରେ ଖୋଲା ରହିବ ଶ୍ରୀମନ୍ଦିର , ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତ୍ତି
ପୁରୀ ..- ନବବର୍ଷ ଉପଲକ୍ଷେ ଡିସେମ୍ବର ୩୧ ତାରିଖ ମଧ୍ୟରାତ୍ରୀରୁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ଆରମ୍ଭ ହେବ । ଡିସେମ୍ବର ୩୧ ତାରିଖ ରାତି ୨ଟାରେ ଦର୍ଶନ ଲାଗି ଶ୍ରୀମନ୍ଦିର ଦ୍ୱାର ଖୋଲାଯିବ । ସୋମବାର ରାତି ସାଢ଼େ ୯ଟାରେ ଶ୍ରୀମନ୍ଦିରର ପହଡ଼ ପଡ଼ିବ । ନୂଆ ବର୍ଷ ଅବସରରେ ପୁରୀର ପ୍ରବଳ…
ଆଜି ଶାରଦୀୟ ନବରାତ୍ରୀର ଶେଷ ଦିନ : ଆଜି ସିଦ୍ଧିଦାୟିନୀ ମା ସିଦ୍ଧିଦାତ୍ରୀଙ୍କ ଉପାସନା କରନ୍ତୁ
ମା ଦୁର୍ଗାଙ୍କ ନବମ ରୂପ ଦେଉଛି ମା ସିଦ୍ଧିଦାତ୍ରୀ । ନାମରୁ ହିଁ ଜଣାପଡେ ଯେ ମାଙ୍କ ଉପାସନା କଲେ ସକଳ ସିଦ୍ଧିପ୍ରାପ୍ତ ହୁଏ ଓ ମନୋରଥ ପୂରଣ ହୁଏ । ମାତାଙ୍କ କୃପାରୁ ହିଁ ଭଗବାନ ଶିବ ସିଦ୍ଧି ପ୍ରାପ୍ତ ହୋଇଛନ୍ତି ଓ ଅର୍ଦ୍ଧନାରୀଶ୍ୱର ରୂପ ଧାରଣ କରିଛନ୍ତି । ମା ହେଉଛନ୍ତି ଚତୁର୍ଭୁଜା,…