Sign in
Sign in
Recover your password.
A password will be e-mailed to you.
Browsing Category
ବିଶ୍ୱାସ
ଦେବୀ ସୁଭଦ୍ରାଙ୍କ ରଥ; ଦେବଦଳନ
ଦେବୀ ସୁଭଦ୍ରାଙ୍କ ରଥ; ଦେବଦଳନ
ରଥର ଅନ୍ୟ ନାମ- ଦର୍ପଦଳନ ଏବଂ ପଦ୍ମଧ୍ବଜ(କମଳ ଧ୍ବଜ)
ରଥର ଉଚ୍ଚତା- ୪୪ ଫୁଟ୍ ୬ ଇଞ୍ଚ (ପୂର୍ବ ଉଚ୍ଚତା ୨୧ ହାତ)
ରଥାଧିପ- ଜୟଦୁର୍ଗା
ରଥରେ ବ୍ୟବହୃତ କାଠର ସଂଖ୍ୟା- ୭୧୧ ଖଣ୍ଡ
ରଥର ଚକ ସଂଖ୍ୟା- ୧୨
ରଥ ଧ୍ବଜାରେ- ତ୍ରିପୁରା ସୁନ୍ଦରୀ
ରଥର ଆୟୁଧ-…
ଶ୍ରୀବଳଭଦ୍ରଙ୍କ ରଥ: ତାଳଧ୍ୱଜ
ରଥର ଅନ୍ୟ ନାମ- ଲଙ୍ଗଳଧ୍ବଜ ବା ହଳଧ୍ବଜ
ରଥରେ ବ୍ୟବହୃତ କାଠର ସଂଖ୍ୟା- ୭୩୧
ରଥର ଉଚ୍ଚତା- ୪୫ ଫୁଟ୍(ପୂର୍ବ ଉଚ୍ଚତା ୨୨ ହାତ)
ରଥର ଚକ ସଂଖ୍ୟା- ୧୪
ରଥର ଆବରଣ- ରକ୍ତ ଓ ନୀଳବର୍ଣ୍ଣ
ରଥର ଅଧିଶ୍ବର ଦେବତା- ଶ୍ରୀବଳଭଦ୍ର, ଚଳନ୍ତି ପ୍ରତିମା ରାମ ଓ କୃଷ୍ଣ
ରଥର ଆୟୁଧ- ହଳ ଓ ମୂଷଳ…
ପୁରୀରେ ଆରମ୍ଭ ହୋଇଛି ବିଶ୍ବପ୍ରସିଦ୍ଧ ରଥ ଯାତ୍ରା
ଜଗତରନାଥ ଜଗନ୍ନାଥ ବଡଦାଣ୍ଡକୁ ଓହ୍ଲାଇଆସିଛନ୍ତି ଭକ୍ତ ଗହଣକୁ. ଭୋରରେ ମଙ୍ଗଳା ଆଳତୀ ସହ ଆରମ୍ଭହୋଇଥିଲା ରଥ ଯାତ୍ରାର ନୀତି. ମଇଲମ , ତଡପ ଲାଗି , ରୋଷ ହୋମ ଅବକାଶ ସୂର୍ଯ୍ୟପୂଜା , ଗୋପାଳ ବଲ୍ଲଭ ,ସକାଳଧୂପ ନୀତି ମନ୍ଦିର ଭିତରେ ସମାପନ ହୋଇଥିଲା.
ଏହାପରେ ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ…
ଶ୍ରୀଜଗନ୍ନାଥଙ୍କ ରଥ: ନନ୍ଦିଘୋଷର ବର୍ଣ୍ଣନା
ଶ୍ରୀଜଗନ୍ନାଥଙ୍କ ରଥ: ନନ୍ଦିଘୋଷ
ରଥର ଅନ୍ୟ ନାମ- ଚକ୍ରଧ୍ବଜ ବା ଗରୁଡ ଧ୍ବଜ
ରଥରେ ବ୍ୟବହୃତ କାଠର ସଂଖ୍ୟା- ୭୪୨
ରଥର ଉଚ୍ଚତା- ୪୫ ଫୁଟ୍ ୬ ଇଞ୍ଚ
ରଥର ଚକ ସଂଖ୍ୟା- ଷୋଡଶ ସିଦ୍ଧି ଅନୁପାତରେ ୧୬
ରଥ ରକ୍ଷକ- ଇନ୍ଦ୍ର
ରଥାଧୀପ- ବୈନତେୟ
ରଥ ଧ୍ବଜାରେ- ହନୁମାନ
ରଥପାଳ- ଭୈରବ, ନରସିଂହ…
ରଥଯାତ୍ରା ସହ ଜଡିତ କିଛି ବିଶେଷ ତଥ୍ୟ
ପ୍ରତିବର୍ଷ ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପଡିଥାଏ। ଭଗବାନ ଜଗନ୍ନାଥ ନିଜ ଭାଇ ଭଉଣୀଙ୍କ ସହ ରଥରେ ବିଜେ କରନ୍ତି। ଏହି ରଥର ଅନ୍ୟ ନାମ ଘୋଷ ଯାତ୍ରା, ମହାବେଦୀ ମହୋଉତ୍ସବ, ପତିତପାବନ ଯାତ୍ରା ଦକ୍ଷିଣାଭିମୁଖୀ ଯାତ୍ରା, ଗୁଣ୍ଡିଚା ମହୋଉତ୍ସବ, ନବଦିନ…
ଭଗବାନ ଗଜାନନଙ୍କୁ ଚଢାନ୍ତୁ ଏହି ୫ ଜିନିଷ, ଧନ-ସଂପଦର ହେବ ନାହିଁ ଅଭାବ
ଭୁବନେଶ୍ୱର: ଗଣେଶ ଭଗବାନ ସବୁବେଳେ ଖୁସିରେ ରହୁଥିବା ଦେବତା ବୋଲି ଧରାଯାଏ । ଗଜାନନଙ୍କର ବୁଧବାର ଦିନରେ ବିଧି ବିଧାନରେ ପୂଜା-ଅର୍ଚ୍ଚନା କଲେ ଘରର ମଙ୍ଗଳ ହୋଇରାଯାଏ, ଯେଉଁଥିରେ ସେ ଖୁସି ହୋଇ ସୁଖ ଓ ସମୃଦ୍ଧିର ଆର୍ଶୀବାଦ ଦେଇଥାନ୍ତି । ଯଦି ବୁଧବାର ଦିନ ବା ଚତୁର୍ଥୀ ଦିନ ଆମେ ଗଣେଶ…
ତେଜପତ୍ର ଧୂଆଁ ଦେଲେ ଅସରପା ରହିବେନି
ସମସ୍ତେ ରୋଷେଇ ଘରେ ତେଜପତ୍ରର ବ୍ୟବହାର କରି ଥାଆନ୍ତି। ତେଜପତ୍ରକୁ ମସଲାରେ ବ୍ୟବହାର କରାଯାଇଥାଏ, ଯାହାକି ଭୋଜନର ସ୍ୱାଦ ଓ ସୁଗନ୍ଧକୁ ବଢ଼ାଇ ଥାଏ। ତେଜପତ୍ରର ବ୍ୟବହାର ମସଲା ଛଡ଼ା ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ଯାହାକି ଖୁବ୍ କମ୍ ଲୋକ ଜାଣିଥିବେ। କେବଳ ଏତିକି ନୁହେଁ ତେଜପତ୍ରର…
ଧନୀ ମନ୍ଦିର, ଗରିବ ଦେବତା
ନୂଆଦିଲ୍ଲୀ: ଭାରତ ହେଉଛି ମନ୍ଦିରମାନଙ୍କର ଦେଶ । ଏଠାରେ ଯେତେ ମନ୍ଦିର, ସେତେ ହି ସେଥିରେ ରହସ୍ୟ ଓ ଭିନ୍ନ ଭିନ୍ନ ମାନ୍ୟତା ଲୁକକାୟିତ ରହିଛି । ମନ୍ଦିର ଉପରେ ବିଶ୍ୱାସ ରଖୁଥିବା ଲୋକମାନଙ୍କର ଅଭାବ ନାହିଁ । ଏହି ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ ପ୍ରସିଦ୍ଧ ମନ୍ଦିର ହେଉଛି ତିରୁପତିର…
ଯୋଗ କଲେ କ’ଣ ଫାଇଦା ମିଳିଥାଏ ।
ଯୋଗ କଲେ ଅନେକ ଫାଇଦା ମିଳିଥାଏ । ମନ ଓ ଶରୀର ଭଲ ରୁହେ । କେବଳ ସେତିକି ନୁହେଁ ଅନେକ ରୋଗ ବ୍ୟାଧି ସ୍ପର୍ଶ କରିପାରେ ନାହିଁ । ଶରୀର, ମନ ଓ ଆତ୍ମାର ସମିଶ୍ରଣରେ ଯୋଗ କରାଯାଏ ।
> ଏହା ମନକୁ ଅନେକ ଶାନ୍ତି ପ୍ରଦାନ କରେ ।
> ବିଭିନ୍ନ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।
>…
କୌଣସି ଖର୍ଚ୍ଚ ବିନା ପାଇବେ ଉତ୍ତମ ସ୍ୱାସ୍ଥ୍ୟ, ପ୍ରତିଦିନ କରନ୍ତୁ ଯୋଗ
ଶରୀର ସୁସ୍ଥ ରହିଲେ ସବୁକିଛି ଭଲ ଲାଗିଥାଏ । ଏଥିପାଇଁ ଅନେକ ଲୋକ ଅନେକ କିଛି ଖର୍ଚ୍ଚ କରିଥାଆନ୍ତି । ମାତ୍ର ପ୍ରତିଦିନ ସକାଳେ କିମ୍ବା ସନ୍ଧ୍ୟା ସମୟରେ ଆପଣ ଅଳ୍ପ କିଛି ସମୟ ଯୋଗ କଲେ ଉତ୍ତମ ସ୍ୱାସ୍ଥ୍ୟ ଲାଭ କରିବେ । ଅନେକ ରୋଗ ସ୍ପର୍ଶ କରିପାରିବ ନାହିଁ । କେବଳ ସ୍ୱାସ୍ଥ୍ୟ ନୁହେଁ ମନ…