Browsing Category

ବିଶ୍ୱାସ

ଶାରଦୀୟ ନବରାତ୍ରୀର ଦ୍ୱିତୀୟ ଦିନରେ ମା ବ୍ରହ୍ମଚାରିଣୀଙ୍କ ଆରାଧନା କରନ୍ତୁ

ନବରାତ୍ରର ଦ୍ୱିତୀୟ ଦିନରେ ଭଗବତୀଙ୍କର ବ୍ରହ୍ମଚାରିଣୀ ସରୂପର ଆରାଧନା କରାଯାଏ । ମା ବ୍ରହ୍ମଚାରିଣୀ ଶୁଭ୍ର ବସ୍ତ୍ରପରିହିତା,ଦୁଇ ହସ୍ତରେ କମଣ୍ଡଳୁ ଓ ଜପମାଳା ଓ ପଦ୍ମ ଧରିଥାନ୍ତି । ସେ ପରମ ସନ୍ୟାସିନୀ । ଶ୍ରୀ ଶ୍ରୀ ଦେବୀ ଭାଗବତ ଅନୁସାରେ ଗିରିରାଜ କୁମାରୀ ପାର୍ବତୀ ଦେବର୍ଷି ନାରଦଙ୍କ…

ଶାରଦୀୟ ନବରାତ୍ରୀର ପ୍ରଥମ ଦିନ : ମା’ ଶୈଳପୁତ୍ରୀଙ୍କ ଆରାଧନା

ଆଶ୍ୱିନର ଶରତ ସକାଳରେ ଧରଣୀ ହେବ ପୁଲକିତ । ଗୃହଠାରୁ ଦେବାଳୟ ପର୍ଯ୍ୟନ୍ତ ସବୁଠାରେ ଜ୍ୟୋତିର୍ମୟୀ ଜଗନ୍ମାତାଙ୍କ ଆଗମନର ପଦଧ୍ୱନି । ଓଡ଼ିଶା ସମେତ ସାରାଦେଶରେ ଆରମ୍ଭ ହେବ ନବରାତ୍ର ବା ନବଦିନାତ୍ମକ ଶକ୍ତି ପୂଜା । ନବରାତ୍ରର ନଦଦିନରେ ମାଦଙ୍କର ନଦଟି ସ୍ୱରୂପର ଆରାଧନା କରାଯାଏ । ପ୍ରଥମ…

ଗଣେଶ ଚତୁର୍ଥୀର କଥା

ଥରେ ଶିବ ପାର୍ବତୀଙ୍କ ମଧ୍ୟରେ ମନାନ୍ତର ହୋଇଥିଲା । ଏଥିପାଇଁ ମା ପାର୍ବତୀ କୈଳାସ ଛାଡି ଏକ ଗୁମ୍ଫାରେ ବାସ କରୁଥିଲେ । ସେ ସ୍ନାନ କରିବା ସମୟରେ ହଳଦୀ ଚନ୍ଦନରୁ ଏକ ପ୍ରତିମା ତିଆରି କରିଥିଲେ । ସେଥିରେ ପ୍ରାଣ ପ୍ରତିଷ୍ଠା କରିଥିଲେ । ତାଙ୍କର ନାମ ଦେଇଥିଲେ ଗଣେଶ । ଗଣେଶ ଗୁମ୍ଫାରେ ପ୍ରହରା…

 ଗଣେଶ ପୂଜା ସହ ଜଡିତ ମାନ୍ୟତା

ଭଦ୍ରବମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଗଣାନନ ବିଘ୍ନହର୍ତ୍ତା, ଏକଦନ୍ତ ଗଜାନନନ ଦୟାବନ୍ତ ଗଣେଶଙ୍କର ପୂଜା ଅନୁଷ୍ଠିତ ହୋଇଥାଏ । ଏହି ଦିନ ଲୋକମାନେ ମାଟିରେ ତିଆରି ପ୍ରତିମା ଘରେ ସ୍ଥାପନା କରିଥାଆନ୍ତି । ଗଣେଶ ଚତୁର୍ଥୀରେ ମୂର୍ତ୍ତୀରେ ପ୍ରାଣ ପ୍ରତିଷ୍ଠା କରାଯାଇଥାଏ । ଏଥିପାଇଁ…

ଜାଣନ୍ତୁ ଗଣେଶ ପୂଜାର ତାରିଖ, ତିଥି , ସମୟ ଓ ଶୁଭ ମୁହୁର୍ତ୍ତ

ଗଣେଶ ହେଉଛନ୍ତି ବିଘ୍ନହର୍ତ୍ତା , ଗଜାନନ, ପାର୍ବତୀଙ୍କର ପୁତ୍ର । ସେ ଭକ୍ତଙ୍କର ସମସ୍ତ କଷ୍ଟ ନିବାରଣ କରନ୍ତି । ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଗଣେଶ ପୂଜା ପଡୁଛି। ଭାଦ୍ରମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିର ଗଣେଶ ପୂଜା ହୋଇଥାଏ । ଗଣେଶ ଚତୁର୍ଥୀ ତାରିଖସ ସମୟ ଓ ଶୁଭ ମୁହୁର୍ତ୍ତ ଗଣେଶ…

ଭାଦ୍ରବମାସ କୃଷ୍ଣ ଦ୍ୱାଦଶୀରେ ଜଗନ୍ନାଥଙ୍କର ପ୍ରଳମ୍ବାସୁର ବଧ ବେଶ ଓ ଲୀଳୀ

ପୁରୀ - ଜନ୍ମଷ୍ଟମୀ ପରଠାରୁ ଶ୍ରୀମନ୍ଦିରର ଶ୍ରୀଜୀଉମାନଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ । କୃଷ୍ଣ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ କାଳୀୟ ଦଳନ ବେଶ ଅନୁଷ୍ଠିତ ହୋଇଯାଇଛି । ମଧ୍ୟାହ୍ନ ଦୂପ ପରେ ତିନି ଖଣ୍ଡ ଆଜ୍ଞାମାଳ ହୋଇଥାଏ । ମଧ୍ୟାହ୍ନ ଧୂପ ପରେ ଦକ୍ଷିଣ ଘର ଭୋଗ ସରିଲେ ମଦନମୋହନ ଓ…

ଭାଦ୍ରବ କୃଷ୍ଣ ଏକାଦଶୀ ତିଥିରେ ଜଗନ୍ନାଥଙ୍କର ଅନୁଷ୍ଠିତ ହେଲା କାଳୀୟ ଦଳନ ଓ ଧେନୁକାସୁର ବଧ ଲୀଳା

ପୁରୀ - କୃଷ୍ଣ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ କାଳୀୟ ଦଳନ ବେଶ ଅନୁଷ୍ଠିତ ହୋଇଯାଇଛି । ମଧ୍ୟାହ୍ନ ଦୂପ ପରେ ତିନି ଖଣ୍ଡ ଆଜ୍ଞାମାଳ ହୋଇଥାଏ । ମଧ୍ୟାହ୍ନ ଧୂପ ପରେ ଦକ୍ଷିଣ ଘର ଭୋଗ ସରିଲେ ମଦନମୋହନ ଓ ରାମ କୃଷ୍ଣ ଭିତର ସିଂହାସନକୁ ବେଜ କରିଥିଲେ । ଏହାପରେ ଲୋକନାଥ ରାସ୍ତାରେ ଥିବା ଲବଣୀ…

ଜନ୍ମାଷ୍ଟମୀ ପାଇଁ ଶ୍ରୀକ୍ଷେତ୍ର ଚଳ ଚଞ୍ଚଳ, ୬ଟାରୁ ରାତି ୧୧ଟା ସାଧାରଣ ଭକ୍ତଙ୍କର ଦର୍ଶନ ବନ୍ଦ

ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅବସରରେ ଶୁକ୍ରବାରରେ ରାଜ୍ୟବ୍ୟାପୀ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମ ମହୋତ୍ସବ ପାଳନ କରାଯାଉଛି । ଏଥିଲାଗି ପୁରୀ ଶ୍ରୀମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ପାରମ୍ପରିକ ରୀତିମତେ ବଡ଼ ଦେଉଳରେ ପାଳିତ ହେବାକୁ ଥିବା ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଏକ ଗୁପ୍ତନୀତି…

ଶ୍ରୀମନ୍ଦିରରେ କୃଷ୍ଣ ଲୀଳା ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ

ପୁରୀ . - ଭାଦ୍ରବ ମାସ କୃଷ୍ଣ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ କୃଷ୍ଣ ଜ୍ନମା ଷ୍ଟମୀ ଉତ୍ସବ ପାଳନ କରାଯାଏ । ଭାଦ୍ରବ କୃଷ୍ଣ ସପ୍ତମୀ ଠାରୁ ଶୁକ୍ଳପକ୍ଷ ଦଶମୀ ପର୍ଯ୍ୟନ୍ତ ବିଭିନ୍ନ କୃଷ୍ଣ ଲୀଳା ଅନୁଷ୍ଠିତ ହୁଏ ।  କୃଷ୍ଣ ସପ୍ତମୀରେ ଜେଉଡ ଭୋଗ ହୋଇଛି । ଅଷ୍ଟମୀ ତିଥିରେ କୃଷ୍ଣ ଜନ୍ମନୀତି…

କୃଷ୍ଣ ଓ ସୁଦାମା ବନ୍ଧୁତ୍ୱର ଜ୍ୱଳନ୍ତ ଉଦାହରଣ

ପିଲାଦିନେ ବୃନ୍ଦାବନରେ ଗୁରୁକୂଳରେ ଶିକ୍ଷା ଗ୍ରହଣ କରିବା କୃଷ୍ଣ ଓ ସୁଦାମା ବେଶ୍‌ ଭଲ ବନ୍ଧୁ ଥିଲେ। ମଥୁରା  ଆସିବା ପରେ କୃଷ୍ଣ ଯେପରି ସୁଦାମାଙ୍କୁ ପାଶୋରି ଯାଇଥିଲେ । ହେଲେ ଯେଉଁ ଦିନ କୃଷ୍ଣ ଓ ସୁଦାମାଙ୍କର ପୁଣି  ଭେଟ ହେଲା ତାହା କାଳ କାଳ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଉଦାହରଣ ହୋଇ…