Browsing Category

ବଜାର

୩୧ ଅଗଷ୍ଟ, ୨୦୧୮ ସୁଦ୍ଧା ଆୟକର ରିଟର୍ଣ୍ଣ ଦାଖଲରେ ୭୧ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ -  ୨୦୧୮ ଆର୍ଥିକ ବର୍ଷରେ (ରିଟର୍ଣ୍ଣ ଦାଖଲ କରିବାର ସମ୍ପ୍ରସାରିତ ତାରିଖ ୩୧ ଅଗଷ୍ଟ, ୨୦୧୮ ସୁଦ୍ଧା) ଦାଖଲ କରାଯାଇଥିବା ଆୟକର ରିଟର୍ଣ୍ଣ (ଓଞଜ) ସଂଖ୍ୟାରେ ଗତବର୍ଷ ତୁଳନାରେ ଚଳିତ ବର୍ଷର ସେହି ଅବଧି ସୁଦ୍ଧା ଉଲ୍ଲେଖନୀୟ ସୁଧାର ହୋଇଛି । ୩୧ ଅଗଷ୍ଟ, ୨୦୧୮ ସୁଦ୍ଧା ‘ଇ-ଫାଇଲ’ର…

ଅଗଷ୍ଟ ୨୦୧୮ ପାଇଁ ଜିଏସଟି ରାଜସ୍ୱ ଆଦାୟ ୯୪ ହଜାର କୋଟି ଟଙ୍କାରେ ପହଁଚିଲା

ନୂଆଦିଲ୍ଲୀ . -ଅଗଷ୍ଟ ୨୦୧୮ ପାଇଁ ଜିଏସଟି ରାଜସ୍ୱ ସଂଗ୍ରହ ୯୩,୯୬୦ କୋଟି ଟଙ୍କାରେ ପହଁଚିଛି । ଏଥିମଧ୍ୟରେ ସିଜିଏସଟି ପରିମାଣ ୧୫,୩୦୩ କୋଟି, ଏସଜିଏସଟି ୨୧,୧୫୪ କୋଟି ଏବଂ ଆଇଜିଏସିଟି ୪୯,୮୭୬ କୋଟି (ଆମଦାନୀ ଉପରେ ଆଦାୟ ହୋଇଥିବା ୨୬,୫୧୨ କୋଟି) ଏବଂ ସେସ ୭,୬୨୮ କୋଟି (ଆମଦାନୀ ଉପରେ…

ରେଳ କ୍ଷେତ୍ରରେ ଉନ୍ନତି ପାଇଁ ଭାରତ, କୋରିଆ ସହଯୋଗ ବୁଝାମଣା

ନୂଆଦିଲ୍ଲୀ. -ରେଳ କ୍ଷେତ୍ରରେ ବୈଜ୍ଞାନିକ ଓ ବୈଷୟିକ ସହଯୋଗକୁ ସୁଦୃଢ଼ କରିବା ତଥା ପ୍ରୋତ୍ସାହନ ଦେବା ଲାଗି ଗବେଷଣା ଡିଜାଇନ ଏବଂ ମାନକ ସଂଗଠନ (ଆରଡିଏସଓ), ଭାରତ ଏବଂ କୋରିଆ ରେଳ ରୋଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (କେଆରଆଇ) ମଧ୍ୟରେ ସହଯୋଗ ଲାଗି ବୁଝାମଣାପତ୍ର ବିଷୟରେ ପ୍ରଧାନମନ୍ତ୍ରୀ ଶ୍ରୀ…

ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର , ଧର୍ମେନ୍ଦ୍ର କହିଲେ ଆମେରିକା ଦାୟୀ 

ନୂଆଦିଲ୍ଲୀ : ଗତ ଦୁଇ ସପ୍ତାହ ହେଲା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି  ଅବ୍ୟାହତ ରହିଛି  । ତେବେ ଏହା ଅନ୍ତର୍ଜାତୀୟ ବଜାରର ପ୍ରଭାବ ଯୋଗୁଁ ହେଉଛି ବୋଲି କହିଛନ୍ତି ତେଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଭିନ୍ନ ଦେଶ ସହିତ ଆମେରିକାର ବାଣିଜ୍ୟ କଟକଣା ଫଳରେ କେବଳ ଟଙ୍କା ନୁହେଁ…

ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଲାଗି ଭାରତ ଓ ବୁଲଗେରିଆ ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ.- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଦେବା ଲାଗି ଭାରତ ଏବଂ ବୁଲଗେରିଆ ମଧ୍ୟରେ ବୁଝାମଣା (ଏମଓୟୁ) ସ୍ୱାକ୍ଷର କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏଥିରେ ନିମ୍ନ ଲିଖିତ…

ଭାରତ ୨୦୨୫ ରେ ରପ୍ତାନୀ ଦୁଇଗୁଣ କରିବ

ନୂଆଦିଲ୍ଲୀ.-କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଅଗଷ୍ଟ ୨୭ ତାରିଖରେ ବିଭିନ୍ନ ରପ୍ତାନୀ ଭାଗିଦାରୀ ଏବଂ ବାଣିଜ୍ୟ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହ ବୈଠକ କରିଥିଲେ ଯେଉଁଥିରେ ଭାରତର ରପ୍ତାନୀରେ ନୂତନ ଶକ୍ତି ଭରିବା ଏବଂ ଏହାକୁ ୨୦୧୫…

ଭାରତୀୟ ବଜାରରେ ସାମସଙ୍ଗ୍ ଗାଲାକ୍ସି ଏ୮ ଷ୍ଟାର୍ , ଜାଣନ୍ତୁ ଏହାର ମୂଲ୍ୟ

ଭୁବନେଶ୍ୱର : ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ସାମସଙ୍ଗ୍ ପକ୍ଷରୁ ଗାଲାକ୍ସି ଏ୮ ଷ୍ଟାର୍ କୁ ଉନ୍ମୋଚନ କରାଯାଇଛି। ଏଥିରେ ବଡ଼ ଇନଫିନିଟି ଡିସ୍ପ୍ଲେ ଓ ଡୁଆଲ୍ ଇଂଟେଲିକ୍ୟାମ୍ ରହିଛି। ଏହାର ସ୍ଲିମ୍ ଡିଜାଇନ୍ ଓ ଉନ୍ନତ ବୈଶିଷ୍ଟ୍ୟ ବ୍ୟବହାରକାରୀଙ୍କୁ ଉତ୍କୃଷ୍ଟ ସ୍ମାର୍ଟଫୋନ୍ ଅନୁଭୂତି ପ୍ରଦାନ କରିବ।…

ଜାଣନ୍ତୁ, ଗୁଡର ଖାଇବାର ରହିଛି ଏହି ସବୁ ଫାଇଦା

ସପ୍ତାହ ପର୍ୟ୍ୟନ୍ତ ଭୋଜନ ପରେ ଗୁଡ଼ ଖାଇଲେ ତ୍ବଚାରେ ବିଶେଷ ଚମକ ଆସିଥାଏ। ଯୁବତୀ ଓ ମହିଳାମାନେ ଏହା ଖାଇ ନିଜେ ପରୀକ୍ଷା କରିପାରିବେ। ଗୁଡ଼ରେ ଥିବା କ୍ୟାଲସିୟମ୍ ଓ ଫସଫରସ୍ ହାଡ଼କୁ ମଜବୁତ୍ କରିଥାଏ। ଦୁର୍ବଳ ଲାଗୁଥିଲେ ୧ ଚାମଚ ଗୁଡ଼ ଭୋଜନ ପରେ ଖାଆନ୍ତୁ। ୨-୩ ଦିନ ମଧ୍ୟରେ ଏହାର…

ଏହି ତିନୋଟି ହାଇଏଣ୍ଡ ସ୍ମାର୍ଟଫୋନ୍‌ର ବିଲୁକୁଲ୍‌ ନୂଆ ଫିଚର୍‌, ୪୦ ଏମ୍‌ପି କ୍ୟାମେରା ସେନସ୍‌ର

ଏବେ ବଜାରରେ ଓ ଅନ୍‌ଲାଇନ୍‌ ବିଭିନ୍ନ ସ୍ମାର୍ଟଫୋନ୍‌ ଉପଲବ୍ଧ ହେଉଛି । ଏଥିରେ ନୂଆ ନୂଆ ଫିଚର ଆସୁଛି । ଅନ୍ୟ ଓଏସ୍‌ ଅପେକ୍ଷା ଆଣ୍ଡ୍ରଏଡ୍‌ ଓଏସ୍‌ ଥିବା ଫୋନ୍‌ମାନଙ୍କର ଚାହିଦା ବୃଦ୍ଧି ପାଉଛି । ତେବେ ସାମସଙ୍ଗ,  ଭିଭୋ ଓ ହୁଓ୍ୱାଇ ସ୍ୱତନତ୍ର ଫିଚର ଥିବା ସ୍ମାର୍ଟ ଫୋନ୍‌ ଲଞ୍ଚ୍ …

କେମିତି ଖୋଲିବେ ଜିରୋ ବାଲାନ୍ସ ସେଭିଙ୍ଗ୍‌ ଆକାଉଣ୍ଟ,  ଦରକାର ନାହିଁ ମିନିମମ୍‌ ବାଲାନ୍ସ

ନୂଆଦିଲ୍ଲୀ: ଏବେ ବ୍ୟାଙ୍କଖାତାରେ କି ଆକାଉଣ୍ଟରେ ମିନିମମ୍‌ ବାଲାନ୍ସ ଟଙ୍କା ନ ଥିଲେ ମାସ ଶେଷରେ ଜରିମାନା ଦେବାକୁ ପଡୁଛି । କିଛି ଆକାଉଣ୍ଟରେ ମାଇନସ୍‌ ବାଲାନ୍ସ ବି ହୋଇଯାଉଛି । ମାତ୍ର ଆପଣ ବିଭିନ୍ନ ବ୍ୟାଙ୍କରେ ଜିରୋ ବାଲାନ୍ସ ଆକାଉଣ୍ଟ ଖୋଲି ପାରିବେ ଏଥିପାଇଁ ଟଙ୍କା ଜମା ଦେବା ଦରକାର…