Sign in
Sign in
Recover your password.
A password will be e-mailed to you.
Browsing Category
ବଜାର
ଏବେ ରେଳରେପ୍ରତି ଟିକେଟ ଉପରେ ସର୍ବାଧିକ ୫୦ ଟଙ୍କା ରିହାତି ମିଳିବ- ୟୁପିଆଇ ଏବଂ ଭିମ୍ ଆପ୍ ବ୍ୟବହାର କଲେ ରିହାତି
(ୟୁପିଆଇ) ଆପ୍ ବ୍ୟବହାର କରି ଟିକେଟ୍ କ୍ରୟ ଉପରେ ୫ଧରିହାତି ପ୍ରଦାନ କରୁଛି
ଡିଜିଟାଲ୍ ଇଣ୍ଡିଆ ଅଭିଯାନରେ ଲୋକଙ୍କୁ ଡିଜିଟାଲ୍ ସଶକ୍ତୀକରଣ କରିବା ଏବଂ ଡିଜିଟାଲ୍ ପ୍ରୟୋଗକୁ ଲୋକପ୍ରିୟ କରାଇବା ପାଇଁ ରେଳ ମନ୍ତ୍ରଣାଳୟ ଭୀମ୍ ଆପ୍ଲିକେସନ ସମେତ ୟୁନିଫାଏଡ୍ ପେମେଣ୍ଟସ୍!-->!-->!-->…
ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି
କୋଭିଡ୍ କଟକଣା ସହିତ ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ସମ୍ବଲପୁରର ମା ସମଲେଶ୍ୱରୀ ମନ୍ଦିର ଖୋଲିଛି । କୋଭିଡ୍ ନିୟମ ମାନି ଲୋକେ ମାଆଙ୍କୁ ଦର୍ଶନ କରୁଛନ୍ତି । ସହରର ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି ।
ସେହିପରି ଆସନ୍ତାକାଲିଠାରୁ!-->!-->!-->…
୨୫ କୋଟି ଡୋଜ୍ କୋଭିଶିଲ୍ଡ ଓ ୧୯ କୋଟି ଡୋଜ୍ କୋଭାକ୍ସିନ୍ କିଣାଯିବ -ସାର୍ବଜନୀନ ଟିକାକରଣ ଲକ୍ଷ୍ୟ ହାସଲ ନିମନ୍ତେ ଟିକା…
ଭାରତ ସରକାର ପ୍ରଭାବୀ ଟିକାକରଣ ଅଭିଯାନ ନିମନ୍ତେ ‘ସମ୍ପୂର୍ଣ୍ଣ ସରକାର’ ଦୃଷ୍ଟିକୋଣ ସହିତ ଚଳିତ ବର୍ଷ ଜାନୁଆରୀ ୧୬ ତାରିଖ ଠାରୁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ପ୍ରୟାସରେ ସହାୟତା କରି ଆସୁଛନ୍ତି। କେନ୍ଦ୍ର ସରକାରଙ୍କୁ ମିଳିଥିବା ବିଭିନ୍ନ ପ୍ରସ୍ତାବଗୁଡ଼ିକର ଆଧାରରେ…
ପୁଣେର ଏକ କାରଖାନାରେ ଅଗ୍ନିକାଣ୍ଡ ଜନିତ ପ୍ରାଣହାନି ଯୋଗୁଁ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ -ଅନୁକମ୍ପା ରାଶି ଘୋଷଣା
ମହାରାଷ୍ଟ୍ରର ପୁଣେସ୍ଥିତ ଏକ କାରଖାନାରେ ଘଟିଥିବା ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ଅନୁକମ୍ପା ରାଶି ମଧ୍ୟ ଘୋଷଣା କରିଛନ୍ତି ।
…
ଅକ୍ସିଜେନ କନସେଣ୍ଟ୍ରେଟରର ବିକ୍ରି ଉପରେ ସୀମା ନିର୍ଦ୍ଧାରଣ କଲେ ସରକାର -୭୦%ରେ ନିର୍ଦ୍ଧାରଣ ହେଲା ବିକ୍ରି…
କୋଭିଡ ମହାମାରୀ କାରଣରୁ ଦେଖାଦେଇଥିବା ଅଭୂତପୂର୍ବ ପରିସ୍ଥିତି କାରଣରୁ ନିକଟରେ ଅକ୍ସିଜେନ କନସେଣ୍ଟ୍ରେଟରଗୁଡ଼ିକର ସର୍ବାଧିକ ଖୁଚୁରା ମୂଲ୍ୟ (ଏମଆରପି) ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ଅକ୍ସିଜେନ କନସେଣ୍ଟ୍ରେଟରଗୁଡ଼ିକର ମୂଲ୍ୟ ନିୟନ୍ତ୍ରଣ ପାଇଁ ତତ୍ପରତାପୂର୍ବକ…
ଦୀର୍ଘସ୍ଥାୟୀ ସହରୀ ବିକାଶ କ୍ଷେତ୍ରରେ ଭାରତ ଓ ଜାପାନ ମଧ୍ୟରେ ସହଯୋଗ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଦୀର୍ଘସ୍ଥାୟୀ ସହରୀ ବିକାଶ ନିମନ୍ତେ ଭାରତ ସରକାରଙ୍କ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏବଂ ଜାପାନର ମିନିଷ୍ଟ୍ରି ଅଫ ଲ୍ୟାଣ୍ଡ, ଇନଫ୍ରାଷ୍ଟ୍ରକ୍ଚର, ଟ୍ରାନ୍ସପୋର୍ଟ ଆଣ୍ଡ ଟୁରିଜିମ ମନ୍ତ୍ରଣାଳୟ ମଧ୍ୟରେ…
ଇପିଏଫଓ ସଦସ୍ୟମାନଙ୍କୁ ଦ୍ୱିତୀୟ କୋଭିଡ-୧୯ ଅଗ୍ରୀମ ଉଠାଣ ପାଇଁ ଅନୁମତି – କୋଭିଡ-୧୯ ମହାମାରୀର ଦ୍ୱିତୀୟ…
କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହରୀ ସମୟରେ ନିଜର ଉପଭୋକ୍ତାମାନଙ୍କୁ ସହାୟତା କରିବା ଲାଗି କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ଆଗେଇ ଆସିଛି। ଇପିଏଫଓ ସଦସ୍ୟମାନଙ୍କୁ ଦ୍ୱିତୀୟ ନନ-ରିଫଣ୍ଡେବଲ (ଅଣଫେରସ୍ତଯୋଗ୍ୟ) କୋଭିଡ-୧୯ ଅଗ୍ରିମର ଲାଭ ନେବା ନିମନ୍ତେ ଅନୁମତି ଦିଆଯାଇଛି। ପୂର୍ବରୁ…
ବ୍ୟାଟେରୀ ଚାଳିତ ଯାନର ପଞ୍ଜୀକରଣ ପ୍ରମାଣପତ୍ର(ଆରସି) ନବୀକରଣ ସମୟରେ ଫି ଛାଡ କରିବା ପାଇଁ ପରିବହନ ଓ ରାଜମାର୍ଗ…
ପୋଷ୍ଟ କରାଯିବା ଦିନାଙ୍କ: ୦୧ ଔଟଘ ୨୦୨୧ ୧୦:୪୫ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ୨୦୨୧ ମେ’ ମାସ ୨୭ତାରିଖରେ ଏକ ଚିଠା ବିଜ୍ଞପ୍ତି ଜାରି କରାଯାଇଛି । ଏଥିରେ କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ରେ କେତେକ ସଂଶୋଧନ କରାଯାଇ ବ୍ୟାଟେରୀ ଚାଳିତ ଯାନର ପଞ୍ଜୀକରଣ ପ୍ରମାଣପତ୍ର…
କୋଭିଡ୍ କାରଣରୁ ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇଥିବା ପରିବାରଙ୍କ ସହାୟତା ଲାଗି ଆହୁରି ଅଧିକ ପଦକ୍ଷେପ ଘୋଷଣା କଲେ…
ନୂଆଦିଲ୍ଲୀ - “ପିଲାଙ୍କ ପାଇଁ ପିଏମ କେୟାର୍ସ-କୋଭିଡ ପ୍ରଭାବିତ ପିଲାମାନଙ୍କର ସଶକ୍ତିକରଣ” ଯୋଜନା ଅନ୍ତର୍ଗତ ଭାରତ ସରକାର ଅନେକଗୁଡ଼ିଏ ସହାୟତା ପଦକ୍ଷେପ ଘୋଷଣା କରିଛନ୍ତି। ଏହା ବ୍ୟତୀତ କୋଭିଡ କାରଣରୁ ରୋଜଗାରକ୍ଷମ ସଦସ୍ୟଙ୍କୁ ହରାଇଥିବା ପରିବାରର ସହାୟତା ପାଇଁ…
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଓ ଆଇବିଏର ସାମ୍ବାଦିକ ସମ୍ମିଳନୀ – କୋଭିଡ୍ ମହାମାରୀର ମୁକାବିଲା ଲାଗି ବିଭିନ୍ନ…
ଭୁବନେଶ୍ୱର: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ର ଅଧ୍ୟକ୍ଷ ଦୀନେଶ ଖାରା ଓ ଆଇବିଏର ଅଧ୍ୟକ୍ଷ ରାଜକିରଣ ରାୟ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁନୀଲ ମେହତା ଆଜି ଏକ ଯୁ୍ଗ୍ମ ସାମ୍ବାଦିକ ସମ୍ମଳିନୀରେ କୋଭିଡ୍ ମହାମାରୀର ମୁକାବିଲା ଲାଗି ବିଭିନ୍ନ ପ୍ରକାର ସହାୟତା ଓ ରାଷ୍ଟ୍ରୟତ…