Sign in
Sign in
Recover your password.
A password will be e-mailed to you.
Browsing Category
ବଜାର
ଉତ୍ସବ ଋତୁରେ ଡିସିବି ସୁରକ୍ଷା ଫିକ୍ସଡ୍ ଡିପୋଜିଟ୍ ଦେଉଛି ଉଭୟ ଅର୍ଥ ଓ ଜୀବନର ପ୍ରତିଶ୍ରୁତି
ଭୁବନେଶ୍ୱର: ଡିସିବି ସୁରକ୍ଷା ଏଫ୍ଡି ପୁଣି ଥରେ ପ୍ରତ୍ୟାବର୍ତନ କରିଛି । ଏହି ଉତ୍ସବ ଋତୁରେ ତାହା ଗ୍ରାହକମାନଙ୍କୁ ଅଧିକ ସଂଚୟ ଓ ଅଧିକ ଆୟ କରିବାର ସୁଯୋଗ ପ୍ରଦାନ କରିବ । ସୁରକ୍ଷା ଏଫ୍ଡିରେ ବ୍ୟାଙ୍କ୍ ପକ୍ଷରୁ ଗ୍ରାହକମାନଙ୍କୁ ମାଗଣାରେ ଜୀବନ ବୀମା ପ୍ରଦାନ କରାଯାଉଛି । ଡିସିବି!-->…
ଖାଇବା ତେଲ ଦର ଗତବର୍ଷ ଅପେକ୍ଷା ସେପ୍ଟେମ୍ବର ମାସରେ ହ୍ରାସ ପାଇଛି
ଦେଶରେ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିଶେଷ କରି ଖାଇବା ତେଲ ଦର ଗତବର୍ଷ ଅପେକ୍ଷା ସେପ୍ଟେମ୍ବର ମାସରେ ହ୍ରାସ ପାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଅନ୍ତଃରାଷ୍ଟ୍ରୀୟ ବଜାରରେ ଖାଇବା ତେଲ ଦର ମଧ୍ୟ ହ୍ରାସ ପାଇଛି । କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ!-->…
ଭାରତରେ ହୋଣ୍ଡା ଆଣିବ ନୂଆ ଇଲେକ୍ଟ୍ରିକ୍ ମୋଟରସାଇକଲ୍ ମଡେଲ୍
୨୦୨୩ ସୁଦ୍ଧା ଫ୍ଲେକ୍ସ ଫୁଏଲ୍ ମୋଟରସାଇକଲ୍ ଉପସ୍ଥାପନ କରିବ ୨୦୨୫ ସୁଦ୍ଧା ୧୦ ଇଲେକ୍ଟ୍ରିକ୍ ମୋଟରସାଇକଲ୍ ମଡେଲ୍ ଆଣିବ
ଭୁବନେଶ୍ୱର: ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା ଏବଂ ପରିବେଶ ପ୍ରତିରହିଥିବା ପ୍ରତିବଦ୍ଧତାକୁ ପାଳନ କରିବା ଲାଗି ହୋଣ୍ଡା ମୋଟରସାଇକଲ୍ ପକ୍ଷରୁ ବଡ଼!-->!-->!-->…
ଜେକେ ଟାୟାର ପକ୍ଷରୁ ନୂଆ “ଜେଡ୍ଷ୍ଟିଲ୍ ଜେଡ୍ଡିଏଚ୍ ଏକ୍ସଏମ୍’ ଓ “ଜେଟ୍ୱେ ଜେୟୁସି ଏକ୍ସଏମ୍’ର ଉନ୍ମୋଚନ ସହ…
ଏହି ନୂଆ ଟାୟାରରେ ରହିଛି ଉନ୍ନତ ପ୍ରଯୁକ୍ତି, ଅଧିକ ଦୀର୍ଘସ୍ଥାୟୀ ଓ ଉତମ ଇନ୍ଧନ ମିତବ୍ୟୟିତା ପ୍ରଦାନ କରୁଛିଭୁବନେଶ୍ୱର: ଭାରତର ପ୍ରମୁଖ ଟାୟାର କଂପାନି ତଥା ଟ୍ରକ୍ ଓ ବସ୍ ରାଡିଆଲ୍ ଟାୟାର କ୍ଷେତ୍ରର ଅଗ୍ରଣୀ ସଂସ୍ଥା ଜେକେ ଟାୟାର ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ!-->!-->!-->…
ମୋବାଇଲ୍ ଗେମ୍ ଜରିଆରେ କୋଲକତାର ଅମିର ଖାଁ ନାମକ ଜଣେ ବ୍ୟକ୍ତି କୋଟି କୋଟି ଟଙ୍କା ଠକେଇ କରିଛନ୍ତି – ଇଡି…
ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ମୋବାଇଲ୍ ଗେମିଂ ଆପ୍ଲିକେସନ୍ ସମ୍ବନ୍ଧୀୟ ଏକ ତଦନ୍ତରେ ଆଜି କୋଲକାତାର ୬ଟି ସ୍ଥାନରେ ଖାନ୍ତଲାସି କରିଛି । ଖାନ୍ତଲାସି ସମୟରେ ୭ କୋଟିରୁ ଅଧିକ ଟଙ୍କାର ନଗଦ ଅର୍ଥ ଜବତ କରାଯାଇଛି । ଅମିର ଖାଁ ନାମକ ଜଣେ ବ୍ୟକ୍ତି ସେହି ମୋବାଇଲ୍ ଗେମିଂ!-->…
ଟିପିଏସ୍ଓଡିଏଲ୍ ପକ୍ଷରୁ ମହିଳାଙ୍କ ଦ୍ୱାରା ପରିଚାଳିତ ଗ୍ରାହକ ସମ୍ପର୍କ କେନ୍ଦ୍ରର ଶୁଭାରମ୍ଭ
ବ୍ରହ୍ମପୁର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବ୍ରହ୍ମପୁରରେ ସମ୍ପୂର୍ଣ୍ଣ ରୂପେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ଗ୍ରାହକ ସମ୍ପର୍କ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଏହି!-->!-->!-->…
ଭାରତ ଓ ବାଂଲାଦେଶ ମଧ୍ୟରେ ଜାହାଜରେ ପରିବହନ ବ୍ୟବସ୍ଥା ଆଉ
ଏକ ପାଦ ଅଗ୍ରସର
ଭାରତ ଓ ବାଂଲାଦେଶ ମଧ୍ୟରେ ଜାହାଜରେ ପରିବହନ ବ୍ୟବସ୍ଥା ଆଉ ଏକ ପାଦ ଅଗ୍ରସର ହୋଇଛି । ଗତ ଶନିବାର ଦିନ ଶ୍ୟାମାପ୍ରସାଦ ମୁଖାର୍ଜୀ ବନ୍ଦରରୁ ମୋଙ୍ଗଲା ବନ୍ଦର ମଧ୍ୟରେ ଏକ ମାଲ୍ବାହୀ ଜାହାଜର ସାନି ପରୀକ୍ଷାମୂଳକ ଚଳାଚଳ କରାଯାଇଛି । ଆମର ଢାକା ସମ୍ବାଦଦାତା କହିଛନ୍ତି ଚଟଗ୍ରାମ ଓ ମୋଙ୍ଗଲା!-->…
ଆମେରିକାରେ ୨୦୨୨ ଆର୍ଥିକ ବର୍ଷର ଦ୍ୱିତୀୟ ତିନିମାସ ସମୟରେ
ଜି.ଡି.ପି. ବାର୍ଷିକ ଶତକଡ଼ା ଶୂନ ଦଶମିକ ୯ ଭାଗ ହାରରେ ହ୍ରାସ…
ଆମେରିକାରେ ୨୦୨୨ ଆର୍ଥିକ ବର୍ଷର ଦ୍ୱିତୀୟ ତିନିମାସ ସମୟରେ ଜି.ଡି.ପି. ବାର୍ଷିକ ଶତକଡ଼ା ଶୂନ ଦଶମିକ ୯ ଭାଗ ହାରରେ ହ୍ରାସ ପାଇଛି । ଆମେରିକା ବାଣିଜ୍ୟ ବିଭାଗ ପକ୍ଷରୁ ଏହା କୁହାଯାଇଛି । କ୍ରମାନ୍ୱୟରେ ଆର୍ଥିକ ବର୍ଷର ପ୍ରଥମ ଓ ଦ୍ୱିତୀୟ ତିନି ମାସ ସମୟ ପାଇଁ ଜି.ଡି.ପି. ହାରରେ ଏଭଳି!-->…
ରାଜ୍ୟ ସରକାର ଶିଳ୍ପାୟନକୁ ଗୁରୁତ୍ୱ ଦେଉଛନ୍ତି
ରାଜ୍ୟ ସରକାର ଶିଳ୍ପାୟନକୁ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ହୋଇ ରାଜ୍ୟର ଅର୍ଥନୀତି ବୃଦ୍ଧି ପାଇବା ସହ ସ୍ଥାନୀୟ ଅଞ୍ଚଳରେ କିପରି ରୋଜଗାର ସୃଷ୍ଟି ହେବ ସେ ନେଇ ସରକାର ତତ୍ପର ଅଛନ୍ତି । ତେଣୁ ବିଧାୟକ ମାନେ ସେମାନଙ୍କ ଅଞ୍ଚଳରେ କେହି ଶିଳ୍ପ କିମ୍ବା!-->…