Browsing Category

ବଜାର

କୋଟେକ୍ସ ପକ୍ଷରୁ କୋଟେକ୍ସ ପ୍ରୋହେଲ୍‌ଥ+ର ଶୁଭାରମ୍ଭ

ଭୁବନେଶ୍ୱର: କିମ୍ବର୍ଲି କ୍ଲାର୍କର ବ୍ରାଣ୍ଡ୍ କୋଟେକ୍ସ ପକ୍ଷରୁ କୋଟେକ୍ସ ପ୍ରୋହେଲ୍‌ଥ+ ସାନିଟାରି ପ୍ୟାଡ୍‌ର ଶୁଭାରମ୍ଭ କରାଯାଇଛି । ଋତୁଶ୍ରାବ ସମୟରେ ସୁସ୍ଥକର ସୁରକ୍ଷାକୁ ନିଶ୍ଚିତ କରିବା ଲାଗି କଂପାନି ଏହି ସଦ୍ୟତମ ଉତ୍ପାଦର ବିକାଶ କରିଛି । ଏହା ଜରିଆରେ କଂପାନି ଏହା ଜଣାଇବାକୁ…

ମହିନ୍ଦ୍ରା ପକ୍ଷରୁ ନୂଆ ଇଲେକ୍ଟ୍ରିକ୍ ଏସ୍‌ୟୁଭି “ଏକ୍ସୟୁଭି୪୦୦” ଉନ୍ମୋଚିତ; ଦାମ୍ ୧୫.୯୯ ଲକ୍ଷ ଟଙ୍କା

ଭୁବନେଶ୍ୱର: ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପକ୍ଷରୁ ଏହାର ପ୍ରଥମ ଇଲେକ୍ଟ୍ରିକ୍ ଏସ୍‌ୟୁଭି “ଏକ୍ସୟୁଭି୪୦୦”କୁ ବିଶ୍ୱ ଇଭି ଦିବସରେ ଉନ୍ମୋଚନ କରାଯାଇଛି । ଇଲେକ୍ଟ୍ରିକ୍ ଗାଡ଼ି ବିପ୍ଳବରେ ସାମିଲ ହେବାକୁ ଚାହୁଥିବା ଗ୍ରାହକମାନଙ୍କୁ ନଜରରେ ରଖି ଏହାର ଡିଜାଇନ୍ ଓ ଇଞ୍ଜିନୟରିଂ ପ୍ରସ୍ତୁତ…

ଟାଟା ଷ୍ଟିଲ ମାଇନିଂ ପକ୍ଷରୁ ଫେରୋ ଆଲୟେଜ୍ ଏବଂ ଅନ୍ୟ ଖଣିଜ ପଦାର୍ଥ ବିକ୍ରୟ ପାଇଁ ଅନ୍‌ଲାଇନ୍ ସେଲ୍ସ ପୋର୍ଟାଲର…

ଭୁବନେଶ୍ୱର : ଟାଟା ଷ୍ଟିଲ ମାଇନିଂ ପକ୍ଷରୁ ଫେରୋ ଆଲୟେଜ୍ ଏବଂ ଅନ୍ୟ ଖଣିଜ ପଦାର୍ଥ ଅନ୍‌ଲାଇନ୍‌ରେ ବିକ୍ରି କରିବା ପାଇଁ ଏହାର ଇ-ସେଲ୍ସ ପୋର୍ଟାଲର ଶୁଭାରମ୍ଭ କରାଯାଇଛି । ଏହି କ୍ଲାଉଡ଼ ଆଧାରିତ ଅନ୍‌ଲାଇନ୍ ପୋର୍ଟାଲର ଶୁଭାରମ୍ଭ ଟାଟା ଷ୍ଟିଲ ମାଇନିଂର ଗ୍ରାହକମାନଙ୍କୁ ସୂଚନା ସଂଗ୍ରହ,…

ଆଦାନି ଏଟଂରପ୍ରାଇଜେସ୍ ଲିମିଟେଡ୍‌ର ଏଫ୍‌ପିଓ ୨୦୨୩ ଜାନୁଆରି ୨୭ରେ ଖୋଲିବ

ଭୁବନେଶ୍ୱର: ଆଦାନି ଏଟଂରପ୍ରାଇଜେସ୍ ଲିମିଟେଡ୍‌ର ପ୍ରସ୍ତାବିତ ୨୦,୦୦୦ କୋଟି ଟଙ୍କାର ଫର୍ଦର ପବ୍ଲିକ୍ ଅଫରିଂ (ଏଫ୍‌ପିଓ) ୨୦୨୩ ଜାନୁଆରି ୨୭ ତାରିଖରେ ଖୋଲିବ । ଏହି ଏଫ୍‌ପିଓରେ ସାମିଲ ରହିଛି ଆଂଶିକ ପେଡ୍‌-ଅପ୍ ଇକ୍ୱିଟି ପୁଞ୍ଜି । ଏହି ଅଫରରେ ୫୦ କୋଟି ଟଙ୍କା ମୂଲ୍ୟର ଇକ୍ୱିଟି ସେୟାର…

ଟାଟା ଷ୍ଟିଲ ମାଇନିଂ ପକ୍ଷରୁ ଲଜିଷ୍ଟିକ୍ସ ପରିଚାଳନାର ସମ୍ପୁର୍ଣ୍ଣ ଡିଜିଟାଲ ସମାଧାନ ‘ଇ ଲଗ୍’ ଆପ୍ର ଶୁଭାରମ୍ଭ

ସୁକିନ୍ଦା: ଖନନ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ମାଧ୍ୟମରେ ଡିଜିଟାଲ ରୂପାନ୍ତରଣକୁ ତ୍ୱରାନ୍ୱିତ କରି ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍ଏମ୍ଏଲ୍) ପକ୍ଷରୁ ଖନନ କାର୍ଯ୍ୟକ୍ଷେତ୍ରରେ ସମସ୍ତ ପ୍ରକାର ଲଜିଷ୍ଟିକ୍ ସମ୍ପର୍କିତ ଆବଶ୍ୟକତାର ସମ୍ପୁର୍ଣ୍ଣ ସମାଧାନ ସ୍ୱରୁପ “ଇ-ଲଗ୍”…

ଟାଟା ଷ୍ଟିଲ ମାଇନିଂର ସୁକିନ୍ଦା କ୍ରୋମାଇଟ୍ ଖଣିରେ ଦୃଷ୍ଟିବାଧିତଙ୍କ ପାଇଁ ଆନ୍ତଃ-ରାଜ୍ୟ କ୍ରିକେଟ୍ ମ୍ୟାଚ୍ ଆୟୋଜିତ

ସୁକିନ୍ଦା: ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍ଏମ୍ଏଲ୍) ପକ୍ଷରୁ ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍ଏଫ୍) ସହଭାଗିତାରେ ବୁଧବାର ଦିନ ଓଡ଼ିଶା ଏକାଦଶ ଓ ଝାଡ଼ଖଣ୍ଡ ଏକାଦଶ ମଧ୍ୟରେ ଦୃଷ୍ଟିବାଧିତଙ୍କ ନିମନ୍ତେ ସବଳ ଆନ୍ତଃ ରାଜ୍ୟ କ୍ରିକେଟ୍ କପ୍ ଆୟୋଜିତ ହୋଇଯାଇଛି । ଓଡ଼ିଶାର ଯାଜପୁର…

ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ୨୦୨୨ ଡିସେମ୍ବରରେ ୨୫୦,୧୭୧ ଗାଡ଼ି ବିକ୍ରି

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ସକାରାତ୍ମକ ଢଙ୍ଗରେ ୨୦୨୨ ବର୍ଷକୁ ଶେଷ କରିଛି । କଂପାନି ପକ୍ଷରୁ ୨୦୨୨ ଡିସେମ୍ବର ବିକ୍ରି ତଥ୍ୟକୁ ଘୋଷଣା କରାଯାଇଛି । ଏହି ମାସରେ କଂପାନିର ବିକ୍ରି ୨୫୦,୧୭୧ଟି ଗାଡ଼ି ରହିଛି । ସେଥିରେ ଦେଶ ଭିତରେ କଂପାନି…

ଏନ୍‌ଟିପିସି ପକ୍ଷରୁ ପିଏନ୍‌ଜି ନେଟ୍‌ୱର୍କରେ ଭାରତର ପ୍ରଥମ ଗ୍ରିନ୍ ହାଇଡ୍ରୋଜେନ ମିଶ୍ରଣ ପରିଚାଳନାର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ସର୍ବବୃହତ ବିଦ୍ୟୁତ ଉତ୍ପାଦନକାରୀ ଏନ୍‌ଟିପିସି ଲିମିଟେଡ୍ ପକ୍ଷରୁ ଭାରତର ପ୍ରଥମ ଗ୍ରିନ୍ ହାଇଡ୍ରୋଜେନ୍ ବ୍ଲେଣ୍ଡିଂ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଗୁଜରାଟର ସୁରଟରେ ଥିବା ଏନ୍‌ଟିପିସି କବାସ୍ ଟାଉନ୍‌ସିପ୍‌ର ପାଇପ୍‌ଡ ନାଚୁରାଲ୍ ଗ୍ୟାସ୍ (ପିଏନ୍‌ଜି) ନେଟ୍‌ୱର୍କରେ…

ହୋନାସା କଂଜ୍ୟୁମର ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଲୋକପ୍ରିୟ ମାମାଆର୍ଥ ବ୍ରାଣ୍ଡ୍‌ର ମାଲିକାନା ରଖିଥିବା ସଂସ୍ଥା ହୋନାସା କଂଜ୍ୟୁମର ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି । ହୋନାସା କଂଜ୍ୟୁମର ଲିମିଟେଡ୍ ହେଉଛି…

ସମ୍ପୂର୍ଣ୍ଣ ଡିଜିଟାଲ୍ ମାଧ୍ୟମରେ ଚଳନ୍ତୀ ଖାତା ଖୋଲିବା ଲାଗି ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଓପୋନ୍ ସହିତ ସହଯୋଗିତା

ଭୁବନେଶ୍ୱର: ଦେଶର ତୃତୀୟ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏହାର ଏମ୍‌ଏସ୍‌ଏମ୍‌ଇ, ଫ୍ରିଲାନ୍‌ସର, ହୋମ୍‌ପ୍ରେନ୍ୟୁଅର, ଇନ୍‌ଫ୍ଲୁଏନ୍‌ସର ଭଳି ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ଡିଜିଟାଲ୍ ମାଧ୍ୟମରେ ଚଳନ୍ତୀ ଖାତା ଖୋଲିବା ସୁବିଧା ପ୍ରଦାନ କରିବା ପାଇଁ ବିଶ୍ୱର ଦ୍ରୁତ…