Browsing Category

ବାଣିଜ୍ୟ

ଭୁବନେଶ୍ୱରରେ ସଭ୍ୟତାର ୧୨୩ତମ ଷ୍ଟୋର୍‌ର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ଅଗ୍ରଣୀ ପ୍ରିମିୟମ ଏଥ୍‌ନିକ ୱେୟାର ବ୍ରାଣ୍ଡ, ସଭ୍ୟତା ଭୁବନେଶ୍ୱର ଓଡିଶାରେ ଏହାର ୧୨୩ତମ ଷ୍ଟୋର ଓ ୨ୟ ଷ୍ଟୋର୍‌ର ବିଶାଳ ଶୁଭାରମ୍ଭ କରିଛି । ଏହି ନୂତନ ଷ୍ଟୋରର ଉଦ୍‌ଘାଟନ ଭୁବନେଶ୍ୱରରେ ଏହି ବ୍ରାଣ୍ଡର ଉପସ୍ଥିତିକୁ ଅଧିକ ସୁଦୃଢ କରିଛି । ଏହି ନୂଆ ଷ୍ଟୋର ସହରର

ଅପ୍‌ସରା ଆଇସ୍‌କ୍ରିମ୍‌ସର ସ୍ୱତନ୍ତ୍ର ଅଭିଯାନ ମୁସ୍କାନ

ଭୁବନେଶ୍ୱର: ୭୮ତମ ସ୍ୱାଧୀନତା ଦିବସ ଅବସରରେ ଅପ୍‌ସରା ଆଇସ୍‌କ୍ରିମସ ଏହାର ୫୩ତମ ବାର୍ଷିକୀରେ ମୁସ୍କାନ ନାମକ ଏକ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି । ଏହି ଅଭିଯାନକୁ ମୁମ୍ବାଇ ଓ ପୁନେରେ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଶୁଭାରମ୍ଭ କରାଯିବ ଏବଂ ପର୍ଯ୍ୟାୟକ୍ରମେ ଅନ୍ୟ

ବନ୍ଧନ ନିଫ୍ଟି ବ୍ୟାଙ୍କ ଇଣ୍ଡେକ୍ସ ଫଣ୍ଡ୍‌ର ଶୁଭାରମ୍ଭ

ଭୁବନେଶ୍ୱର : ବନ୍ଧନ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ନିଫ୍ଟି ବ୍ୟାଙ୍କ ଇଣ୍ଡେକ୍ସକୁ ଟ୍ରାକ୍ କରୁଥିବା ଏକ ଓପନ-ଏଣ୍ଡେଡ ସ୍କିମ୍ ବନ୍ଧନ ନିଫ୍ଟି ବ୍ୟାଙ୍କ ଇଣ୍ଡେକ୍ସ ଫଣ୍ଡର ଶୁଭାରମ୍ଭ ଘୋଷଣା କରାଯାଇଛି । ଏହି ଇଣ୍ଡେକ୍ସରେ ଭାରତର ଅଗ୍ରଣୀ ବ୍ୟାଙ୍କ ସମେତ ଘରୋଇ ବ୍ୟାଙ୍କଗୁଡିକ ସାମିଲ ଅଛନ୍ତି

ଫ୍ଲିପକାର୍ଟ ପକ୍ଷରୁ #ଫ୍ଲିପଟ୍ରେଣ୍ଡସ ୨୦୨୪ର ଶୁଭାରମ୍ଭ: କ’ଣ କିଣିଛନ୍ତି କୋଟି କୋଟି ଭାରତୀୟ ?

● ସମସ୍ତ ଟେକ୍ନୋଲୋଜି ଏବଂ ସୌନ୍ଦର୍ଯ୍ୟ ସାମଗ୍ରୀ ସପିଂ ୱିସଲିଷ୍ଟର ଶୀର୍ଷରେ ରହିଛି● ନୋଷ୍ଟାଲଜିକ୍ ବା ପୁରୁଣା ଉତ୍ପାଦଗୁଡ଼ିକ ପ୍ରତ୍ୟାବର୍ତନ କରିଥିବା ବେଳେ କ୍ଲାସିକ୍ ଫ୍ୟାସନ ଏକ ମୁଖ୍ୟ ଉପାଦାନ ହୋଇ ରହିଛି ବେଙ୍ଗାଲୁରୁ,୫ ଅଗଷ୍ଟ ୨୦୨୪: ଚଳିତ ବର୍ଷର ପାର୍ବଣ ଋତୁରେ

ଆମାଜନ ପ୍ରାଇମ ଡେ ୨୦୨୪ରେ ରେକର୍ଡ ସଂଖ୍ୟକ ବିକ୍ରି

ଭୁବନେଶ୍ୱର : ଆମାଜନ ଇଣ୍ଡିଆ ପକ୍ଷରୁ ଏହାର ‘ପ୍ରାଇମ ଡେ ୨୦୨୪’କୁ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ପ୍ରାଇମ ଡ଼େ ବୋଲି ଘୋଷଣା କରାଯାଇଛି । ଯେଉଁଥିରେ ପୂର୍ବ ପ୍ରାଇମ ଡେ ଇଭେଂଟ ତୁଳନାରେ ଏହି ଦୁଇ ଦିନିଆ ଇଭେଂଟରେ ରେକର୍ଡ ସଂଖ୍ୟକ ବିକ୍ରି ଏବଂ ଅଧିକ ସାମଗ୍ରୀ ବିକ୍ରି ହୋଇଛି । ଖାଲି ସେତିକି

ଭୁବନେଶ୍ୱରରେ ଏଥର୍ ଏନର୍ଜିର ପ୍ରଥମ ଫ୍ୟାମିଲି ସ୍କୁଟର ରିଜ୍‌ଟାର ୪୦ ୟୁନିଟ୍ ଡେଲିଭର

ଭୁବନେଶ୍ୱରରେ ରିଜ୍‌ଟା ମାତ୍ର ୯୬୧୨୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧଭୁବନେଶ୍ୱର : ଭାରତର ଅନ୍ୟତମ ପ୍ରମୁଖ ଇଲେକ୍‌ଟ୍ରିକ ଦୁଇଚକିଆ ଯାନ ଉତ୍ପାଦନକାରୀ, ଏଥର୍ ଏନର୍ଜି ଆଜି ଭୁବନେଶ୍ୱରରେ ଏହାର ‘ମିଟ୍ ରିଜ୍‌ଟା’ ଇଭେଂଟ୍‌ର ଆୟୋଜନ କରିଛି । ଏହି କାର୍ଯ୍ୟକ୍ରମ ସମୟରେ ଏଥର ପକ୍ଷରୁ

ଓପୋ ଇଣ୍ଡିଆ ପକ୍ଷରୁ ରେନୋ୧୨ ୫ଜି ସିରିଜର ଶୁଭାରମ୍ଭ

ଭୁବନେଶ୍ୱର: ଓପୋ ଇଣ୍ଡିଆ ପକ୍ଷରୁ ଆଜି ଏହାର ନୂଆ ରେନୋ ୧୨ ୫ଜି ସିରିଜ୍‌ର ଶୁଭାରମ୍ଭ କରାଯାଇଛି । ଯାହା ଦେଶରେ ଏଆଇ ଫୋନ୍‌ଗୁଡିକର ଉପଲବ୍ଧତାକୁ ତ୍ୱରାନ୍ୱିତ କରିବା ଦିଗରେ ଏହାର ପ୍ରଥମ ପଦକ୍ଷେପ ଅଟେ । ଏହି ନୂତନ ସିରିଜରେ ଜଟିଳ ଫଟୋ ଏଡିଟିଙ୍ଗ୍‌ର ସମସ୍ୟା ବିନା ତ୍ରୁଟିହୀନ ଓ ମଜାଦାର

ଭାରତରେ ନ୍ୟୁ ବିଏମଡବ୍ଲୁ ସିଇ ୦୪ର ଶୁଭାରମ୍ଭ

ଭୁବନେଶ୍ୱର: ବିଏମଡବ୍ଲୁ ମୋଟୋରାଡ ଇଣ୍ଡିଆ ପକ୍ଷରୁ ଏହାର ଫାର୍ଷ୍ଟ ଇଲେକ୍‌ଟ୍ରିକ ଅଫରିଂ ଅଲ୍‌-ନ୍ୟୁ ବିଏମଡବ୍ଲୁ ସିଇ ୦୪ର ଶୁଭାରମ୍ଭ କରାଯାଇଛି ଯାହାକି ଭାରତର ପ୍ରଥମ ପ୍ରିମିୟମ ଇଲେକ୍‌ଟ୍ରିକ ସ୍କୁଟର ଅଟେ । ଏହି ଅର୍ବାନ ଇଲେକ୍‌ଟ୍ରିକ ସ୍କୁଟର କମ୍ପ୍ଲିଟ୍‌ଲି ବିଲ୍ଟ-ଅପ୍ ୟୁନିଟ୍

ଆଇଡିବିଆଇ ବ୍ୟାଙ୍କ ଲାଭରେ ବାର୍ଷିକ ଆଧାରରେ ୪୦% ବୃଦ୍ଧି

ଭୁବନେଶ୍ୱର: ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ୨୦୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି । ୨୦୨୫ ଆର୍ଥିକ ବର୍ଷର ୧ମ ତ୍ରୈମାସିକରେ ଶୁଦ୍ଧ ଲାଭ ୧୭୧୯ କୋଟି ଟଙ୍କା ରହିଥିବା ବେଳେ ବ୍ୟାଙ୍କ ବାର୍ଷିକ ଆଧାରରେ ୪୦%ର ଏକ ମଜବୁତ ଅଭିବୃଦ୍ଧି ହାସଲ କରିଛି । ସେହିପରି

କେନ୍ଦ୍ରୀୟ ବଜେଟ ୨୦୨୪-୨୫ ଉପରେ ସିଆଇଆଇ ଓଡିଶାର ପ୍ରତିକ୍ରିୟା

ଅର୍ଥନୈତିକ ଅଭିବୃଦ୍ଧି ଓ ବିକାଶକୁ ପ୍ରୋତ୍ସାହିତ କରିଥିବାରୁ କେନ୍ଦ୍ରୀୟ ବଜେଟ୍‌କୁ ପ୍ରଶଂସା କରିଛି ସିଆଇଆଇ ଓଡିଶାଭୁବନେଶ୍ୱର, ୨୩ ଜୁଲାଇ ୨୦୨୪: ସିଆଇଆଇ ଓଡିଶା ଆଜି କେନ୍ଦ୍ରୀୟ ବଜେଟ ୨୦୨୪-୨୫କୁ ଏକ ଅଭିବୃଦ୍ଧି ଭିତିକ ବଜେଟ ଭାବେ ପ୍ରଶଂସା କରିଛି ଏବଂ ଏଭଳି ଏକ ଉତ୍ସାହଜନକ ଓ