Sign in
Sign in
Recover your password.
A password will be e-mailed to you.
Browsing Category
ଆଶାର ଆଲୋକ
ସମସ୍ତ ସାଂସଦଙ୍କ ଦରମା ଗୋଟିଏ ବର୍ଷପାଇଁ ୩୦ ପ୍ରତିଶତ ହ୍ରାସ – କରୋନା ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାର…
ନୂଆଦିଲ୍ଲୀ ୦୭।୦୪ - କରୋନା ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ସମସ୍ତ ସାଂସଦଙ୍କ ଦରମା ଗୋଟିଏ ବର୍ଷପାଇଁ ୩୦ପ୍ରତିଶତ ହ୍ରାସ କରାଯାଇଛି ।
…
କରୋନା ପାଇଁ ହ୍ୱାଟସ୍ଆପ୍ ନମ୍ବର ଲଞ୍ଚ୍ କଲେ ସରକାର -9013151515
ନୂଆଦିଲ୍ଲୀ - କରୋନା ପାଇଁ କେନ୍ଦ୍ର ସରକାର ଏକ ହ୍ୱାଟ୍ସ୍ଆପ୍ ନମ୍ବର ଲଞ୍ଚ କରିଛନ୍ତି । 9013151515 ନମ୍ବର କରୋନା ପାଇଁ ସରାକାରୀ ହ୍ୱାଟସ୍ଆପ୍ ନମ୍ବର । ଏଥିରେ କେହି ବି କରୋନା ସମ୍ପର୍କୀତ ବିଭିନ୍ନ ତଥ୍ୟ ଜାଣି ପାରିବେ । MyGov Corona Helpdesk ଏହାକୁ ତିଆରି କରାଯାଇଛି । ଏହା…
ଭଲଖବର- ଔଷଧ, କରୋନାରେ ଜାପାନୀ ଆଣ୍ଟି ଫ୍ଲୁ ଡ୍ରଗ କାମ କରୁଥିବା ଦାବି କଲା ଚୀନ୍
ବେଜିଂ - କୋରନା ଭାଇରସ୍ ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରୁଥିବାବେଳେ ଏବେ ଏହାର ସଫଳ ଚିକିତ୍ସା କରାଯାଉଥିବା ଚୀନ୍ ଦାବି କରିଛି । ଜାପାନୀ ଫ୍ଲୁ ମେଡିସିନ୍ ଦ୍ୱାରା ଅନେକ କରୋନା ଆକ୍ରାନ୍ତଙ୍କର ସଫଳ ଚିକିତ୍ସା କରାଯାଇଥିବା ଚୀନ୍ ଦାବି କରିଛି । ଜାପାନୀ ଫ୍ଲି ମେଡିସିନ୍…
କରୋନା ପାଇଁ ବାବା ରାମଦେବଙ୍କ ପରାମର୍ଶ- ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କରନ୍ତୁ ଏହି କାମ
ଭୁବନେଶ୍ୱର - ଏବେ ସାରା ବିଶ୍ୱରେ କରୋନା ଭାଇରସ୍ ବା କୋଭିଡ୍୧୯ ଆତଙ୍କ ସୃଷ୍ଟି କରିଛି । ରୋଗ ପ୍ରତିରୋଧକ ଶକ୍ତି ନଥିବା, ଓ ବୟସ୍କ ବ୍ୟକ୍ତିଙ୍କୁ ଏହା ବେଶୀ ଆକ୍ରାନ୍ତ କରୁଛି । ହୃଦରୋଗ, ମଧୁମେହ ବା ଡାଇବେଟିସ୍ , ଶ୍ୱାସ ବା ଆସ୍ଥମା ଥିବା ବ୍ୟକ୍ତିଙ୍କ ପାଇଁ ଏହି ବେଶୀ ବିପଦଜନକ ।…
କୋରନା ସତର୍କତା ପାଇଁ ନିହାତି ପଢନ୍ତୁ – ସରକାର ଜାରି କଲେ ଏହି ମାର୍ଗ ଦର୍ଶିକା
ବିଶ୍ୱବ୍ୟାପୀ କାୟା ବିସ୍ତାର କରିଚାଲିଥିବା ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଯଥେଷ୍ଟ ପଦକ୍ଷେପ ଗ୍ରହଣ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସମସ୍ତ ଦେଶକୁ ପରାମର୍ଶ ଦିଆଯାଇଛି । କରୋନା ଭୂତାଣୁ ସଂକ୍ରମଣରେ ଅଦ୍ୟାବଧି ବିଶ୍ୱର ବିଭିନ୍ନ ଦେଶରେ ପ୍ରାୟ ୩…
ଓଡ଼ିଶାର କାହ୍ନୁଙ୍କ ଇସାରାରେ ନାଚୁଛନ୍ତି ମୟୁର
କଟକ - କଟକ ଜିଲ୍ଲା ନରାଜ ଗାଁର ୨୧ ବର୍ଷର ଯୁବକ କାହ୍ନୁ ବେହେରାଙ୍କୁ ଏବେ ଲୋକେ ପିକକ୍ ମ୍ୟାନ୍ ନାମରେ ଡାକୁଛନ୍ତି । କାହ୍ନୁଙ୍କ ସ୍ୱର ଶୁଣିବା ମାତ୍ରେ ପାହାଡ଼ ଉପରେ ନାଚି ଉଠୁଛନ୍ତି ମୟୂରଦଳ । କାହ୍ନୁ ଓ ମୟୂରଙ୍କ ମଧ୍ୟରେ ଏଭଳି ନିଆରା ସଂପର୍କ ଦେଖିବାକୁ ମିଳିଛି ନରାଜ ମୁଣ୍ଡିଆରେ ।…
ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ୱ ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା
ଭୁବନେଶ୍ୱର -- ଲିଙ୍ଗରାଜ ମନ୍ଦିରର ପ୍ରବେଶପଥକୁ ଅଧିକ ଆକର୍ଷଣୀୟ, ବିନ୍ଦୁ ସାଗରର ପୁନରୁଦ୍ଧାର ଏବଂ ମନ୍ଦିର ପାଶ୍ୱର୍ରେ ଅତ୍ୟାଧୁନିକ ପାର୍କିଂ ବ୍ୟବସ୍ଥା କରାଯିବ । ଗତକାଲି ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି…
ଜାତିର ପିତା ମହାତ୍ମା ଗାନ୍ଧୀ
ସାରା ବିଶ୍ୱରେ ସଭିଁଙ୍କ ନିମନ୍ତେ ‘ସ୍ୱାଧୀନତା’ର ଖୁବ ବିଶେଷତ୍ୱ ରହିଛି।ଭାରତ ପାଇଁ ଏହାର ଗୁରୁତ୍ୱତା ମଧ୍ୟ ସ୍ୱତନ୍ତ୍ର। କାରଣ ଇଂରେଜ ମାନଙ୍କ ଦ୍ୱାରା ପ୍ରାୟ ୨୦୦ ବର୍ଷ ଠାରୁ ଅଧିକ ଶାସନ ପରେ ୧୫ ଅଗଷ୍ଟ ୧୯୪୭ ମସିହାରେ ଆମ ଦେଶ ଭାରତ ସ୍ୱାଧୀନ ହୋଇଥିଲା। ସମସ୍ତ ଭାରତୀୟ ମାନଙ୍କ ପାଇଁ ଏହା…
୧୫ ଅଗଷ୍ଟକୁ ହିଁ ସ୍ୱାଧୀନତା ଦିବସ ଭାବେ ଧାର୍ଯ୍ୟ କରିବାର କାରଣ
ଚଳିତ ବର୍ଷ ଆମେ ଦେଶର ୭୨ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛନ୍ତି। ତେବେ ଆପଣଙ୍କ ମନରେ କେବେ ଏ ପ୍ରଶ୍ନ ଉଙ୍କି ମାରିଛି କି, ଯେ ୧୫ ଅଗଷ୍ଟ ୧୯୪୭ ରେ ହିଁ ଆମକୁ ଇଂରେଜ ମାନଙ୍କ କବଳରୁ କାହିଁକି ମୁକ୍ତି ମିଳିଲା ବା ରାତି ୧୨ ଟାରେ ହିଁ କାହିଁକି ଆମେ ସ୍ୱାଧୀନ ହେଲେ? ବାସ୍ତବରେ ଏହି…
ସ୍ୱାଧୀନ ଭାରତରେ ନାରୀଙ୍କ ସମ୍ମାନ ଦେବା ନିହାତି ଆବଶ୍ୟକ
ଅନେକ ମହାପୁରୁଷଙ୍କ ମତରେ ନାରୀର ଉନ୍ନତି ଓ ଅବନ୍ନତି ଉପରେ ଦେଶର ଉନ୍ନତି ନିର୍ଭର କରେ। ନାରୀ ପ୍ରସନ୍ନ ହେଲେ ସମ୍ପୂର୍ଣ୍ଣ କୁଳ ଆନନ୍ଦମୟ ହୋଇଥାଏ। ବୈଦିକ ଯୁଗରେ ନାରୀକୁ ଆଦିଶକ୍ତିର ଆଖ୍ୟା ଦିଆଯାଇଛି। ହେଲେ ଆଜିର ସମାଜରେ କେହି କ’ଣ ଏଥିପ୍ରତି ସଚେତନ। ସତରେ କ’ଣ ନାରୀକୁ ଯଥୋଚିତ ସ୍ଥାନ ଓ…