Sign in
Sign in
Recover your password.
A password will be e-mailed to you.
Browsing Category
ଆଶାର ଆଲୋକ
କରୋନା ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇବା ଉପରେ ସୁପ୍ରିମ୍ କୋର୍ଟଙ୍କ ଅଙ୍କୁଶ
କରୋନା ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇବା ଉପରେ ସୁପ୍ରିମ୍ କୋର୍ଟ ଅଙ୍କୁଶ ଲଗାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଆଜି ଏକ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ଦକ୍ଷ ଅଧିକାରୀମାନେ ଯଦି ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରନ୍ତି ତେବେ ଏହି…
ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ
ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ଜନ୍ମସ୍ଥାନ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ତାଳପଦା ଗ୍ରାମରେ ଆଜି ପାଳିତ ହେଉଛି । କାନ୍ତକବିଙ୍କ ସମାଧି ପୀଠରେ ମାଲ୍ୟାର୍ପଣ, ନୂତନ ସମାଧିପୀଠର ନବୀକରଣ, ରକ୍ତଦାନ ଶିବିର, ବୃକ୍ଷରୋପଣ ଭଦ୍ରକ ସାଳନ୍ଦୀ ବାଇପାସ…
ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୋରୁହାଁ ଅଷ୍ଟମୀ ରୀତିନୀତି ଅନୁଯାୟୀ ଅନୁଷ୍ଠିତ
ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୋରୁହାଁ ଅଷ୍ଟମୀ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜୀଉଙ୍କ ପୂଜାପଣ୍ଡା, ସେବାୟତ ଓ ଲାଗି କରିବା ସହ ପାପନାଶିନୀ କୁଣ୍ଡର ଜଳରେ ସ୍ନାନ କରାଇଥିଲେ । କୋଭିଡ କଟକଣା ମଧ୍ୟରେ ସେବାୟତ ଏବଂ ପ୍ରଶାସନିକ ଅଧିକାରୀମାନେ ପ୍ରଭୁ ଲିଙ୍ଗରାଜଙ୍କୁ …
ରାଜ୍ୟରେ ୩୦ ହଜାର ସ୍ଥାନରେ କରୋନା ଟିକାକରଣ – ରାଜ୍ୟ ସରକାର
ଭୁବନେଶ୍ୱର - ରାଜ୍ୟରେ କରୋନା ଟିକାକରଣ ଯୋଜନା ଚୂଡାନ୍ତ ହୋଇଛି । ରାଜ୍ୟ ସରକାର ଟିକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ବେଳେ ଟିକାକରଣ ପାଇଁ ୩୦ ହଜାର ସ୍ଥାନ ଚିହ୍ନଟ କରିଛନ୍ତି । କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ସହ କରୋନା ଟୀକା ପ୍ରସ୍ତୁତି ବୈଠକରେ ଏନେଇ ସୂଚନା …
ଦୀର୍ଘ ୨୫ ବର୍ଷ ପରେ ଧବଳେଶ୍ୱର ପୀଠରେ ମହାଦେବଙ୍କ କିରାତ ଅର୍ଜୁନ ବେଶ ଅନୁଷ୍ଠିତ
ଦୀର୍ଘ ୨୫ ବର୍ଷ ପରେ କରୋନା କଟକଣା ମଧ୍ୟରେ କଟକ ସ୍ଥିତ ଧବଳେଶ୍ୱର ପୀଠରେ ମହାଦେବଙ୍କ କିରାତ ଅର୍ଜୁନ ବେଶ ଅନୁଷ୍ଠିତ ହୋଇଯାଇଛି । ବଡ଼ଓଷା ନୀତି ପାଇଁ ଦେବତ୍ତ୍ୱର ଓ ପୂଜକ ସମାଜ ପକ୍ଷରୁ ମନ୍ଦିର ପହଡ଼ ଖୋଲାଯାଇ ମଙ୍ଗଳ ଆଳତୀ କରାଯାଇଥିଲା । ବଡ଼ଓଷା ନୀତି ଅନୁଯାୟୀ ରାତି ୨ଟାରୁ ୩ଟା ମଧ୍ୟରେ…
ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ
ଅବସରରେ ନଭେମ୍ବର ୧୫୪ ତାରିଖରେ ପାଳିତ ହୋଇଯାଇଛି । ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି । ଶିଶୁପ୍ରିୟ ପଣ୍ଡିତ ନେହେରୁଙ୍କୁ ଚାଚା ନେହେରୁ ମଧ୍ୟ କୁହାଯାଏ । ତାଙ୍କ ଜୟନ୍ତୀ ଅବସରରେ ଏହି ଦିନଟିକୁ ଶିଶୁଦିବସ ଭାବେ ପାଳନ କରାଯାଏ । ଚଳିତବର୍ଷ…
ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟା ଶ୍ରାଦ୍ଧ
ଦୀପାବଳି ଅବସରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟା ଶ୍ରାଦ୍ଧ ଦିଆଯାଉଛି । ତେବେ ସିଂହଦ୍ୱାର ସମ୍ମୁଖରେ ପୟା ଶ୍ରାଦ୍ଧ ଦେବା ଓ ବଡବଡୁଆ ଡାକିବା ନେଇ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । କରୋନା କଟକଣା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି । ଅନ୍ୟପକ୍ଷରେ ଭୁବନେଶ୍ୱର…
ନିରାଡମ୍ବରରେ ପାଳିତ ହେଲା ଦୀପାବଳି
ଆନନ୍ଦ ଓ ଆଲୋକର ପର୍ବ ଦୀପାବଳି ଆଜି ସାରା ରାଜ୍ୟରେ ପାଳନ କରାଯାଉଛି । ଗତକାଲିଠାରୁ ଅନେକ ଲୋକ ରଙ୍ଗବେରଙ୍ଗ ଆଲୋକରେ ନିଜର ଘର ସଜାଇବାରେ ଆରମ୍ଭ କରିଦେଇଛନ୍ତି । ତେବେ ବାଣ ଫୁଟା ପାଇଁ
କଟକଣା ଯୋଗୁଁ ନିରାଡମ୍ବର ଭାବେ ଏହି ଉତ୍ସବ ପାଳନ କରାଯାଉଛି ।
ଏହି ଅବସରରେ ରାଜ୍ୟପାଳ ପ୍ରଫେସର…
କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ମାର୍ଗଦର୍ଶିକା ଜାରି
ନୂଆଦିଲ୍ଲୀ - କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି । ପ୍ରତ୍ୟେକ ଦିନ ହାଲୁକା ବ୍ୟାୟାମ କରିବା ସହ ସାମର୍ଥ୍ୟ ଅନୁଯାୟୀ ଯୋଗାସନ, ପ୍ରାଣାୟାମ ତଥା ଧ୍ୟାନ କରିବା, ସକାଳେ ଏବଂ ସନ୍ଧ୍ୟା ସମୟରେ ତଟକା ଖାଦ୍ୟ…
ସ୍ନାନଯାତ୍ରା ଶେଷ-ଶ୍ରୀମନ୍ଦିରରେ ପଟି ଦିଅଁଙ୍କର ପୂଜା ଆରମ୍ଭ
ପୁରୀ - ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସ୍ନାନଯାତ୍ରା ଓ ହାତୀବେଶ ଅନୁଷ୍ଠିତ ହୋଇଯାଇଛି । ପରେ
ଚତୁର୍ଦ୍ଧାମୂର୍ତ୍ତଙ୍କୁ ଦଇତାପତି ଓ ଅନ୍ୟାନ୍ୟ ସେବକମାନେ ବାହୁଡା ପହଣ୍ଡିରେ ଅଣସର ଘରକୁ ନେଇଛନ୍ତି । ଅଣସରଘରେ ପ୍ରବେଶ ପୂର୍ବରୁ…