Browsing Category

ଆଶାର ଆଲୋକ

ଉତ୍କଳ ହସ୍ପିଟାଲ ପକ୍ଷରୁ ‘ଟୁ ମିନିଟ ଆକ୍ସନ ଫର ଓରାଲ କ୍ୟାନସର ପ୍ରୋଟେକ୍ସନ’ କ୍ୟାମ୍ପେନର ଶୁଭାରମ୍ଭ

ଭୁବନେଶ୍ୱର : ଉତ୍କଳ ହସ୍ପିଟାଲ ପକ୍ଷରୁ ମର୍କ ସ୍ପେଶିଆଲିଟିଜ୍ ପ୍ରାଇଭେଟ ଲିମିଟେଡ ସହ ସହଭାଗିତାରେ ବିଶ୍ୱ ତମ୍ବାଖୁ ନିଷେଧ ଦିବସ ଅବସରରେ ହାସଟ୍ୟାଗ ଆକ୍ଟଏଗେନ୍‌ଷ୍ଟଓରାଲକ୍ୟାନସର ସହିତ “ଟୁ-ମିନିଟ ଆକ୍ସନ ଫର୍ ଓରାଲ କ୍ୟାନ୍‌ସର ପ୍ରୋଟେକ୍ସନ” କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି ।

ଜେଇଇରେ ଭୁବନେଶ୍ୱର ଫିଜିକ୍ସୱାଲା ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର : ଏଜୁକେଶନ କମ୍ପାନୀ ଫିଜିକ୍ସୱାଲା (ପିଡବ୍ଲ୍ୟୁ) ପକ୍ଷରୁ ୪ ଜଣ ରାଜ୍ୟ ଟପର୍‌ଙ୍କ ସମେତ ଜେଇଇ ମେନ ସେସନ ୧ ୨୦୨୫ ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଛି। ଏହି ଟପର୍‌ଙ୍କ ମଧ୍ୟରୁ ଗୁଜରାଟର ଜଣେ ଛାତ୍ର ୧୦୦% ମାର୍କ ରଖିଥିବା ବେଳେ ୬୧୨ ଜଣରୁ ଅଧିକ ଛାତ୍ରଛାତ୍ରୀ ୯୯.୫%ରୁ

ଚଳିତବର୍ଷ ବଜେଟ୍‍ରେ ରେଳବାଇରେ ଓଡ଼ିଶା ପାଇଁ ୧୦ହଜାର୫୯୯ କୋଟି ଟଙ୍କାର ବ୍ୟୟବରାଦ

ଚଳିତବର୍ଷ ବଜେଟ୍‍ରେ ରେଳବାଇରେ ଓଡ଼ିଶା ପାଇଁ ୧୦ହଜାର୫୯୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ନୂଆଦିଲ୍ଲୀରେ ଆଭାସୀଜରିଆରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଏହି ସୂଚନା ଦେଇଛନ୍ତି । ରାଜ୍ୟରେ ଗତ ୧୦ବର୍ଷରେ ୨ହଜାର ୪୬ କିଲୋମିଟର ନୂଆରେଲୱେ ଟ୍ରାକ୍‍

ଭିମସାର ଓ ଟେରୁମୋ ବ୍ଲଡ୍ ଆଣ୍ଡ ସେଲ ଟେକ୍ନୋଲୋଜିସ୍ ପକ୍ଷରୁ ସମ୍ବଲପୁରରେ ସିକିଲ ସେଲ ରୋଗୀଙ୍କ ପାଇଁ ସିଏମ୍‌ଇ ଇଭେଂଟ…

ସମ୍ବଲପୁର : ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ରିସର୍ଚ୍ଚ (ଭିମସାର) ପକ୍ଷରୁ ବ୍ଲଡ୍ ମ୍ୟାନେଜମେଂଟ ସଲ୍ୟୁଶନ୍ସ କ୍ଷେତ୍ରରେ ଏକ ଗ୍ଲୋବାଲ ଲିଡର ଟେରୁମୋ ବ୍ଲଡ ଆଣ୍ଡ ସେଲ୍ ଟେକ୍ନୋଲୋଜିସ୍ (ଟିବିସିଟି) ସହ ସହଭାଗିତାରେ ସମ୍ବଲପୁରଠାରେ ଏକ କଂଟିନ୍ୟୁଇଙ୍ଗ

ଏପସିଲନ କାର୍ବନ ଅଶୋକା ପ୍ରାଇଭେଟ ଲିମିଟେଡ ପକ୍ଷରୁ ଶ୍ରୀପୁରା ଗ୍ରାମରେ ଶିଶୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଏହି ପ୍ରଥମ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଦ୍ୱାରା ଝାରସୁଗୁଡ଼ାର ୩ଟି ଗାଁର ୬୦ରୁ ଅଧିକ ପିଲା ଉପକୃତ ହୋଇଛନ୍ତି ଝାରସୁଗୁଡ଼ା : କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସଆର) କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଏପସିଲନ କାର୍ବନ ଅଶୋକା ପ୍ରାଇଭେଟ୍ ଲିମିଟେଡ୍

ପରବ-୨୦୨୪ରେ ଆଦିବାସୀ ଐତିହ୍ୟ ପାଳନ କଲା ବେଦାନ୍ତ

ଆଦିବାସୀ କଳା ସଂସ୍କୃତିର ପ୍ରୋତ୍ସାହନ ପାଇଁ ପ୍ରତିଶ୍ରୁତିବଦ୍ଧ କୋରାପୁଟ, : ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ସମୃଦ୍ଧ ସାଂସ୍କୃତିକ ପର୍ବ ‘ପରବ-୨୦୨୪'କୁ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଗର୍ବର ସହ ସମର୍ଥନ କରିଛି । ମୁଖ୍ୟମନ୍ତ୍ରୀ

କଟକର ସିଡିଏଠାରେ ଶାନ୍ତି ମେମୋରିଆଲ ହସ୍ପିଟାଲର ନୂଆ ୟୁନିଟ୍‌- ‘ଶାନ୍ତି ଚିକିତ୍ସା ହସ୍ପିଟାଲ’ ଉଦଘାଟିତ

କଟକ: କଟକର ସିଡିଏଠାରେ ଏକ ନୂଆ ମଲ୍ଟି-ସ୍ପେଶିଆଲିଟି ହସ୍ପିଟାଲ-‘ଶାନ୍ତି ଚିକିତ୍ସା’ର ଉଦ୍‌ଘାଟନ କରାଯାଇଛି । ଏହି ହସ୍ପିଟାଲ ହେଉଛି ଥୋରିଆସାହିଠାରେ ଅବସ୍ଥିତ ଶାନ୍ତି ମେମୋରିଆଲ ହସ୍ପିଟାଲର ଏକ ୟୁନିଟ, ଯାହାକି କଟକର ପ୍ରତିଷ୍ଠିତ ଓ ନିର୍ଭରଯୋଗ୍ୟ ମଲ୍ଟି ସ୍ପେଶିଆଲିଟି

ଭୁବନେଶ୍ୱରରେ ହେବାକୁ ଯାଉଛି ଓଡିଶାର ସବୁଠାରୁ ବଡ କ୍ୟାରିୟର ଓ ୟୁନିଭର୍ସିଟି ଫେୟାର ‘ପଥ ପ୍ରଦର୍ଶକ ୨.୦’

- ଆସନ୍ତା ନଭେମ୍ବର ୮ ଓ ୯ ତାରିଖରେ ଆୟୋଜିତ ହେବାକୁ ଯାଉଥିବା ଏହି ଫେୟାର୍ କ୍ୟାରିୟର ମାର୍ଗ ପାଇଁ ଉତ୍ସାହଜନକ ସୁଯୋଗ ପ୍ରଦାନ କରିବ । ଭୁବନେଶ୍ୱର : ଓଡିଶାର ଶୀର୍ଷ କ୍ୟାରିୟର ମାର୍ଗଦର୍ଶକ ଓ ପରାମର୍ଶଦାତା

ଦେଶବ୍ୟାପୀ ୭୭ଟି ନୂଆ ବିଦ୍ୟାପୀଠ ଅଫ୍‌ଲାଇନ ସେଂଟର ଖୋଲିବ ଫିଜିକ୍ସ ୱାଲା (ପିଡବ୍ଲ୍ୟୁ)

ଭୁବନେଶ୍ୱର: ଭାରତବ୍ୟାପୀ ସୁଲଭ ଓ ଉଚ୍ଚମାନର ଶିକ୍ଷାକୁ ଗଣତାନ୍ତ୍ରିକ କରିବା ପାଇଁ ପ୍ରତିବଦ୍ଧ ରହିଥିବା ଭାରତର ଅଗ୍ରଣୀ ମଲ୍ଟିନ୍ୟାଶନାଲ ଏଡ୍‌ଟେକ କମ୍ପାନୀ ଫିଜିକ୍ସ ୱାଲା (ପିଡବ୍ଲ୍ୟୁ) ପକ୍ଷରୁ ୨୦୨୫-୨୬ ଶିକ୍ଷାବର୍ଷରେ ଦେଶବ୍ୟାପୀ ୭୭ଟି ନୂଆ ଅଫ୍‌ଲାଇନ ଟେକ୍ନୋଲୋଜି ସକ୍ଷମ ଲର୍ଣ୍ଣିଂ

ବିଶ୍ୱର ପ୍ରଥମ ୩ଡି+୪କେ ୫୫” ଏଣ୍ଡୋସ୍ପାଇନ୍ଅସ୍ତ୍ରୋପଚାର ଏବେ ଓଡ଼ିଶାରେ ଉପଲବ୍ଧ

ଭୁବନେଶ୍ୱର : ମେରୁଦଣ୍ଡ ଓ ଭର୍ଟେବାଏ ସ୍ଲିପ ଡିସ୍କ ତଥା ସ୍କିଆଟିକାର ଦୁଇଟି ସାଧାରଣ ଓ ଯନ୍ତ୍ରଣାଦାୟକ ରୋଗର ସଫଳ ଅସ୍ତ୍ରୋପଚାର କରାଯାଇପାରିବ ବୋଲି ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ମଡର୍ଣ୍ଣ ଆର୍ଥୋ କ୍ଲିନିକର ଏଣ୍ଡୋସ୍କୋପିକ୍ ସର୍ଜନ୍ ତଥା ଅର୍ଥୋପେଡ଼ିସିଆନ୍ ଡାକ୍ତର ପିସି ଦେ କହିଛନ୍ତି ।