ଶ୍ରୀଲଙ୍କାର ଅସ୍ଥାୟୀ ରାଷ୍ଟ୍ରପତି ରାନୀଲ ବିକ୍ରମା ସିଂଘେ ଦେଶର
ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ

ଶ୍ରୀଲଙ୍କାର ଅସ୍ଥାୟୀ ରାଷ୍ଟ୍ରପତି ରାନୀଲ ବିକ୍ରମା ସିଂଘେ ଦେଶର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି । ଗତକାଲି ଶ୍ରୀଲଙ୍କା ପାର୍ଲାମେଣ୍ଟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଶ୍ରୀଲଙ୍କା ବାଚସ୍ପତି ଏ ବିଷୟ ଜଣାଇଛନ୍ତି । ରାନୀଲ ବିକ୍ରମା ସିଂଘେ ୧୩୪ଟି ଭୋଟ୍‍

ଏମ୍‍.ଆର୍‍. ଅର୍ଜୁନ ଓ ଧ୍ରୁବ୍‍ କପିଳାଙ୍କ ଯୋଡ଼ି ତାଇପେଇ ଓପନ୍‍ ସୁପର ଟୁର୍ଣ୍ଣାମେଣ୍ଟ୍‍ର ପୁରୁଷ ଡବଲ୍‍ସ୍‍ର…

ଭାରତୀୟ ବ୍ୟାଡ୍‍ମିଣ୍ଟନ ତାରକା ଏମ୍‍.ଆର୍‍. ଅର୍ଜୁନ ଓ ଧ୍ରୁବ୍‍ କପିଳାଙ୍କ ଯୋଡ଼ି ତାଇପେଇ ଓପନ୍‍ ସୁପର ଟୁର୍ଣ୍ଣାମେଣ୍ଟ୍‍ର ପୁରୁଷ ଡବଲ୍‍ସ୍‍ର ପରବର୍ତ୍ତୀ ରାଉଣ୍ଡ୍‍କୁ ଉନ୍ନୀତ ହୋଇଛନ୍ତି । ଏହି ଯୋଡ଼ି ତାଇୱାନ୍‍ର ଲିନ୍ୟୁଚେ ଓ ସୁ ଲି ୱି ଙ୍କ ଯୋଡ଼ିକୁ ୨୧-୧୯, ୧୧-୨୧ ଓ ୨୧-୧୨ ସେଟ୍‍ରେ

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ନାତକ ନାମଲେଖା ଲାଗି ଏକକ ୟୁଜି ପ୍ରବେଶିକା ପରୀକ୍ଷା ଆରମ୍ଭ ହେଉଛି

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ନାତକ ନାମଲେଖା ଲାଗି ଏକକ ୟୁଜି ପ୍ରବେଶିକା ପରୀକ୍ଷା ଆରମ୍ଭ ହେଉଛି । ଜାତୀୟ ପରୀକ୍ଷଣ ସଂସ୍ଥାନ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ରାଜ୍ୟର ୨୮ଟି ସହରରେ କରାଯିବ । ଦେଶରେ ୫୦୦ଟି ଓ ବିଦେଶର ୧୦ଟି ସହରରେ ଏଥିଲାଗି ପରୀକ୍ଷାକେନ୍ଦ୍ର କରାଯାଇଛି । ଆଜିଠାରୁ

ସବୁ ସରକାରୀ ଟିକାକରଣ କେନ୍ଦ୍ରରେ ୧୮ ରୁ ୫୯ ବର୍ଷ ବୟସ ମଧ୍ୟରେ ଯୋଗ୍ୟ ନାଗରିକମାନଙ୍କୁ ମାଗଣାରେ କୋଭିଡ୍‍ ବୁଷ୍ଟର…

କୋଭିଡ ଟିକାକରଣ ଅମୃତ ମହୋତ୍ସବ ଆରମ୍ଭ ହୋଇଛି ।ଏହି ଅଭିଯାନ ମଧ୍ୟରେ ସବୁ ସରକାରୀ ଟିକାକରଣ କେନ୍ଦ୍ରରେ ୧୮ ରୁ୫୯ ବର୍ଷ ବୟସ ମଧ୍ୟରେ ଯୋଗ୍ୟ ନାଗରିକମାନଙ୍କୁ ବିନାଦେୟରେ କୋଭିଡ୍‍ ବୁଷ୍ଟର ଡୋଜ୍‍ ପ୍ରଦାନ କରାଯିବ । ଆଜାଦି କା ଅମୃତ ମହୋତ୍ସବ ସମାରୋହ ପାଳନର ଅଂଶ ସ୍ୱରୂପ ଏହି ସ୍ୱତନ୍ତ୍ର

ରାଜପଥର କୃଷ୍ଣା ଛକଠାରେ ଟ୍ରକ୍‍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା
ଫଳରେ ୪ ଜଣଙ୍କର ମୃତ୍ୟୁ

ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‍ ଅନ୍ତର୍ଗତ ୩୫୩ ନମ୍ବର ଜାତୀୟ ରାଜପଥର କୃଷ୍ଣା ଛକଠାରେ ଟ୍ରକ୍‍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବାର ଜଣାପଡ଼ିଛି । ଅନ୍ୟପକ୍ଷରେ ଭଦ୍ରକ ଗ୍ରାମାଚଂଳ ଥାନା ଅନ୍ତର୍ଗତ ରାହାଞ୍ଜ

ଆଡପମଣ୍ଡପରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ

ଆଡପମଣ୍ଡପରେ ଶ୍ରୀଜୀଉଙ୍କର ବନକଲାଗି ନୀତି ଅନୁଷ୍ଠିତ । ପାରମ୍ପରିକ ରୀତିନୀତି ଅନୁଯାୟୀ ହେରାପଞ୍ଚମୀ ନୀତିପୂର୍ବ ଦିନ ଶ୍ରୀବିଗ୍ରହମାନଙ୍କର ବନକ ଲାଗି ନୀତି କରାଯିବାର ବିଧି ରହିଛି । ଏଥିପାଇଁ ଠାକୁରଙ୍କ ସର୍ବସାଧାରଣ ଦର୍ଶନ ସନ୍ଧ୍ୟା ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ

ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍‍ କରୋନା ଆକ୍ରାନ୍ତଙ୍କ
ସଂଖ୍ୟା ୧୨ ଲକ୍ଷ ୯୦ ହଜାର ୭୮୩ରେ ପହଞ୍ଚିଛି

ରାଜ୍ୟରେ ଗୋଟିଏ ଦିନରେ ୨୪୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୪୩ ଏବଂ ସ୍ଥାନୀୟ ଅଞ୍ଚଳରୁ୧୦୨ ଜଣ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ବୟସ ମଧ୍ୟରେ ୪୧ ଜଣ ଅଛନ୍ତି । ଏହି ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍‍ କରୋନା ଆକ୍ରାନ୍ତଙ୍କ

ଉତ୍ତର ଓଡ଼ିଶା ଓ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି

ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବରେ ଉତ୍ତର ଓଡ଼ିଶା ଓ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୫ ଦଶମିକ ୮ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଙ୍ଗଲ ବୃଦ୍ଧି, ପ୍ରଦୂଷଣ ମୁକ୍ତ ଶକ୍ତି,ପରିବେଶ ଉପଯୋଗୀ ଜୀବନ ଶୈଳୀ ଓ ବିଶ୍ୱର ମଙ୍ଗଳ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଙ୍ଗଲ ବୃଦ୍ଧି, ପ୍ରଦୂଷଣ ମୁକ୍ତ ଶକ୍ତି, ପରିବେଶ ଉପଯୋଗୀ ଜୀବନ ଶୈଳୀ ଓ ବିଶ୍ୱର ମଙ୍ଗଳ ଦିଗରେ ଭାରତର ଉଦ୍ୟମକୁ ସମର୍ଥନ କରିବା ଲାଗି ଏ-୭ ସଦସ୍ୟ ରାଷ୍ଟ୍ରଗୁଡିକୁ ଆହ୍ୱାନ ଦେଇଛନ୍ତି । ଶ୍ରୀ ମୋଦୀ ଜର୍ମାନୀର ସ୍କଲ୍‍ସ ଏଲମାଓଠାରେଅନୁଷ୍ଠିତ ଏ-୭ ଶିଖର

ରାଜ୍ୟର କେତେକ ସ୍ଥାନରେ ବର୍ଷା ଜାରି -୧୨ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା

ସାରା ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ଏହାର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ଜାରି ରହିଛି । ଆଗାମୀ ୨୪ଘଂଟା ମଧ୍ୟରେ ରାଜ୍ୟର ୧୨ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ