ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ
ବୁର୍ଲା: ପଶ୍ଚିମ ଓଡ଼ିଶାର ବିଦ୍ୟୁତ ବଂଟନ ୟୁଟିଲିଟି ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ସାମାଜିକ ଦାୟିତ୍ୱବୋଧର ଅଂଶସ୍ୱରୂପ ଏହାର ସମ୍ବଲପୁର ସର୍କଲ ବୁର୍ଲା ସ୍ଥିତ ଭିସୁଟ୍, କ୍ଲବ୍ ହାଉସ୍ରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି!-->…