ହୋଲିର ଦୁ୍ଇ ଦିନ ପରେ ଭୁବନେଶ୍ୱର ତମାଣ୍ଡୋରେ ପାଳିତ ହୁଏ ହୋଲି ପର୍ବ
ହୋଲିର ଦୁ୍ଇ ଦିନ ପରେ ଭୁବନେଶ୍ୱର ତମାଣ୍ଡୋରେ ପାଳିତ ହୁଏ ହୋଲି ପର୍ବ । କାହିଁକେତେ କାଳରୁ ଚାଲି ଆସୁଛି ଏହି ପରମ୍ପରା । ଦୋଳ ପୂଜାରେ ହେଉଥିବା ବ୍ରିଭାଟକୁଏଡାଇବା ପାଇଁ , ଏହି ପ୍ରଥାରେ ପରିବର୍ତନ କରାଯାଇଥିଲା । ତେଣୁ ହୋଲିର ୨ଦିନ ପରେସେମାନେ ବେଶ ନିଆରା ଭାବରେ ହୋଲି ପର୍ବ ପାଳନ!-->…