ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍କୁ ମିଳିଲା ପ୍ରଡକ୍ଟିଭିଟି ଏକ୍ସଲେନ୍ସ ଆୱାର୍ଡସ୍-୨୦୨୨ ଋୂପାନ୍ତରଣ ପାଇଁ…
ଭୁବନେଶ୍ୱର: ନିଜ ସଫଳତାରେ ଆଉ ଏକ ଫର୍ଦ ଯୋଡ଼ି ଟାଟା ଷ୍ଟିଲ୍ ମାଇନିଂ, ଓଡ଼ିଶା ରାଜ୍ୟ ଉତ୍ପାଦକତା ପରିଷଦଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ପ୍ରଡକ୍ଟିଭିଟି ଏକ୍ସଲେନ୍ସ ଆୱାର୍ଡ ସମାରୋହରେ ତିନିିଟି ସମ୍ମାନଜନକ ପୁରସ୍କାର ହାସଲ କରିଛି । ଟାଟା ଷ୍ଟିଲ୍ ମାଇନିଂର ପରିବେଶ ଟିମ୍କୁ ୫-ଷ୍ଟାର୍!-->…