ଭୁବନେଶ୍ୱର: ଡିଭ୍ଗି ଟର୍କଟ୍ରାନ୍ସଫର୍ ସିଷ୍ଟମ୍ସ ଲିମିଟେଡ୍ ଇକ୍ୱିଟି ସେୟାର ପିଛା ୫୯୦ ଟଙ୍କା (୫୮୫ ଟଙ୍କିଆ ଇକ୍ୱିଟି ସେୟାର ଉପରେ ପ୍ରିମିୟମ୍ ସହ) ୩୧,୪୩,୨୯୦ ଇକ୍ୱିଟି ସେୟାର ଜାରି କରି ୧୨ ଆଙ୍କର୍ ନିବେଶକଙ୍କଠାରୁ ୧୮୫.୪୫ କୋଟି ଟଙ୍କା ହାସଲ କରିଛି ।
ଆଇସିଆଇସିଆଇ ପ୍ରୁଡେନ୍ସିଆଲ୍ ସ୍ମଲ କ୍ୟାପ୍ ଫଣ୍ଡ୍କୁ ୧୩.୩ ପ୍ରତିଶତ, ଆଇସିଆଇସିଆଇ ପ୍ରୁଡେନ୍ସିଆଲ୍ ଟ୍ରାନ୍ସପୋର୍ଟେସନ୍ ଆଣ୍ଡ୍ ଲଜିଷ୍ଟିକ୍ସ ଫଣ୍ଡ୍କୁ ୧୩.୩୬ ପ୍ରତିଶତ,ନିପନ୍ ଲାଇଫ୍ ଇଣ୍ଡିଆ ଟ୍ରଷ୍ଟି ଲିମିଟେଡ୍କୁ ୨୬.୬୯ ପ୍ରତିଶତ, କ୍ୱାଂଟ୍ ମ୍ୟୁଚ୍ରୁଆଲ୍ ଫଣ୍ଡ୍କୁ ୮.୦୯ ପ୍ରତିଶତ, ଏଡେଲ୍ୱିସ୍ ଟ୍ରଷ୍ଟିସିପ୍ କୋ. ଲିଃର ବିଭିନ୍ନ ଫଣ୍ଡ୍କୁ ଯଥାକ୍ରମେ ୧.୦୭ ପ୍ରତିଶତ, ୨.୭୦ ପ୍ରତିଶତ ଓ ୪.୩୧ ପ୍ରତିଶତ, ମୋତିଲାଲ ଓସ୍ୱାଲ୍ ଲାର୍ଜ ଆଣ୍ଡ୍ ମିଡ୍କ୍ୟାପ୍ ଫଣ୍ଡ୍କୁ ୮.୦୯ ପ୍ରତିିଶତ, ଆଦିତ୍ୟ ବିର୍ଲା ସନ୍ଲାଇଫ୍ ଇନ୍ସ୍ୟୁରାନ୍ସକୁ ୮.୦୯ ପ୍ରତିଶତ, ମାଥ୍ୟୁସ୍ ଏସିଆ ଫଣ୍ଡ୍ସ ଏସିଆ ସ୍ମଲ୍ କଂପାନିଜ୍ ଫଣ୍ଡ୍କୁ ୩.୪୮ ପ୍ରତିଶତ, ଅରିଜିନ୍ ମାଷ୍ଟର ଫଣ୍ଡ୍ ଲିମିଟେଡ୍କୁ ୨.୭୦ ପ୍ରତିଶତ ଏବଂ ବେଙ୍ଗଲ ଫାଇନାନ୍ସ ଆଣ୍ଡ୍ ଇନଭେଷ୍ଟମେଂଟ୍ ଲିମିଟେଡ୍କୁ ୮.୦୯ ପ୍ରତିଶତ ଇକ୍ୱିଟି ସେୟାର ଜାରି କରାଯାଇଛି ।
ମୋଟ ୩୧,୪୩,୨୯୦ ଆବଂଟିତ ଇକ୍ୱିଟି ସେୟାର ମଧ୍ୟରୁ ୭୭.୬୫ ପ୍ରତିଶତ ଅର୍ଥାତ ୨୪,୪୦,୬୨୫ ଇକ୍ୱିଟି ଫଣ୍ଡ୍କୁ ୮ଟି ସ୍ଥାନୀୟ ମ୍ୟୁଚୁଆଲ୍ ଫଣ୍ଡ୍ ସଂସ୍ଥାକୁ ଜାରି କରାଯାଇଛି । ଆଇସିଆଇସିଆଇ ପ୍ରୁଡେନ୍ସିଆଲ୍ ସ୍ମଲ୍ କ୍ୟଶପ୍ ଫଣ୍ଡ୍କୁ ୧୩.୩୩ ପ୍ରତିଶତ, ଆଇସିଆଇସିଆଇ ପ୍ରୁଡେନ୍ସିଆଲ୍ ଟ୍ରାନ୍ସପୋର୍ଟେସନ୍ ଆଣ୍ଡ୍ ଲଜିଷ୍ଟିକ୍ସକୁ ୧୩.୩୬ ପ୍ରତିଶତ, ,ନିପନ୍ ଲାଇଫ୍ ଇଣ୍ଡିଆ ଟ୍ରଷ୍ଟି ଲିମିଟେଡ୍କୁ ୨୬.୬୯ ପ୍ରତିଶତ, କ୍ୱାଂଟ୍ ମ୍ୟୁଚ୍ରୁଆଲ୍ ଫଣ୍ଡ୍କୁ ୮.୦୯ ପ୍ରତିଶତ, ଏଡେଲ୍ୱିସ୍ ଟ୍ରଷ୍ଟିସିପ୍ କୋ. ଲିଃର ବିଭିନ୍ନ ଫଣ୍ଡ୍କୁ ଯଥାକ୍ରମେ ୧.୦୭ ପ୍ରତିଶତ, ୨.୭୦ ପ୍ରତିଶତ ଓ ୪.୩୧ ପ୍ରତିଶତ ଓ ମୋତିଲାଲ ଓସ୍ୱାଲ୍ ଲାର୍ଜ ଆଣ୍ଡ୍ ମିଡ୍କ୍ୟାପ୍ ଫଣ୍ଡ୍କୁ ୮.୦୯ ପ୍ରତିିଶତ ଇକ୍ୱିଟି ସେୟାର ଜାରି କରାଯାଇଛି ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ଥିଲେ ଆଇଏନ୍ଜିଏ ଭେଂଚର୍ସ ପ୍ରାଇଭେଟ୍ ଲିମିଟେଡ୍ ଓ ଇକ୍ୱିରସ୍ କ୍ୟାପିଟାଲ୍ ପ୍ରାଇଭେଟ୍ ଲିମିଟେଡ୍ ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.