ଟିପିଏସ୍ଓଡିଏଲ୍ର ମହିଳା ଟେକ୍ନିସିଆନ୍ମାନେ ଗ୍ରାହକଙ୍କ ପାଇଁ ତ୍ରୁଟିହୀନ ମିଟର ସୁନିଶ୍ଚିତ କରୁଛନ୍ତି
ଭୁବନେଶ୍ୱର: ଏଥର ଆନ୍ତର୍ଜାତିକ ମହିଳା ଦିବସରେ ଲିଙ୍ଗଗତ ସମାନତା ପାଇଁ “ଡିଜିଟାଲ୍: ନବସୃଜନ ଓ ପ୍ରଯୁକ୍ତି’ ବିଷୟବସ୍ତୁ ପ୍ରତି ବିଶ୍ୱ ପ୍ରତିବଦ୍ଧ ହେବ ଏବଂ ସମସ୍ତ ପ୍ରକାର କ୍ଷେତ୍ରରେ ଲିଙ୍ଗ ସମାନ ଡିଜିଟାଲ୍ ନବସୃଜନ ଓ ପ୍ରଯୁକ୍ତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବ । ମାତ୍ର,!-->…