ତତ୍ୱ ଟେକ୍ନୋଲୋଜିସ ପକ୍ଷରୁ ଏଆଇ-ଚାଳିତ ଓମନିଏଜେଂଟର ଶୁଭାରମ୍ଭ
ଭୁବନେଶ୍ୱର: ପୂର୍ବ ଭାରତର ଏକ ଅଗ୍ରଣୀ ଆଇଟି-ସକ୍ଷମ ସେବା କମ୍ପାନୀ, ତତ୍ୱ ଟେକ୍ନୋଲୋଜିସ୍, ଭୁବନେଶ୍ୱରର ଇନଫୋସିଟି କ୍ୟାମ୍ପସରେ ଏହାର ୨୪ତମ ପ୍ରତିଷ୍ଠା ଦିବସ ଅବସରରେ ଏହାର ଏଆଇ-ଚାଳିତ ପ୍ଲାଟଫର୍ମ ‘ଓମନିଏଜେଂଟ\'ର ଶୁଭାରମ୍ଭ କରିଛି ।
ଏହି ଅବସରରେ ତତ୍ୱ ଟେକ୍ନୋଲୋଜିର!-->!-->!-->!-->!-->…