ଶ୍ରୀ ଅନନ୍ତ ମହାପାତ୍ରଙ୍କ ଦ୍ୱାରା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ “ନାଟକ ଓ ଚଳଚ୍ଚିତ୍ରର ଆତ୍ମାକୁ ଅନୁସନ୍ଧାନ” ବିଷୟରେ…
ଭୁବନେଶ୍ୱର: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଭାଷା ଓ ସାମାଜିକ ବିଜ୍ଞାନ ବିଭାଗ କଳା, ଯୋଗାଯୋଗ ଓ ଭାରତୀୟ ଅଧ୍ୟୟନ ଅନୁଷ୍ଠାନ ଦ୍ୱାରା ଶ୍ରୁତି ଭବନରେ ଏକ ସ୍ପତନ୍ତ୍ର ବକ୍ତୃତା: “ନାଟକ ଓ ଚଳଚ୍ଚିତ୍ରର ଆତ୍ମାକୁ ଅନୁସନ୍ଧାନ” ଶୀର୍ଷକ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାନ ନାଟ୍ୟ!-->…