ସେଂଟ୍ରମ ରିଚାର୍ଜ ଏନର୍ଜି ଡ୍ରିଙ୍କ୍ ମିକ୍ସ ର ଶୁଭାରମ୍ଭ
ଭୁବନେଶ୍ୱର: ମଲ୍ଟିଭିଟାମିନ ସପୋର୍ଟ କ୍ଷେତ୍ରରେ ଅଗ୍ରଣୀ, ସେଂଟ୍ରମ ପକ୍ଷରୁ ଏନର୍ଜି ଡ୍ରିଙ୍କ ମିକ୍ସ ର ଏକ ନୂତନ ଉତ୍ପାଦ ସେଂଟ୍ରମ ରିଚାର୍ଜର ଶୁଭାରମ୍ଭ କରାଯାଇଛି । ଏହି ଅଭିନବ ଉତ୍ପାଦକୁ ଦୈନନ୍ଦିନ କାର୍ଯ୍ୟ ସମୟରେ କ୍ଷୟ ହେଉଥିବା ଗୁରୁତ୍ୱପୂର୍ଣ୍ଣ ଭିଟାମିନ ଓ ମିନେରାଲଗୁଡିକର!-->…