ଭୁବନେଶ୍ୱରରେ ଏସ୍ଫିକନ ଓ ୱେସକନ ୨୦୨୫ ଆୟୋଜିତ
ଭୁବନେଶ୍ୱର : ଏଣ୍ଡୋସ୍କୋପିକ ସ୍ପାଇନ ଫାଉଣ୍ଡେଶନ (ଇଣ୍ଡିଆ) ପକ୍ଷରୁ ଭୁବନେଶ୍ୱରସ୍ଥିତ ହୋଟେଲ ମେ’ଫେୟାରଠାରେ ଜୁନ୍ ୧୨ରୁ ୧୪ ତାରିଖ ୨୦୨୫ ପର୍ଯ୍ୟନ୍ତ ଏଣ୍ଡୋସ୍କୋପିକ ସ୍ପାଇନ ସର୍ଜରୀ ବିଷୟବସ୍ତୁ ଉପରେ ଭାରତର ପ୍ରମୁଖ ସମ୍ମିଳନୀ ୬ଷ୍ଠ ଏସ୍ଫିକନ ଓ ୱେସକନ ୨୦୨୫ର ଘୋଷଣା!-->!-->!-->…