ଜନ୍ମ ବର୍ଷରୁ ଜାଣନ୍ତୁ ବ୍ୟକ୍ତିତ୍ୱ
(୧୯୮୦ ) :ଏହି ବର୍ଷରେ ଜନ୍ମିତ ଲୋକମାନଙ୍କର ବ୍ୟକ୍ତିତ୍ୱ ମଧ୍ୟରେ ଚୁମ୍ବକୀୟ ଆକର୍ଷଣଟି ରହିଥାଏ। ସାଧାରଣତଃ ଏମାନେ ବୌଦ୍ଧିକ ଚିନ୍ତାଧାରାର ହୋଇଥା’ନ୍ତି। ସେମାନଙ୍କର ବନ୍ଧୁମାନେ ସେମାନଙ୍କର ଖୁବ୍ ପାଖାପାଖି ରହିଥା’ନ୍ତି। ଏମାନଙ୍କର ଜିଜ୍ଞାସୁ ସ୍ୱଭାବ ହେତୁ ଅନେକ ଲୋକେ ଏମାନଙ୍କୁ…