ମୁହଁର ଏହି ଠାରେ କାହିଁକି ହୋଇଥାଏ ଅଧିକ ବ୍ରଣ? ଏହାର ଉପଚାର
ସାଧାରଣତଃ ମୁହଁରେ ବିଭିନ୍ନ ସ୍ଥାନରେ ବ୍ରଣ ହୋଇଥାଏ । ମୁହଁର ଏପରି କେତକ ସ୍ଥାନ ଅଛି ଯେଉଁଠାରେ ଅଧିକ ବ୍ରଣ ହୋଇଥାଏ । ଯୁବକ ହୁଅନ୍ତୁ ବା ଯୁବତୀ କିଶୋର ଅବସ୍ଥାରେ ବ୍ରଣ ସମସ୍ୟା ଦେଖା ଦିଏ । ଏହାର ଅନେକ କାରଣ ରହିଛି । ଶରୀର ବାହାର ଭିତର ତତ୍ୱ ଯୋଗୁଁ ବ୍ରଣ ସମସ୍ୟା ଦେଖାଦିଏ ।
ଏ…