ଘୁଙ୍ଗୁଡି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏସବୁ ଉପାୟ

ଘୁଙ୍ଗୁଡି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏସବୁ

0 1,022

ଘୁଙ୍ଗୁଡି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏସବୁ
ଅନେକ ଲୋକ ଶୋଇବା ସମୟରେ ଘୁଙ୍ଗୁଡି ମାରନ୍ତି । ଏହା ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ଶୋଇବା ସମୟରେ ଶ୍ୟାସ ନଳୀରେ ସମସ୍ୟା ଯୋଗୁଁ ଘୁଙ୍ଗୁ଼ଡି ହୋଇଥାଏ ।

ମୋଟାପଣ ବଢିଲେ ଘୁଙ୍ଗୁଡି ହୋଇଥାଏ । ବ୍ୟାୟାମ କଲେ ଏହି ସମସ୍ୟାରୁ ମୁକ୍ତିମିଳି ପାରିବ ।
ଯୋଗ କରନ୍ତୁ ଏହା ସହ ପ୍ରାଣାୟମ କରନ୍ତୁ ନିଶ୍ଚୟ ଘୁଙ୍ଗୁଡି ସମସ୍ୟାରୁ ମୁକ୍ତି ପାଇବେ ।
ଧୂମପାନରୁ ବିରତ ରୁହନ୍ତୁ ଘୁଙ୍ଗୁଡି ସମସ୍ୟାରୁ ମୁକ୍ତି ପାଇବେ ।
ମୁଣ୍ଡ ବିନ୍ଧା କିମ୍ବା ସାଇନସ୍‌ ଥିଲେ ଘୁଙ୍ଗୁଡି ହୁଏ , ଏପରି ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ରାତିରେ ଶୋଇବା ସମୟରେ ଉଷୁମ ପାଣିରେ ଅଳ୍ପ ଡାଲଚିନ ଗୁଣ୍ଡ ମିଶାଇ ପିଅନ୍ତୁ
ଶୋଇବା ପବୂର୍ବରୁ ଅଲ୍ପ ଉଷୁମ କ୍ଷୀର ପିଅନ୍ତୁ
ଆବଶ୍ୟକତା ଅନୁସାରେ ପାଣି ପିଅନ୍ତୁ

Leave A Reply