କପାଳର ଏହି ସ୍ଥାନକୁ ମାତ୍ର ୩୦ ସେକେଣ୍ଡ ଦବାଇଲେ ପାଇବେ ବହୁତ ସୁଫଳ

ଆକ୍ୟୁପ୍ରେସରରେ ଶରୀରରେ ଅନେକ ଅଂଶକୁ ସକ୍ରିୟ କରିଥାଏ । ଭାରତରେ ଆଗରୁ ଯୋଗରେ ଅନେକ ପ୍ରକାରର ମୁଦ୍ରା ରହିଛି । ଏପରି ଏକ ମୁଦ୍ରା ଅଛି ଯାହା ଶରୀରରେ ଅନେକ ଫାଇଦା ଦେଇଥାଏ । ଆଜିକାଲି ଏହାର ବହୁଳ ବ୍ୟବହାର ହେଉଛି । ଏହା ଦ୍ୱାର ବହୁତ ଫାଇଦା ମିଳୁଛି । ଆପଣଙ୍କ ଯଦି କାମର ଚାପ ରହୁଛି ,…

ତେଜପତ୍ର ଧୂଆଁ ଦେଲେ ଅସରପା ରହିବେନି

ସମସ୍ତେ ରୋଷେଇ ଘରେ ତେଜପତ୍ରର ବ୍ୟବହାର କରି ଥାଆନ୍ତି। ତେଜପତ୍ରକୁ ମସଲାରେ ବ୍ୟବହାର କରାଯାଇଥାଏ, ଯାହାକି ଭୋଜନର ସ୍ୱାଦ ଓ ସୁଗନ୍ଧକୁ ବଢ଼ାଇ ଥାଏ। ତେଜପତ୍ରର ବ୍ୟବହାର ମସଲା ଛଡ଼ା ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ଯାହାକି ଖୁବ୍‌ କମ୍‌ ଲୋକ ଜାଣିଥିବେ। କେବଳ ଏତିକି ନୁହେଁ ତେଜପତ୍ରର…

ପାଞ୍ଜିରେ ଆଜି.. ଶନିବାର ମାର୍ଚ୍ଚ ୧୦

ଦିନ-  ଶନିବାର ,କୁମ୍ଭ ୨୬ ଦିନ ଚୈତ୍ର ୯ ଦିନ ତାରିଖ- (ଦିନାଙ୍କ)- ମାର୍ଚ୍ଚ ୧୦,୨୦୧୮     ବିକ୍ରମ ସମ୍ବତ         -୨୦୭୪ ଶକ ସମ୍ବତ-୧୯୩୯ ସୂର୍ଯ୍ୟୋଦୟ- ୦୬-୦୩-୩୬    ସୂର୍ଯ୍ୟାସ୍ତ-୫-୫୧-୨୮                               ତିଥି- ନବମୀ ଘାତବାର- ବୃଷ,ସିଂହ,କନ୍ୟା…

ଚାଲିଗଲେ ଚାନ୍ଦନୀ, ଶ୍ରୀ ଦେବୀଙ୍କ ବିଷୟରେ କିଛି ଜଣା ଅଜଣା କଥା

୨୪ ଫେବ୍ରୁଆରିରୀ ହୃଦଘାତରେ ବଲିଉଡ୍‌ର ଚାନ୍ଦନୀ ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ସମୟରେ ତାଙ୍କ ପାଖରେ ତାଙ୍କ ସ୍ୱାମୀ ବନି କାପୁର ଓ କନ୍ୟା ଖୁସୀ ଉପସ୍ଥିତ ଥିଲେ। ସେ ଦୁବାଇରେ ମୋହିତ ମରୁହାଙ୍କ ବିବାହଭୋଜିରେ ଯୋଗଦେବାକୁ ଯିବା ଅବସରରେ ଶ୍ରୀଦେବୀଙ୍କର…

ମୃତ୍ୟୁ ଉପହାର, ପାର୍ସଲବୋମା ଫୁଟି ବର ଓ ଜେଜେମା’ ମୃତ , ନବ ବଧୁ ଗୁରୁତର

ପାଟଣାଗଡ଼ (ବଲାଙ୍ଗୀର) :  ବାହାଘରରେ ମିଳିଥିବା  ଉପହାର ଆଣିଛି ମୃତ୍ୟୁ ।  ଏକ ପାର୍ସଲ ବୋମାକୁ କେହି ଜଣ ଦୁର୍ବୃତ୍ତ ଏମାନଙ୍କୁ ମାରିବା ଉଦ୍ୟେଶରେ ପଠାଇଥିଲା । ଆଉ ସିଏ ବି ସଫଳ ହୋଇଛି । ବଲାଙ୍ଗୀର ପାଟଣା ଗଡରେ ପାରସ୍ଲ ବୋମା ବିସ୍ପୋରଣରେ   ନବବିବାହିତ ସୌମ୍ୟ ଶେଖର ସାହୁ ଓ ତାଙ୍କର…

ବିଜେପିରେ ଯୋଗଦେବେ ସିନେ ତାରକା ମହେଶ୍ୱତା

ଭୁବନେଶ୍ଵର: ବିଜେପିରେ ମିଶିବେ ଓଲିଉଡ୍ ଅଭିନେତ୍ରୀ ମହାଶ୍ୱେତା ରାୟ। ଶନିବାର ଭୁବନେଶ୍ୱରରେ ସେ ବିଜେପିରେ ଯୋଗ ଦେବେ। ଆଜି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ମିହିର ଦାସ ଓ ଅନୁ ଚୌଧୁରୀ ବିଜେପିରେ ମିଶିଥିଲେ। ପିଙ୍କି ପ୍ରଧାନ ଓ ଶ୍ରୀତମ ଦାସ ମଧ୍ୟ…

ସାଂସଦ ଏ.ଭି. ସ୍ୱାମୀ ଆହତ

ନୂଆଦିଲ୍ଲୀ :  ରାଜ୍ୟସଭା ସାଂସଦ ଏ ଭି ସ୍ୱାମୀ ଭାରସାମ୍ୟ ହରାଇ ଗୃହ ମଧ୍ୟରେ ପଡ଼ିଯିବାରୁ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଫାଟି ରକ୍ତ ବୋହିବା ସହ ଡାହାଣ ହାତରେ ଆଘାତ ଲାଗିଛି। ସ୍ଥାନୀୟ ରାମ ମନୋହର ଲୋହିଆ ହସପିଟାଲ ମେଡିସିନ ବିଭାଗର ଆଇସିୟୁରେ ଏବେ ଚିକିତ୍ସାଧିନ ଅଛନ୍ତି। ତାଙ୍କ…

ସ୍ମାଟର୍ଫୋନ୍ ବ୍ୟବହାର କରୁଥିଲେ !

ସ୍ମାଟର୍ଫୋନ୍ ବ୍ୟବହାର କରୁଥିଲେ ! ଯୁଗ ଅନୁସାରେ ତାଳ ଦେଇ ଆଗକୁ ବଢ଼ୁଥିବା ଲୋକେ ସ୍ମାର୍ଟଫୋନକୁ ନିଜର ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ମନେକରୁଛନ୍ତି। ଯଦିଓ ଆଜିର ସମୟରେ ଏହାର ଉପଯୋଗରେ ବିଭିନ୍ନ ସୁବିଧା ଉପଲବ୍ଧ ହେଉଛି, ତେବେ କେତୋଟି ଦିଗ ପ୍ରତି ବେଶ୍ ଧ୍ୟାନ ଦେବା ଜରୁରୀ। ଫୋନକୁ…

ହିରୋର ନୂଆ ୨୦୦ ସିସି ବାଇକ୍‌, ପଲ୍‌ସର ଓ ଆପାଚିକୁ ଦେବ ଟକ୍କର !

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ଦୁଇଚକିଆ ଯାନ ନିର୍ମାତା କମ୍ପାନୀ ହିରୋ ମୋଟକର୍ପ ଅଟୋ ଏକ୍ସପୋ ପୂର୍ବରୁ ନୂଆ ବାଇକ୍‌ର ବଜାର ପ୍ରବେଶ କରିଛି । ଏହି ନୂଆ ବାଇକ୍‌ ଏକ୍ସଟ୍ରିମ୍‌ ୨୦୦ଆର୍‌ର ଷ୍ଟାଇଲିସ୍‌ ଲୁକ୍‌ ରହିଛି । ପୂର୍ବରୁ କମ୍ପାନୀ ୨୦୧୬ରେ ଏକ୍ସଟ୍ରିମ୍‌ ୨୦୦ ଏସ୍‌ ମଡେଲ ବଜାରକୁ…

ନବ ନିଯୁକ୍ତ ରାଜ୍ୟ ନିର୍ବାଚନ କମିସନର ନବ କୁମାର ନାୟକଙ୍କ ନିଯୁକ୍ତି  ମାମଲା, ହାଇକୋର୍ଟରେ ଶୁଣାଣି ୧୫ରେ

କଟକ : ନବ ନିଯୁକ୍ତ ରାଜ୍ୟ ନିର୍ବାଚନ କମିସନର ନବ କୁମାର ନାୟକଙ୍କ ନିଯୁକ୍ତି ରଦ୍ଦ ପାଇଁ ଦାୟର ମାମଲାର ଶୁଣାଣି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଫେବ୍ରୁଆରି ୧୫ରେ ହେବ। ଆଜି ଜଷ୍ଟିସ ଏସ୍‌.ସି.ପରିଜା ଓ ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା।…