ପ୍ରଥମ ବ୍ରିଟିଶ ଭାରତୀୟ ବଂଶୋଦ୍ଭବ ରୁଷି ସୁନାକ ବ୍ରିଟେନର
ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ପ୍ରଥମ ବ୍ରିଟିଶ ଭାରତୀୟ ବଂଶୋଦ୍ଭବ ରୁଷି ସୁନାକ ବ୍ରିଟେନରପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବେ । ଆଜି ସକାଳେ ସେବଙ୍କିଙ୍ଗ୍‍ହାମ୍‍ ପ୍ୟାଲେସ୍‍ରେ କିଙ୍ଗ ଚାର୍ଲସ୍‍ଙ୍କୁ ସାକ୍ଷାତ କରିବା ପରେ ଏହିପଦରେ ଅଭିଷିକ୍ତ ହେବେ । ସେଠାକାର ବିଦାୟୀ ପ୍ରଧାନମନ୍ତ୍ରୀ ଲିଜ୍‍ ଟ୍ରସ୍‍ଆଜି

ଦୀର୍ଘ ୪୦ ବର୍ଷର ପ୍ରତୀକ୍ଷା ପରେ ଭାରତ ହକିରେ ଜିତିଲା କାଂସ୍ୟ ପଦକ ଜର୍ମାନୀକୁ ୫-୪ ଗୋଲରେ ହରାଇଲା

ଦୀର୍ଘ ୪୦ ବର୍ଷର ପ୍ରତୀକ୍ଷା ପରେ ଭାରତ ହକିରେ ଜିତିଲା କାଂସ୍ୟ ପଦକ ଜର୍ମାନୀକୁ ୫-୪ ଗୋଲରେ ହରାଇଲା ଦୀର୍ଘ ୪୦ ବର୍ଷ ପରେ ଅଲିମ୍ପିକରେ ଭାରତ ହକିରେ ପଦକ ଜିତିଛି ଟୋକିଓ ଅଲିମ୍ପିକରେ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରିଛି । ପୁରୁଷ ହକିଦଳ ଦେଶ ପାଇଁ ଗୌରବ ଆଣିଛି । ଏହି ମ୍ୟାଚ

୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି

ଉତ୍ତର ବଙ୍ଗୋପସାଗର ଓ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳ ସମୁଦ୍ର ପତ୍ତନଠାରୁ ୧ ଦଶମିକ ୫ରୁ ୫ ଦଶମିକ ୮ ମିଟର ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି

ଏବେ ରେଳରେପ୍ରତି ଟିକେଟ ଉପରେ ସର୍ବାଧିକ ୫୦ ଟଙ୍କା ରିହାତି ମିଳିବ- ୟୁପିଆଇ ଏବଂ ଭିମ୍‌ ଆପ୍‌ ବ୍ୟବହାର କଲେ ରିହାତି

(ୟୁପିଆଇ) ଆପ୍‍ ବ୍ୟବହାର କରି ଟିକେଟ୍‌ କ୍ରୟ ଉପରେ ୫ଧରିହାତି ପ୍ରଦାନ କରୁଛି ଡିଜିଟାଲ୍‌ ଇଣ୍ଡିଆ ଅଭିଯାନରେ ଲୋକଙ୍କୁ ଡିଜିଟାଲ୍‌ ସଶକ୍ତୀକରଣ କରିବା ଏବଂ ଡିଜିଟାଲ୍‌ ପ୍ରୟୋଗକୁ ଲୋକପ୍ରିୟ କରାଇବା ପାଇଁ ରେଳ ମନ୍ତ୍ରଣାଳୟ ଭୀମ୍‌ ଆପ୍ଲିକେସନ ସମେତ ୟୁନିଫାଏଡ୍‌ ପେମେଣ୍ଟସ୍‍

ଆସନ୍ତା ୯ ତାରିଖରୁ ଡିପ୍ଲୋମା, ଆଇଟିଆଇ, ଡିଗ୍ରୀ, ପଲିଟେକନିକ୍‍ ଆଦି ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ

ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଧୀରେଧୀରେ ଶିକ୍ଷାନୁଷ୍ଠାନ ଖୋଲିବାରେ ଲାଗିଛି । ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିସାରିଥିବାବେଳେ ଆସନ୍ତା ୯ ତାରିଖରୁ ଡିପ୍ଲୋମା, ଆଇଟିଆଇ, ଡିଗ୍ରୀ, ପଲିଟେକନିକ୍‍ ଆଦି ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ । ହେଲେ କେବଳ ଶେଷ ବର୍ଷ

ମାଟ୍ରିକ୍‍ ରେଗୁଲାର ଛାତ୍ରଛାତ୍ରୀଙ୍କୁ ଏକ୍ସ ରେଗୁଲାର ପରୀକ୍ଷା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନପତ୍ର ଦିଆଯିବା ଘଟଣାରେ…

ମାଟ୍ରିକ୍‍ ରେଗୁଲାର ଛାତ୍ରଛାତ୍ରୀଙ୍କୁ ଏକ୍ସ ରେଗୁଲାର ପରୀକ୍ଷା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନପତ୍ର ଦିଆଯିବା ଘଟଣାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଗଣଶିକ୍ଷା ବିଭାଗ ସଚିବ ଏହି ମାମଲାର ତଦନ୍ତ କରିବେ । ସୂଚନା ଅନୁସାରେ ଚଳିତ ବର୍ଷ

ପର୍ଯ୍ୟଟକମାନଙ୍କ ନିମନ୍ତେ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ

ଗୁରୁବାରଠାରୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ । ଏ ସମ୍ପର୍କରେ ରାଜନଗର ବନଖଣ୍ଡ ଅଧିକାରୀ ଡକ୍ଟର ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି । ଚଳିତମାସ ନିମନ୍ତେ କରୋନା ମାର୍ଗଦର୍ଶିକା ଆସିବା ପରେ ବନବିଭାଗ ପକ୍ଷରୁ ଭିତରକନିକା ଖୋଲିବା ଲାଗି ନିଷ୍ପତ୍ତି ନିଆଯାଇଛି ।

ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି

କୋଭିଡ୍‍ କଟକଣା ସହିତ ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ସମ୍ବଲପୁରର ମା ସମଲେଶ୍ୱରୀ ମନ୍ଦିର ଖୋଲିଛି । କୋଭିଡ୍‍ ନିୟମ ମାନି ଲୋକେ ମାଆଙ୍କୁ ଦର୍ଶନ କରୁଛନ୍ତି । ସହରର ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ସେହିପରି ଆସନ୍ତାକାଲିଠାରୁ

ଟିକାକରଣ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ- ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ କୌଣସି ଖର୍ଚ୍ଚ ରାଜ୍ୟସରକାରମାନଙ୍କୁ କରିବାକୁ…

ବିଶ୍ୱବ୍ୟାପୀ ଦେଖାଦେଇଥିବା ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ଭାରତୀୟ ବୈଜ୍ଞାନିକମାନେ ୨ଟି ଟିକା ବିକଶିତ କରିଛନ୍ତି। ତେବେ ଏହି ଟିକାର ସୁବ୍ୟବସ୍ଥିତ ଟିକାକରଣ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ…

ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ରହିଥିବା ନିୟମକୁ କୋହଳ-ଜାନୁଆରୀ ୨୧ ତାରିଖରୁ କୋଭିଡ୍‍ ରିପୋର୍ଟ…

ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ରହିଥିବା ନିୟମକୁ କୋହଳ କରାଯାଇଚି। ବଡ ଠାକୁରଙ୍କ ଦର୍ଶନ ନପାଇ କାଳିଆ ଦୁଆରୁ ଭକ୍ତ ଆଉ ମନ ଦୁଃଖରେ ଫେରିବନି। ଆସନ୍ତା ଜାନୁଆରୀ ୨୧ ତାରିଖରୁ କୋଭିଡ୍‍ ରିପୋର୍ଟ କଟକଣା ହଟାଇ ଦିଆଯାଇଛି। ସମୀକ୍ଷା ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ…