Browsing Tag

odisha

ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଉପନିର୍ବାଚନର ଭୋଟ୍‍ଗଣତି ଆଜି ହେବ

ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଉପନିର୍ବାଚନର ଭୋଟ୍‍ଗଣତି ରବିବାରରେ ହେବ । ଭଦ୍ରକ ସଂସ୍କୃତି ଭବନଠାରେ ସକାଳ ୮ଟାରୁ ଗଣତି କାର୍ଯ୍ୟ ଆରମ୍ଭ ହେବ । ୨୫୨ଟି ବୁଥ୍‍ ପାଇଁ ୧୪ଟି ଟେବୁଲ୍‍ରେ ୧୮ ରାଉଣ୍ଡରେ ଗଣତି ହେବ । ପ୍ରଥମେ ପୋଷ୍ଟାଲ୍‍ ଭୋଟ୍‍ ଗଣତି ପରେ ଇ.ଭି.ଏମ୍‍. ଗଣତି ଆରମ୍ଭ ହେବ ।

ଦେଶର ଉତ୍ତର ପୂର୍ବାଞ୍ଚଳ ବ୍ୟତୀତ ଅନ୍ୟାନ୍ୟ
ଅଞ୍ଚଳରେ ଏହା ଆଂଶିକ ଦୃଶ୍ୟମାନ ହେବ

ଭାରତ ଏବଂ ଅନ୍ୟ କେତେକ ଦେଶରେ ଆଜି ସୂର୍ଯ୍ୟ ପରାଗ ଆଂଶିକଦୃଶ୍ୟମାନ ହେବ । ଦେଶର ଉତ୍ତର ପୂର୍ବାଞ୍ଚଳ ବ୍ୟତୀତ ଅନ୍ୟାନ୍ୟଅଞ୍ଚଳରେ ଏହା ଆଂଶିକ ଦୃଶ୍ୟମାନ ହେବ । ଅପରାହ୍ନ ୪ଟା ୨୯ ମିନିଟ୍‍ରୁଏହା ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୪୨ ମିନିଟ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ।ତେବେ କେତେକ ଅଞ୍ଚଳରେ

ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବାପପୁଅ ବାଣ କିଣିବା ସମୟରେ ବିସ୍ଫୋରଣ ବାପାଙ୍କର ମୃତ୍ୟୁ

ଦୀପାବଳି ଅବସରରେ ଗତକାଲି ରାଜ୍ୟର କେତେକ ସ୍ଥାନରେଅଗ୍ନିକାଣ୍ଡ ଘଟିଥିବା ଖବରମାନ ଆମର ହସ୍ତଗତ ହୋଇଛି । ମିଳିଥିବାସୂଚନା ଅନୁଯାୟୀ ପୁରୀ ଜିଲ୍ଲାର ସୁଆଣ୍ଡୋସ୍ଥିତ ଉକ୍ରଳମଣି ପଣ୍ଡିତଗୋପବନ୍ଧୁ ଦାସଙ୍କର ଷଠିଘରେ ଅଗ୍ନିକାଣ୍ଡ ଘଟିଛି । ଘରର ଗୋଟିଏବଖରା ସମ୍ପୂର୍ଣ୍ଣ ଜଳିଯାଇଥିବାବେଳେ ଅନ୍ୟ

ସୂର୍ଯ୍ୟୋପରାଗ ପାଇଁ ରାଜ୍ୟ ସରକାର ଆଜି ଛୁଟି ଘୋଷଣା କରିଛନ୍ତି

ଆଜି କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟପରାଗ । ଏଥିଲାଗି ଆଜି ଭୋର୍‍ ୪ଟା୫୭ମିନିଟରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିଛି । ଅପରାହ୍ଣ ୪ଟା୫୬ ମିନିଟ୍‍ ୫୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ଓ ସଂଧ୍ୟା ୬ଟା ୨୬ ମିନିଟ୍‍୫୨ ସେକେଣ୍ଡରେ ମୋକ୍ଷ ହେବ ବୋଲି ଜଣାପଡିଛି । ସୂର୍ଯ୍ୟୋପରାଗଯୋଗୁଁ

ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନ ପାଇଁ ଆସନ୍ତା ମାସ ୩
ତାରିଖରେ ଭୋଟ ଗ୍ରହଣ

ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନ ପାଇଁ ଆସନ୍ତା ମାସ ୩ତାରିଖରେ ଭୋଟ ଗ୍ରହଣ କରାଯିବ । ତେବେ ୮୦ ବର୍ଷରୁ ଊଦ୍ଧ୍ୱର୍ ବୟସ୍କ ଏବଂଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ଡାକ ବ୍ୟବସ୍ଥାରେ ଆରମ୍ଭ ହୋଇଥିବା ମତଦାନପ୍ରକ୍ରିୟା ଶେଷ ହୋଇଛି । ପୂର୍ବରୁ ଏଥିପାଇଁ ୧୨ଡି ଫର୍ମରେ ସ୍ୱୀକୃତିପ୍ରାପ୍ତଭୋଟରଙ୍କ

ଦେଶଭକ୍ତି ହେଉଛି ଦେବଭକ୍ତି-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍‍ଗିଲରେ ସେନାବାହିନୀରସଦସ୍ୟଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି ପୃଥିବୀରେ ଅନେକ ଗୁଡ଼ିଏସଭ୍ୟତା ସୃଷ୍ଟି ହୋଇଛି ଏବଂ ସମୟକ୍ରମେ ଲୋପ ପାଇଯାଇଛିଟ୍ଟ କିନ୍ତୁଭାରତର ସଭ୍ୟତା ସବୁ ସମୟରେ ସମ୍ଭାବିତ ଆହ୍ୱାନ ଗୁଡ଼ିକର ସାମ୍ନାକରିବା ସହ ନିଜର

ପ୍ରଥମ ବ୍ରିଟିଶ ଭାରତୀୟ ବଂଶୋଦ୍ଭବ ରୁଷି ସୁନାକ ବ୍ରିଟେନର
ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ପ୍ରଥମ ବ୍ରିଟିଶ ଭାରତୀୟ ବଂଶୋଦ୍ଭବ ରୁଷି ସୁନାକ ବ୍ରିଟେନରପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବେ । ଆଜି ସକାଳେ ସେବଙ୍କିଙ୍ଗ୍‍ହାମ୍‍ ପ୍ୟାଲେସ୍‍ରେ କିଙ୍ଗ ଚାର୍ଲସ୍‍ଙ୍କୁ ସାକ୍ଷାତ କରିବା ପରେ ଏହିପଦରେ ଅଭିଷିକ୍ତ ହେବେ । ସେଠାକାର ବିଦାୟୀ ପ୍ରଧାନମନ୍ତ୍ରୀ ଲିଜ୍‍ ଟ୍ରସ୍‍ଆଜି

ମଙ୍ଗଳବାରରେ ବାଂଲାଦେଶ ଛୁଇଁବ ବାତ୍ୟା ସି-ତ୍ରାଙ୍ଗ ,ଆଜି ରାତିରୁ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

ଅବପାତ ଘନୀଭୂତ ହୋଇ ଆଜି ସକାଳେ ଗଭୀର ଅବପାତ ଭାବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି । ଅବପାତ ୬ ଘଣ୍ଟାରେ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଗତି କରୁଛି । ଏହା ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ନିଜ ଗତିର ଦିଗ ବଜାୟ ରଖିବା ପରେ ବାତ୍ୟାରେ

ମଙ୍ଗଳବାରଦିନ କେତୁଗ୍ରସ୍ତ ସୂର୍ଯ୍ୟୋପରାଗ ପଡୁଥିବାରୁ ଶ୍ରୀମନ୍ଦିରରେ ସୋମବାରରେ ଦୀପାବଳି ପାଳନ ଅମାବାସ୍ୟା ନୀତି

ପୁରୀ ଶ୍ରୀମନ୍ଦିରରେ ଆସନ୍ତା କାଲି ଦୀପାବଳି ଅମାବାସ୍ୟା ନୀତି ପାଳନ କରାଯିବ । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ, କାଉଁରିଆ କାଠି ପ୍ରଜ୍ଜ୍ୱଳନ ଏବଂ କାଳୀପୂଜା ଓ ଦୀପଦାନ କରାଯିବ । ମଙ୍ଗଳବାର ଦିନ କେତୁଗ୍ରସ୍ତ ସୂର‌୍ୟ୍ୟୋପରାଗ ପଡୁଥିବାରୁ ଶ୍ରୀମନ୍ଦିରରେ ଆସନ୍ତାକାଲି ଏହି ନୀତି