Browsing Tag

ODISHA NEWS

ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି

ନୂଆଦିଲ୍ଲୀ--  ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଘୋଷଣା କରିଛନ୍ତି । ଏହା ଆଗାମୀ ମାସରୁ ଲାଗୁ ହେବ । ଆଜି ଦେଶର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଆଶା, ଅଙ୍ଗନବାଡି ଏବଂ ଏଏନଏମ କର୍ମଚାରୀଙ୍କ ସହିତ ଏକ ଭିଡିଓ ବ୍ରିଜ…

ଦିଲ୍ଲୀର ଦ୍ୱାରକାରେ ଇ-ବାହାନ ପାଇଁ ଚାର୍ଜିଂ କେନ୍ଦ୍ର ଉଦଘାଟିତ

କେନ୍ଦ୍ର ଭାରୀ ଉଦ୍ୟୋଗ ଏବଂ ସାର୍ବଜନୀନ ଉଦ୍ୟୋଗ ମନ୍ତ୍ରୀ ଅନନ୍ତ ଜୀ ଗୀତେ ଆଜି ନୂଆଦିଲ୍ଲୀଠାରେ ଦ୍ୱାରକା ମେଟ୍ରୋ ଷ୍ଟେସନ ପରିସରରେ ଚାର୍ଜିଂ କେନ୍ଦ୍ରର ଉଦଘାଟନ କରିଛନ୍ତି । ୧୮ଟି ଚାର୍ଜିଂ କେନ୍ଦ୍ର ସହିତ ଚାର୍ଜିଂ ଭିତ୍ତିଭୂମିର ବିକାଶ ରାଜସ୍ଥାନ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇଷ୍ଟ୍ରୁମେଣ୍ଟ…

ଜାଲ ସାଗରମାଳା ୱେବସାଇଟ୍ • ୱେବସାଇଟରେ ଇଞ୍ଜିନିୟର ଓ ଡିପ୍ଲୋମା ଟ୍ରେନି ନିଯୁକ୍ତିର ମିଥ୍ୟା ବିଜ୍ଞାପନ

ସାଗରମାଳା କାର୍ଯ୍ୟକ୍ରମର ବିଭିନ୍ନ ଅଂଶୀଦାର ଓ ନିଯୁକ୍ତି ଆଶାୟୀମାନଙ୍କୁ ଏକ ଜାଲ୍ ୱେବସାଇଟ http://sagarmala.org.in/ ପଠାଯାଉଥିବା ଜାହାଜ ଚଳାଚଳ ମନ୍ତ୍ରଣାଳୟ ନଜରକୁ ଆସିଛି । ଠିକ୍ ସାଗରମାଳା ୱେବସାଇଟ ଭଳି ଦେଖାଯାଉଥିବା ଏହି ୱେବସାଇଟରେ ଇଞ୍ଜିନିୟର ଟ୍ରେନି ଓ ଡିପ୍ଲୋମା ଟ୍ରେନି…

ସୁନାମୀ ସଂକ୍ରାନ୍ତ ମକ୍‌ ଡ୍ରିଲ୍‌ କାର୍ୟ୍ୟକ୍ରମ ଅନୁଷ୍ଠିତ

• ଆଇଟିଇଡ଼ବ୍ଲୁସି ଇଏସଏସଓ ଏବଂ ଭାରତୀୟ ଜାତୀୟ ମହାସାଗର ସୂଚନା ସେବା କେନ୍ଦ୍ରର ଅଂଶଗ୍ରହଣ ପୋଷ୍ଟ କରାଯିବା ଦିନାଙ୍କ: ୦୬ ଝଋଚ ୨୦୧୮ ୩:୪୦ଚଗ ଭଚ୍ଚ ଚଓଈ ଈଷଙ୍କଭବଦ୍ଭରଗ୍ଦଷଙ୍ଗବକ୍ସ ଭାରତ ସମେତ ଭାରତ ମହାସାଗର ତଟବର୍ତ୍ତୀ ୨୩ଟି ରାଷ୍ଟ୍ର ମିଳିତ ଭାବେ ଭାରତ ମହାସାଗର କ୍ଷେତ୍ରରେ…

ସେପ୍ଟେମ୍ବର ୧୫ରେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ଦେଶବ୍ୟାପୀ ସ୍ୱଚ୍ଛତା ଆନ୍ଦୋଳନ, ସ୍ୱଚ୍ଛ ଭାରତ ଅଭିଯାନ (ଏସବିଏମ) ଚତୁର୍ଥ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି । ବର୍ତ୍ତମାନ ଏହା ଅନ୍ତିମ ପର୍ୟ୍ୟାୟରେ ପହଁଚିଛି । ଏହି ଅବସରରେ ସେପ୍ଟେମ୍ବର ୧୫ ତାରିଖ ଠାରୁ ଅକ୍ଟୋବର ୨ ତାରିଖ ପର୍ୟ୍ୟନ୍ତ ସ୍ୱଚ୍ଛତା ପାଇଁ ଜନ ଆନ୍ଦୋଳନ ‘ସ୍ୱଚ୍ଛତା ହିଁ…

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସହିତ ବିଶ୍ୱ ସ୍ୱଚ୍ଛତା ସମ୍ମେଳନର ଶୁଭାରମ୍ଭ କରାଯିବ

କେନ୍ଦ୍ର ପାନୀୟ ଜଳ ଏବଂ ସ୍ୱଚ୍ଛତା ମନ୍ତ୍ରଣାଳୟ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସହିତ ବିଶ୍ୱ ସ୍ୱଚ୍ଛତା ସମ୍ମେଳନର ଶୁଭାରମ୍ଭ କରାଯିବ । ଏଥିସହିତ ସ୍ୱଚ୍ଛ ଭାରତ ଅଭିଯାନର ଚତୁର୍ଥ ବର୍ଷ ପୂର୍ତ୍ତି ଉତ୍ସବ ମଧ୍ୟ ଆରମ୍ଭ ହେବ । ମହାତ୍ମା ଗାନ୍ଧୀ ଅନ୍ତର୍ଜାତୀୟ ପରିମଳ…

ତୁର୍କୀଠାରେ ୮୭ତମ ଇଜମିର ଆନ୍ତର୍ଜାତିକ ଟ୍ରେଡ ସୋ’ରେ ‘ସୋର୍ସ ଇଣ୍ଡିଆ’

ଭାରତ ତୁର୍କୀରେ ୨୦୧୮ ସେପ୍ଟେମ୍ବର ୭ରେ ଆରମ୍ଭ ହେଉଥିବା ୮୭ତମ ଇଜମିର ଆନ୍ତଃରାଷ୍ଟ୍ରୀୟ ବାଣିଜ୍ୟ ମେଳାରେ ଏକ ଅଂଶୀଦାର ଦେଶ । ଏହି ବ୍ୟବସାୟିକ ମେଳାରେ ଭାରତ ଏକ ବଡ ବାଣିଜ୍ୟିକ ପ୍ୟାଭିଲିଅନ ‘ସୋର୍ସ ଇଣ୍ଡିଆ’ର ଶୁଭାରମ୍ଭ କରିବ ଯାହା ଜରିଆରେ ଭାରତର ୭୫ଟି କମ୍ପାନୀ ତୁର୍କୀ ଏବଂ ଅନ୍ୟ…

ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନା ପରବର୍ତ୍ତି ଅବଧିରେ ବନ୍ୟଜନ୍ତୁ ପ୍ରାକୃତିକ ଆବାସର ସମନ୍ୱିତ ବିକାଶ ଲାଗି କେନ୍ଦ୍ର…

୨୦୧୭-୧୮ ଠାରୁ ୨୦୧୯-୨୦ ପର୍ୟ୍ୟନ୍ତ ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନା ପରବର୍ତ୍ତି ଅବଧିରେ ବନ୍ୟଜନ୍ତୁ ପ୍ରାକୃତିକ ଆବାସସ୍ଥଳୀ (ସିଏସଏସ-ଆଇଡିଡବ୍ଲ୍ୟୁଏଚ)ଗୁଡ଼ିକର ସମନ୍ୱିତ ବିକାଶ ଲାଗି କେନ୍ଦ୍ର ପ୍ରାୟୋଜିତ ସାମଗ୍ରିକ ଯୋଜନା (ଅମ୍ବ୍ରେଲା ସ୍କିମ) ଜାରି ରଖିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ…