Browsing Tag

news

ଏବେ ରେଳରେପ୍ରତି ଟିକେଟ ଉପରେ ସର୍ବାଧିକ ୫୦ ଟଙ୍କା ରିହାତି ମିଳିବ- ୟୁପିଆଇ ଏବଂ ଭିମ୍‌ ଆପ୍‌ ବ୍ୟବହାର କଲେ ରିହାତି

(ୟୁପିଆଇ) ଆପ୍‍ ବ୍ୟବହାର କରି ଟିକେଟ୍‌ କ୍ରୟ ଉପରେ ୫ଧରିହାତି ପ୍ରଦାନ କରୁଛି ଡିଜିଟାଲ୍‌ ଇଣ୍ଡିଆ ଅଭିଯାନରେ ଲୋକଙ୍କୁ ଡିଜିଟାଲ୍‌ ସଶକ୍ତୀକରଣ କରିବା ଏବଂ ଡିଜିଟାଲ୍‌ ପ୍ରୟୋଗକୁ ଲୋକପ୍ରିୟ କରାଇବା ପାଇଁ ରେଳ ମନ୍ତ୍ରଣାଳୟ ଭୀମ୍‌ ଆପ୍ଲିକେସନ ସମେତ ୟୁନିଫାଏଡ୍‌ ପେମେଣ୍ଟସ୍‍

ସମସ୍ତ ସାଂସଦଙ୍କ ଦରମା ଗୋଟିଏ ବର୍ଷପାଇଁ ୩୦ ପ୍ରତିଶତ ହ୍ରାସ – କରୋନା ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ ୦୭।୦୪ - କରୋନା ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‍ ବୈଠକରେ ସମସ୍ତ ସାଂସଦଙ୍କ ଦରମା ଗୋଟିଏ ବର୍ଷପାଇଁ ୩୦ପ୍ରତିଶତ ହ୍ରାସ କରାଯାଇଛି । …

ରାଜ୍ୟରେ ସମସ୍ତ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବ୍ୟାଗ୍‍ ଓଜନ ଯାଞ୍ଚ ହେବ

ଭୁବନେଶ୍ୱର .-  ରାଜ୍ୟର ସବୁ ଘରୋଇ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ବ୍ୟାଗର ଓଜନ ଯାଞ୍ଚ ହେବ । ଅନେକ ଇଂରାଜୀ ମାଧ୍ୟମ ଓ ଘରୋଇ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଧାରିତ ଓଜନଠାରୁ ଅଧିକ ଓଜନର ବହି ଓ ଖାତା ସ୍କୁଲ ବ୍ୟାଗରେ ଆଣିବା ପାଇଁ ବାଧ୍ୟ କରାଯାଉଛି। ଓଜନିଆ ବ୍ୟାଗ ନେବାରୁ…

ଅପରାଧ ବ୍ୟାପାରରେ ଭାରତ, ମରୋକ୍କୋ ଆପୋସ ଆଇନ ସହାୟତା ରାଜିନାମାକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ . -ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅପରାଧିକ ବ୍ୟାପାରରେ ଭାରତ ଏବଂ ମରୋକ୍କୋ ମଧ୍ୟରେ ଆପୋସ ଆଇନ ସହାୟତା ରାଜିନାମାକୁ ମଞ୍ଜୁର କରିଛନ୍ତି । ଏହି ଚୁକ୍ତି ଅପରାଧର ତଦନ୍ତ ଏବଂ ଦଣ୍ଡବିଧାନ, ଟ୍ରେସିଂ, ସଂଯମ, ଜବତ ଏବଂ…

ମଙ୍ଗଳବାରରୁ ଲଘୁଚାପ , ୪ ଦିନ ଧରି ବର୍ଷିବ

ଭୁବନେଶ୍ୱର  .- ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟ ଘୂର୍ଣ୍ଣୀବଳୟ  ସମୁଦ୍ର ପତ୍ତନଠାରୁ୫.୮  କିଲୋମିଟର ଉଚ୍ଚରେ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୧୮ ତାରିଖରୁ ଲଗୁଚାପ ସୃଷ୍ଟି ହେବା ସହ ୪ ଦିନ ଧିର ବର୍ଷା ସମ୍ଭାବନା ଦେଖାଦେଇଛି । ଲଘୁଚାପ ପ୍ରଭାବରେ ଉପକୂଳ ଓ ଉତ୍ତର ଓଡିଶାରେ…

ଉପଗ୍ରହ ଓ ଉତକ୍ଷେପଣ ଯାନ ଲାଗି ଟେଲିମାଟ୍ରି ଓ ଟେଲିକମାଣ୍ଡ ଷ୍ଟେସନ ପରିଚାଳନା, ମହାକାଶ ଗବେଷଣା, ବିଜ୍ଞାନ ଏବଂ…

ନୂଆଦିଲ୍ଲୀ  . - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଉପଗ୍ରହ ଏବଂ ଉତକ୍ଷେପଣ ଯାନ ଲାଗି ଟେଲିମାଟ୍ରି ଏବଂ ଟେଲିକମାଣ୍ଡ ଷ୍ଟେସନର ପରିଚାଳନା ଏବଂ ମହାକାଶ ଗବେଷଣା, ବିଜ୍ଞାନ ଏବଂ ପ୍ରୟୋଗ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ବ୍ରୁନେଇ ଦାରୁସ୍ସଲାମ…

ଭାରତରେ ସମୁଦ୍ର ନାବିକଙ୍କ ସଂଖ୍ୟା ଦେଢ଼ ଗୁଣା ବୃଦ୍ଧି

ନୂଆଦିଲ୍ଲୀ . – ଦେଶରେ ନାବିକଙ୍କ ସଂଖ୍ୟା ବୃଦ୍ଧି ପାଇଛି । କେନ୍ଦ୍ର ସଡ଼କ ପରିବହନ, ରାଜମାର୍ଗ, ଜାହାଜ ଚଳାଚଳ, ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ୍ ଏଲ୍ ମାଣ୍ଡଭୀୟ କହିଛନ୍ତି ଯେ, ସମୁଦ୍ର ନାବିକଙ୍କ ସଂଖ୍ୟା ଭାରତରେ ପ୍ରାୟ ୬୦,୦୦୦ ବୃଦ୍ଧି ଘଟିଛି । ପୂର୍ବରୁ ଜାହାଜ ସମ୍ପର୍କିତ…

ଏମ୍ସରେ ବ୍ୟାଟେରୀ ଚାଳିତ ବସ ସେବାର ଆରମ୍ଭ

ନୂଆଦିଲ୍ଲୀ . -କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି.ନଡ୍ଡା ଆଜି ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଠାରେ ବ୍ୟାଟେରୀ ଚାଳିତ ବସ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହା ଇଣ୍ଡିଆ ଟିଭିର କଂପାନୀ ସାମାଜିକ ଦାୟିତ୍ୱ (ଉଝଜ) ଅନ୍ତର୍ଗତ ଏକ…

ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ

ନୂଆଦିଲ୍ଲୀ. - ଜଷ୍ଟିସ ରଞ୍ଜନ ଗୋଗୋଇ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ । ରାଷ୍ଟ୍ରପତି ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅବସର ଗ୍ରହଣ ପରେ ଆସନ୍ତା ଅକ୍ଟୋବର ୩, ୨୦୧୮ରେ ଜଷ୍ଟିସ ଗୋଗୋଇ ନୂତନ କାର୍ୟ୍ୟଭାର…

ସ୍ୱଦେଶୀ ଯୁଦ୍ଧ ବିମାନ ତେଜସର ଆକାଶରେ ଇନ୍ଧନ ଭରିବା ପରୀକ୍ଷଣ ସଫଳ

ନୂଆଦିଲ୍ଲୀ -- ଭାରତୀୟ ବାୟୁସେନାର ବେସରୁ ଆଜି ଏଲସିଏ ତେଜସ ଏମକେ-୧ରେ ଆକାଶରେ ଉଡୁଥିବା ବେଳେ ଇନ୍ଧନ (ତରଳ ଇନ୍ଧନ) ଭରିବାର କାର୍ୟ୍ୟ ସଫଳତା ପୂର୍ବକ ଶେଷ କରାଯାଇଛି । ଏହି ସଫଳତାକୁ ଏକ ମହତ୍ୱପୂର୍ଣ୍ଣ ଉପଲବ୍ଧି ଏବଂ ଅନ୍ତିମ ପରିଚାଳନା ସ୍ୱୀକୃତି ପାଇଁ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ…