ଓଡ଼ିଶାରେ ପହଞ୍ଚିଛି କରୋନା ଟିକା – ଏତିକି ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଇ ପାରିବ ଏହି ଟିକା
ବହୁ ପ୍ରତୀକ୍ଷାର ଅନ୍ତ ଘଟି ଶେଷରେ ଆମ ରାଜ୍ୟରେ ମଙ୍ଗଳବାରରେ ପହଞ୍ଚିଛି କୋଭିସିଲ୍ଡ କରୋନା ଟିକା । ଆଜି ଅପରାହ୍ନରେ ପୁଣେରୁ ଏକ ସ୍ୱତନ୍ତ୍ର ଘରୋଇ ବିମାନରେ ଏହି ଟିକା ସବୁ ଅଣାଯାଇଛି । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥା ଭିତରେ ଟିକାଗୁଡ଼ିକୁ…