ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ , ଏକ ଟଙ୍କାରେ ମିଳିବ….
ନୂଆଦିଲ୍ଲୀ -ମହିଳାଙ୍କ ସ୍ୱାସ୍ଥ୍ୟକ୍ଷେତ୍ରରେ ଆଉ ଏକ ସୁଦୂରପ୍ରସାରୀ ପଦକ୍ଷେପ ଗ୍ରହଣ କରି କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ସାନିଟାରୀ ନ୍ୟାପ୍କିନ୍ର ମୂଲ୍ୟ ୧ ଟଙ୍କାକୁ ହ୍ରାସ କରିଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ଥିବା ଜନଔଷଧି କେନ୍ଦ୍ରରେ ଏହି ନ୍ୟାପକିନ୍ ସୁଲଭ ମୂଲ୍ୟରେ ମିଳିବ…