ବିଜେପିର ଏହି ଘୋଷଣା କଂଗ୍ରେସର ଚିନ୍ତା ବଢାଇଦେଇଛି, ଖସିଯ଼ାଇପାରେ ମଧ୍ୟବିତ୍ତ ଶ୍ରେଣୀ ଭୋଟବ୍ୟାଙ୍କ
ନୂଆଦିଲ୍ଲୀ : ଆଜି ବିଜେପି ପକ୍ଷରୁ ଜାରି ନିର୍ବାଚନୀ ଘୋଷଣାପତ୍ରରେ କୁହାଯ଼ାଇଛି ଯ଼େ ଦଳ ପୁଣି କ୍ଷମତାକୁ ଆସିଲେ ଆୟକର ଛାଡ ସୀମାକୁ ଆହୁରି ବଢାଇବ । ଲୋକଙ୍କ ଉପରେ ଟିକସ ବୋଝକୁ କମାଇବା ସହ ଅଧିକରୁ ଅଧିକ ଲୋକଙ୍କୁ ଟିକସ ପରିସରରେ ସାମିଲ କରିବାକୁ ଦଳ ଲକ୍ଷ୍ୟ ରଖିଛି ।
ଏପରି ଘୋଷଣା କରି…