ଏସ୍ସିବି ମେଡ଼ିକାଲ କଲେଜ ବହିର୍ବିଭାଗ ଟିକଟ ଏଣିକି ଅନ୍ଲାଇନ୍ରେ ଉପଲବ୍ଧ ହେବ । ଆସନ୍ତା ୯ ତାରିଖରୁ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି । ଏଥିପାଇଁ ରଗ୍ଦଙ୍ଗବଗ୍ଦଗ୍ଧଷଚ୍ଚବ.କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ନାମକ ଏକ ପୋର୍ଟାଲ ଖୋଲାଯାଇଛି । ଫଳରେ ରୋଗୀ ଓ ରୋଗୀ ସମ୍ପର୍କୀୟମାନଙ୍କୁ
ଆଉଟ୍ଡୋର ଟିକଟ ପାଇଁ ଏଣିକି ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆହେବାକୁ ପଡିବ ନାହିଁ । ସେମାନେ ନିଜ ଘରୁ ଅନ୍ଲାଇନ୍ ମାଧ୍ୟମରେ ଟିକଟ ବୁକିଂ 
କରିବା ସହ ନିର୍ଦ୍ଧାରିତ ସମୟରେ ବହିର୍ବିଭାଗରେ ଡାକ୍ତରୀ ପରାମର୍ଶପାଇପାରିବେ । ତେବେ ଅନ୍ଲାଇନ୍ ବ୍ୟବସ୍ଥା ସତ୍ତେ୍ୱ ପୂର୍ବପରି କାଉଣ୍ଟରରେ
ମଧ୍ୟ ଟିକଟ ଉପଲବ୍ଧ ହେବ ବୋଲି ଏସ୍ସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
								
									
								 Sign in							
							
								
									
											
										
											
		
					
								
			
			
	
										
									
								
							
												
				
				
				 Sign in
				
					
						
						
										
				
			
			Recover your password.
A password will be e-mailed to you.
 
			 
											
Comments are closed, but trackbacks and pingbacks are open.