ରଜ ଓ ବସୁମତୀ ସ୍ନାନ

0 6,959

ରଜର ଶେଷ ଦିନରେ ବସୁମତୀ ସ୍ନାନ ପାଳନ କରାଯାଏ ଥାଏ । ଏହାହେଛି ଶୁଦ୍ଧ ଓ ପବିତ୍ର ହେବାର ପ୍ରତୀକ । ଏହାର ଅନେକ ପ୍ରକାର ନାମ ରହିଛି ।

ପରମ୍ପରା ଅନୁସାରେ ସକାଳୁ ଶିଶ ଶିଳପୁଆରେ ଲୁଗା ପିନ୍ଧାଇ ନାରୀ ପରି ସିନ୍ଦୁର କଜଳ ଲଗାଇ ହଳଦୀ ଲଗାଇ ପୂଜା ସହ ପୀଢା ଉପରେ ରଖି ଦୁଗ୍ଧ ସ୍ନାନ କରାଯାଇଥା ଏ। ଏହିଦିନ ମାଣବସା ଗୁରୁବାର ମହାଲକ୍ଷ୍ମୀଙ୍କ ପେଡି ଖୋଲାଯାଇଥାଏ । ଭାଇମାନେ ଭଉଣୀଙ୍କର ଚପଲ କିମ୍ବା ଗୁଆ ଖୋଳପା ଛଡାଇ ଥାଆନ୍ତି ।

ଏହା ହେଉଛି ଭକ୍ତି ଓ ଶକ୍ତିର ପ୍ରତୀକ । ପ୍ରଜନନନ ଓ ନୂତନ ସୃଷ୍ଟିର ନିଦର୍ଶନ । ଅନ୍ୟକୁ ଜୀବଦାନ ଦେବା । ଶସ୍ୟ ଶ୍ୟାମଳା ହେବ । ପୁଣି ଋତ ଚକ୍ରଓ ପ୍ରକୃତିକୁ ସମ୍ମାନ ଦେବାର ପର୍ବ ।

ଓଡିଶାର ମହାନ ପରମ୍ପରାର ପ୍ରତୀକ । ରଜ ଏବେ ଓଡିଆମାନଙ୍କର ଗଣ ପର୍ବ । ଦେଶ ବିଦେଶରେ ଯିଏ ଯେଉଁ ସ୍ଥାନରେ ବି ଥାଇ । ରଜ ପର୍ବକୁ ବେଶ୍‌ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାଏ ।

Leave A Reply