Browsing Tag

rajaparba

ରଜରେ ଖାଲି ପାଦରେ ଚାଲିବା ମନା

ରଜ ହେଉଛି ଓଡିଶାର ଏକ ଗଣ ପର୍ବ । ଏହାକୁ ୪ ଦିନ ଧରି ପାଳନ କରାଯାଏଥାଏ । ବର୍ଷା ଋତୁକୃର ଆରମ୍ଭରେ ରଜ ପର୍ବ ପାଳିତ ହୋଇଥାଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମି ଦହନ, ଚତୁର୍ଥ ଦିନ ହେଉଛି ବସୁମତୀ ସ୍ନାନ । ରଜ ଶବ୍ଦର ଆକ୍ଷରିକ…

ରଜ ଓ ବସୁମତୀ ସ୍ନାନ

ରଜର ଶେଷ ଦିନରେ ବସୁମତୀ ସ୍ନାନ ପାଳନ କରାଯାଏ ଥାଏ । ଏହାହେଛି ଶୁଦ୍ଧ ଓ ପବିତ୍ର ହେବାର ପ୍ରତୀକ । ଏହାର ଅନେକ ପ୍ରକାର ନାମ ରହିଛି । ପରମ୍ପରା ଅନୁସାରେ ସକାଳୁ ଶିଶ ଶିଳପୁଆରେ ଲୁଗା ପିନ୍ଧାଇ ନାରୀ ପରି ସିନ୍ଦୁର କଜଳ ଲଗାଇ ହଳଦୀ ଲଗାଇ ପୂଜା ସହ ପୀଢା ଉପରେ ରଖି ଦୁଗ୍ଧ ସ୍ନାନ…

ଶ୍ରୀମନ୍ଦିରରେ ରଜ ପର୍ବ

ଶ୍ରୀମନ୍ଦିରରେ ରଜ ପର୍ବ ପାଳନ କରାଯାଇଥାଏ । ଏହି ସମୟରେ ଲକ୍ଷ୍ମୀ ଠାକୁରାଣୀଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ । ତିନିଦିନର ସ୍ୱତନ୍ତ୍ର ପୂଜା ପରେ ଚତୁର୍ଥଦିନରେ ବସୁମତୀ ସ୍ନାନ ଅବସରରେ ସ୍ୱତନ୍ତ୍ର ସ୍ନାନ କରାଯାଏ ଥାଏ । ଏହାପରେ ବିଭିନ୍ନ ପ୍ରକାର ପିଠା ଓ ମିଠା ଦ୍ରବ୍ୟ ଅର୍ପଣ…

ରଜ ବେଳେ କାହିଁକି ଚାଷ ଓ ଅନ୍ୟ କର୍ଷଣ କାମ ବନ୍ଦ ହୋଇଥାଏ!

ମାଟିକୁ ମାଆ ସହ ତୁଳାନା କରାଯାଏ। ବର୍ଷା ଋତୁର ଆରମ୍ଭରେ ରଜ ପର୍ବ ପାଳିତ ହୋଇଥାଏ । ଏହି ସମୟରେ ପ୍ରଚଣ୍ଡ ଗ୍ରୀଷ୍ମରୁ ଧରା ବକ୍ଷ ଉଦ୍ଧାର ପାଏ । ମୌସୁମୀର ସ୍ପର୍ଶରେ ଶୀତଳତା ସହ ବସୁମତୀ ପ୍ରଜଜନ କ୍ଷମ ହୋଇଥାଏ । ରଜସ୍ୱଳା ମାଟିକୁ ଅଧିକ କଷ୍ଟ ନଦେବା ପାଇଁ ଚାଷ ଓ ଅନ୍ୟ କର୍ଷ କାମ କରାଯାଇ…

ରଜର ସମ୍ପୂର୍ଣ୍ଣ ପାରମ୍ପରିକ ଗୀତ, ଜାଣନ୍ତୁ କଅଣ

“ ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ ॥ ରଜ ଦୋଳି କଟ କଟ, ମୋ ଭାଇ ମଥାରେ ସୁନା-ମୁକୁଟ, ସୁନା ମୁକୁଟ ଲୋ ଦିଶୁଥାଏ ଝଟମଟ ॥ ” “ ପାନ ଖିଆ ରସିକ ପାଟି, ଖୋଜି ବୁଲୁଥିଲା ରାଜାଙ୍କ ହାତୀ, ଢାଳି ଦେଇଗଲା ଶିରରେ, ରାଜା ହୋଇଗଲେ ରଜରେ ॥…