ପି.ଜି. ପ୍ରଥମ ବର୍ଷ ଓ ୟୁ.ଜି. ପାଠ୍ୟକ୍ରମର ପ୍ରି ଫାଇନାଲ୍‍ ବର୍ଷର ଛାତ୍ରଛାତ୍ରୀ ମାନଙ୍କର ଆଜିଠାରୁ ଶ୍ରେଣୀ କକ୍ଷରେ ପାଠପଢ଼ା ଆରମ୍ଭ

0 2,547

ପି.ଜି. ପ୍ରଥମ ବର୍ଷ ଓ ୟୁ.ଜି. ପାଠ୍ୟକ୍ରମର ପ୍ରି ଫାଇନାଲ୍‍ ବର୍ଷର ଛାତ୍ରଛାତ୍ରୀ ମାନଙ୍କର ଆଜିଠାରୁ ଶ୍ରେଣୀ କକ୍ଷରେ ପାଠପଢ଼ା ଆରମ୍ଭ
ହେବ । କୋଭିଡ୍‍ ନାଇଣ୍ଟିନ୍‍ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରାଯାଇ ପାଠପଢ଼ା ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି
କରାଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ।

Leave A Reply