ଉତ୍କଳ ବିଶ୍ୱବିଦ୍ୟାଳୟ ପି.ଜି. ଛାତ୍ରଛାତ୍ରୀଙ୍କ ହଷ୍ଟେଲ୍ ଫି’ ୧ ହଜାର ୭୪୦ ଟଙ୍କା ଛାଡ଼
ହଷ୍ଟେଲ୍ ଫି’ ଉତ୍କଳ ବିଶ୍ୱବିଦ୍ୟାଳୟ ପି.ଜି. ଛାତ୍ରଛାତ୍ରୀଙ୍କ ହଷ୍ଟେଲ୍ ଫି’ ୧ ହଜାର ୭୪୦ ଟଙ୍କା ଛାଡ଼ କରିବାପାଇଁ ପି.ଜି. କାଉନ୍ସିଲ୍ର ଅଧ୍ୟକ୍ଷ ସମ୍ମତି ପ୍ରକାଶ କରିଛନ୍ତି । ଯାହାଫଳରେ ଏବେ ଛାତ୍ରଛାତ୍ରୀମାନେ ୨ ହଜାର ୯୫୦ ଟଙ୍କା ବଦଳରେ ୧ ହଜାର ୨୧୦ ଟଙ୍କା ଦେବେ ।