ଚଳିତ ବର୍ଷ ମାଟ୍ରିକ୍‍ ପରୀକ୍ଷା ନିମନ୍ତେ ଫର୍ମପୂରଣର ସମୟସୀମାକୁ ଆଉ ଗୋଟିଏ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି

0 2,061

ଚଳିତ ବର୍ଷ ମାଟ୍ରିକ୍‍ ପରୀକ୍ଷା ନିମନ୍ତେ ଫର୍ମପୂରଣର ସମୟସୀମାକୁ ଆଉ ଗୋଟିଏ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ୧୨ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ । ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ପରିଷଦର ୱେବ୍‍ସାଇଟ୍‍ରେ ଉପଲବ୍ଧ ଲିଙ୍କ୍‍ ଜରିଆରେ ପୂର୍ବଭଳି ଫର୍ମ ପୂରଣ  କରିପାରିବେ । ଏହାପରେ ଆଉ ଫର୍ମ ପୂରଣର ତାରିଖ ବୃଦ୍ଧି କରାଯିବ ନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।

Leave A Reply