୮୧ ଅ।ସନ ବିଶିଷ୍ଟ ଝାରଖଣ୍ଡ ବିଧାନସଭା ନିର୍ବାଚନ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ
ରାଞ୍ଚି — ୮୧ ଅ।ସନ ବିଶିଷ୍ଟ ଝାରଖଣ ବିଧାନସଭା ନିର୍ବାଚନ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଏଥିପାଇଁ ନ ପାଇଁ ତାରିଖ ଘୋଷଣା ହୋଇ ସାରିଛି ।
ଝାରଖଣ୍ଡର ୧୯ଟି ଜିଲା ସମ୍ବେଦନଶୀଳ । ୧୩ଟି ଜିଲା ଅତି ସମ୍ବେଦନଶୀଳ । ଏହିସବୁ ଜିଲାରେ ମାଓବାଦୀଙ୍କ ସକ୍ରିୟ ରହିଛନ୍ତି । ଏଥିପାଇ ଏହି ସବୁ ଜିଲ୍ଲାମାନଙ୍କରେ ବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ।
ନଭେମ୍ବର ୩୦ରୁ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ନିର୍ବାଚ ଅନୁଷ୍ଠିତ ହେବ ।। ୫ଟି ପର୍ଯ୍ୟାୟରେ ହେବ ୮୧ ଅ।ସନ ବିଶିଷ୍ଟ ଝାରଖଣ ବିଧାନସଭା ନିର୍ବାଚନ ଅନୁଷ୍ଠିତ ।
ନଭେମ୍ବର ୩୦ରେ ପ୍ରଥମ ପର୍ଯ୍ୟାୟରେ ୧୩ଟି ଅ।ସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଡିସେମ୍ବର ୭ରେ ଦ୍ବିତୀୟ ପର୍ଯ୍ୟାୟରେ ୨୦ଟି, ୧୨ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୭ଟି ଅ।ସନରେ ନିର୍ବାଚନ ଅନୁଷ୍ଠିତ ହେବ । । ଡିସେମ୍ବର ୧୬ ଚତୁର୍ଥ ପର୍ଯ୍ୟାୟରେ ୧୫ ଏବଂ ୨୦ ତାରିଖ ଅନ୍ତିମ ପର୍ଯ୍ୟାୟରେ ୧୬ଟି ଅ।ସନରେ ମତ ଗ୍ରହଣ କରାଯିବ । ଡିସେମ୍ବର ୨୩ରେ ନିର୍ବାଚନ ଫଳା ଫଳ ପ୍ରକାଶିତ ହେବ ।