ରାଜ୍ୟର ୧୦୫ଟି ପୌରାଞ୍ଚଳ ଓ ବିଜ୍ଞପିତ ଅଞ୍ଚଳ ପରିଷଦର
ଉପାଧ୍ୟକ୍ଷ

ରାଜ୍ୟର ୧୦୫ଟି ପୌରାଞ୍ଚଳ ଓ ବିଜ୍ଞପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ଏବଂ କଟକ ମହାନଗର ନିଗମର ଡେପୁଟି ମେୟର ପଦବୀ ପାଇଁଅନୁଷ୍ଠିତ ହୋଇଥିବା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । କଟକ ମହାନଗର ନିଗମର ୪୯ ନମ୍ବର ୱାର୍ଡର କର୍ପୋରେଟର ବିଜେଡ଼ିର ଦମୟନ୍ତୀ ମାଝୀ ଆଜି ଡେପୁଟୀ ମେୟର ଭାବେ

ଭାରତରେ ନୋକିଆ ସି୦୧ ପ୍ଲସ୍‌ ୨ତ୍କ୩୨ ଜିବି ଭାରିଆଂଟ୍‌ ର ଉନ୍ମୋଚନ

ଭୁବନେଶ୍ୱର: ନୋକିଆ ବ୍ରାଣ୍ଡ୍‌ର ଫୋନ୍‌ ବିକ୍ରି କରୁଥିବା ସଂସ୍ଥା ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ ପକ୍ଷରୁ ନୋକିଆ ସି୦୧ ପ୍ଲସ୍‌କୁ ଭାରତରେ ଉନ୍ମୋଚନ କରାଯାଇଛି ଯେଉଁଥିରେ ରହିଛି ୩୨ ଜିବି ଷ୍ଟୋରେଜ୍‌ । ନୋକିଆର ସବୁଠୁ ଲୋକପ୍ରିୟ ଓ ସୁଲଭ ସି-ସିରିଜ୍‌ ଫୋନ୍‌ରେ ଏହା ହେଉଛି ଏକ ଆକର୍ଷଣୀୟ ଯୋଗଦାନ

ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ ରାଉରକେଲାରେ ନିଯୁକ୍ତି ବିଜ୍ଞାପନ

ରାଉରକେଲା ସ୍ଥିତ ଷ୍ଟିଲ୍‌ ପ୍ଲାଣ୍ଟରେ ନିଯୁକ୍ତି ପାଇଁ ବିଭିନ୍ନ ଖବର କାଗରେ ବିଜ୍ଞାପନ ପ୍ରକାଶ ପାଇଛି । ଏଥିରେ ମେଡିସିନ୍‌ ସ୍ପେଶାଲିଷ୍ଟ ପାଇଁ ଦୁଇଟି ପଦବୀ ଏବଂ ରେଡିଓ ସ୍ପେଶାଲିଷ୍ଟ ପାଇଁ ଗୋଟିଏ ଜେନେରାଲ ମେଡିସିନ୍‌ ପାଇଁ ଗୋଟିଏ ପଦବୀ ରହିଛି । ଏମ୍‌ବିବିଏସ୍‌ ଡିଗ୍ରୀ ଧାରୀ ସହ

ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ନିଯୁକ୍ତି ବିଜ୍ଞାପନ

ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ ରାଉରକେଲାରେ ନିଯୁକ୍ତି ବିଜ୍ଞାପନ ରାଉରକେଲା ସ୍ଥିତ ଷ୍ଟିଲ୍‌ ପ୍ଲାଣ୍ଟରେ ନିଯୁକ୍ତି ପାଇଁ ବିଭିନ୍ନ ଖବର କାଗରେ ବିଜ୍ଞାପନ ପ୍ରକାଶ ପାଇଛି । ଏଥିରେ ମେଡିସିନ୍‌ ସ୍ପେଶାଲିଷ୍ଟ ପାଇଁ ଦୁଇଟି ପଦବୀ ଏବଂ ରେଡିଓ ସ୍ପେଶାଲିଷ୍ଟ ପାଇଁ ଗୋଟିଏ ଜେନେରାଲ

ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ଓ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା ଆମ ପାଇଁ ମୂଲ୍ୟବାନ -ଷୋଡ଼ଶ ବିଧାନସଭାର ବଜେଟ୍‍…

ଷୋଡ଼ଶ ବିଧାନସଭାର ବଜେଟ୍‍ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ଅଧିବେଶନରେ ତାଙ୍କର ଅଭିଭାଷଣ ପ୍ରଦାନ କରିଛନ୍ତି । ସେ ତାଙ୍କ ଅଭିଭାଷଣରେ ଦିବଂଗତ ବିପିନ ରାୱତଙ୍କ ସହ ପୂର୍ବତନ ବାଚସ୍ପତି କିଶୋର ମହାନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ

୭୩ ପ୍ରାର୍ଥୀ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ – ଶନିବାରରେ ହେବ ଭୋଟ ଗଣତି

ରାଜ୍ୟରେ ଗତକାଲି ଶେଷ ହୋଇଥିବା ୩ଟି ମହାନଗର ନିଗମ ସମେତ ୪୭ଟି ପୌରପାଳିକା ଏବଂ ଅଣଷଠିଟି ବିଜ୍ଞପିତ ଅଞ୍ଚଳ ପରିଷଦ ପାଇଁ ମତଦାନର ଆସନ୍ତାକାଲି ଭୋଟ୍‍ ଗଣତି ହେବ । ଏହା ଗଣତି ପ୍ରକିୟା ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନର୍‍ସୂଚନା ଦେଇଛନ୍ତି ।

ରାଜ୍ୟରେ ବିଭିନ୍ନ ପୌର ପରିଷଦ ଏବଂ ମହାନଗର ନିଗମ ନିର୍ବାଚନ
ପାଇଁ ପ୍ରଚାର ଅଭିଯାନ ଆସନ୍ତାକାଲି ସନ୍ଧ୍ୟାରେ ଶେଷ

ରାଜ୍ୟରେ ବିଭିନ୍ନ ପୌର ପରିଷଦ ଏବଂ ମହାନଗର ନିଗମ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଆସନ୍ତାକାଲି ସନ୍ଧ୍ୟାରେ ଶେଷ ହେବ । ବିଭିନ୍ନ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାର ଅଭିଯାନ ଜୋର୍‍ ଧରିଛି । ପୌରାଧ୍ୟକ୍ଷ ଏବଂ ମହାନଗର ନିଗମ ମେୟର୍‍ ପଦବୀ ପାଇଁ ସିଧାସଳଖ ନିର୍ବାଚନ

ଏସ୍‍ସିବି ମେଡ଼ିକାଲ କଲେଜକୁ ଏମ୍‍ସ ପ୍ଲସ୍‍ ପରିଣତ କରିବା ନିମନ୍ତେ ଦ୍ୱିତୀୟ ବୈଠକ ଅନୁଷ୍ଠିତ

ଏସ୍‍ସିବି ମେଡ଼ିକାଲ କଲେଜକୁ ଏମ୍‍ସ ପ୍ଲସ୍‍ରେ ପରିଣତ କରିବା ନିମନ୍ତେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ସିଡିଏ ଅଧ୍ୟକ୍ଷ ଅନୀଲ କୁମାର ସାମଲ ଅଧ୍ୟକ୍ଷତା କରି ବଡ଼ଡାକ୍ତରଖାନାର ଉନ୍ନତିକରଣସଂପର୍କରେ

ଗ୍ରୀଷ୍ମପ୍ରବାହ ଆସନ୍ତା ୩ ଦିନ – ଅନୁଗୁଳ, ଝାରସୁଗୁଡ଼ା, ସୋନପୁର, ସମ୍ବଲପୁର, ବୌଦ୍ଧ, ବଲାଙ୍ଗିର ଏବଂ ନୟାଗଡ଼…

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଧୀରେ ଧୀରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ୭ଟି ଜିଲ୍ଲା- ଅନୁଗୁଳ, ଝାରସୁଗୁଡ଼ା, ସୋନପୁର, ସମ୍ବଲପୁର, ବୌଦ୍ଧ,ବଲାଙ୍ଗିର ଏବଂ ନୟାଗଡ଼ ଆଦି ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗ୍ରୀଷ୍ମପ୍ରବାହ ଆସନ୍ତା ୩

ରାଜ୍ୟର ବିଭିନ୍ନ ସ୍ଥାନରେ ଫଗୁଖେଳ ଓ ଦୋଳ ମେଳଣ ଅନୁଷ୍ଠିତ

ପବିତ୍ର ଦୋଳ ଉତ୍ସବ । ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଫଗୁଖେଳ ଓ ଦୋଳ ମେଳଣ ଅନୁଷ୍ଠିତ ହେଉଛି । ଶ୍ରୀ ରାଧାକୃଷ୍ଣ ସୁସଜ୍ଜିତ ବିମାନରେ ବିରାଜମାନ ହୋଇ ଘରଘର ବୁଲି ଭୋଗ ଖାଇବା ସହ ମେଳଣ ପଡ଼ିଆରେ ବିଭିନ୍ନ ସ୍ଥାନରୁ ଆସିଥିବା ବିମାନର ମେଳଣ ହୋଇଥାଏ । ଶ୍ରୀମନ୍ଦିରରେ